Advertisment
ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏଁ କରିବେ ରୋଡ ସୋ’ । post image

ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏଁ କରିବେ ରୋଡ ସୋ’ ।

ବଡ ଭଉଣୀ ପାଇଁ ସାନ ଭଉଣୀଙ୍କ ପ୍ରଚାର । ଆସ୍କା ସାନଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ସାନ ଭଉଣୀ । post image

ବଡ ଭଉଣୀ ପାଇଁ ସାନ ଭଉଣୀଙ୍କ ପ୍ରଚାର । ଆସ୍କା ସାନଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ସାନ ଭଉଣୀ ।

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ । କହିଲେ ୨୪ ବର୍ଷ ସରକାରରେ ଅଛି ବିଜେଡି, କିନ୍ତୁ କାହିଁକି ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ବ୍ୟବସ୍ଥାରେ ରହିଛି ସମସ୍ୟା? post image

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ । କହିଲେ ୨୪ ବର୍ଷ ସରକାରରେ ଅଛି ବିଜେଡି, କିନ୍ତୁ କାହିଁକି ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ବ୍ୟବସ୍ଥାରେ ରହିଛି ସମସ୍ୟା?

ଗଞ୍ଜାମରେ ଭିକେ ପାଣ୍ଡିଆନ୍ । ସେରଗଡରେ କଲେ ବିଶାଳ ରୋଡ ସୋ’ । post image

ଗଞ୍ଜାମରେ ଭିକେ ପାଣ୍ଡିଆନ୍ । ସେରଗଡରେ କଲେ ବିଶାଳ ରୋଡ ସୋ’ ।

ମେ ୧୩ ରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପଡ଼ିବ ଭୋଟ । ପୋଷ୍ଟାଲ ବାଲାଟ ଯୋଗେ ଭୋଟ ଦେଇଛନ୍ତି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ । post image

ମେ ୧୩ ରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପଡ଼ିବ ଭୋଟ । ପୋଷ୍ଟାଲ ବାଲାଟ ଯୋଗେ ଭୋଟ ଦେଇଛନ୍ତି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ।

ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦ ସ୍ଥିତ ନିସାନ ହାଇୟର ସେକେଣ୍ଡାରୀ ସ୍କୁଲରେ ମତ ସାବ୍ୟସ୍ତ କଲେ ନରେନ୍ଦ୍ର ମୋଦୀ । post image

ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦ ସ୍ଥିତ ନିସାନ ହାଇୟର ସେକେଣ୍ଡାରୀ ସ୍କୁଲରେ ମତ ସାବ୍ୟସ୍ତ କଲେ ନରେନ୍ଦ୍ର ମୋଦୀ ।

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି  । ୬ ସଂସଦୀୟ କ୍ଷେତ୍ରରେ ଜୁନ୍ ୧ରେ ପଡିବ ଭୋଟ୍  । post image

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି  । ୬ ସଂସଦୀୟ କ୍ଷେତ୍ରରେ ଜୁନ୍ ୧ରେ ପଡିବ ଭୋଟ୍  ।

ଆଜି ଗଞ୍ଜାମ ଜିଲ୍ଲାରେ ମାରାଥନ ପ୍ରଚାର କରିବେ ଭି.କେ.ପାଣ୍ଡିଆନ । ଗୋପାଳପୁର, ଖଲିକୋଟ, ହିଞ୍ଜିଳିକାଟୁ ଓ ବ୍ରହ୍ମପୁରରେ ରୋଡ ସୋ କାର୍ଯ୍ୟକ୍ରମ । post image

ଆଜି ଗଞ୍ଜାମ ଜିଲ୍ଲାରେ ମାରାଥନ ପ୍ରଚାର କରିବେ ଭି.କେ.ପାଣ୍ଡିଆନ । ଗୋପାଳପୁର, ଖଲିକୋଟ, ହିଞ୍ଜିଳିକାଟୁ ଓ ବ୍ରହ୍ମପୁରରେ ରୋଡ ସୋ କାର୍ଯ୍ୟକ୍ରମ ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଆସନରେ ଭୋଟିଂ । ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା । post image

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଆସନରେ ଭୋଟିଂ । ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ।

ସମୀରଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ, ଅରୁନ୍ଧତୀ ଦେବୀ ହେଲେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା । post image

ସମୀରଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ, ଅରୁନ୍ଧତୀ ଦେବୀ ହେଲେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ।

ସବସ୍କ୍ରାଇବ କରନ୍ତୁ