Advertisment
ବିଭିନ୍ନ ସ୍ଥାନରେ ଇଭିଏମ୍ ଖରାପ  । କୋରାପୁଟ୍ , ଭବାନୀପାଟଣାରେ ଓ ମାଲକାନଗିରିରେ ଇଭିଏମରେ ତ୍ରୁଟି ଯୋଗୁଁ ଭୋଟର ଅସନ୍ତୁଷ୍ଟ, ମତଦାନରେ ବିଳମ୍ବ । post image

ବିଭିନ୍ନ ସ୍ଥାନରେ ଇଭିଏମ୍ ଖରାପ  । କୋରାପୁଟ୍ , ଭବାନୀପାଟଣାରେ ଓ ମାଲକାନଗିରିରେ ଇଭିଏମରେ ତ୍ରୁଟି ଯୋଗୁଁ ଭୋଟର ଅସନ୍ତୁଷ୍ଟ, ମତଦାନରେ ବିଳମ୍ବ ।

ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ । ସକାଳ ୯ଟା ସୁଦ୍ଧା ୯.୨୫% ହୋଇଛି ମତଦାନ, କୋରାପୁଟରେ ଏବେ ସୁଦ୍ଧା ସର୍ବାଧିକ ମତଦାନ । post image

ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ । ସକାଳ ୯ଟା ସୁଦ୍ଧା ୯.୨୫% ହୋଇଛି ମତଦାନ, କୋରାପୁଟରେ ଏବେ ସୁଦ୍ଧା ସର୍ବାଧିକ ମତଦାନ ।

ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ । ବଡ଼ ନେତାଙ୍କ ହେବ ଭାଗ୍ୟ ପରୀକ୍ଷା । post image

ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ । ବଡ଼ ନେତାଙ୍କ ହେବ ଭାଗ୍ୟ ପରୀକ୍ଷା ।

ରାତି ପାହିଲେ ଭୋଟ । ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭାରେ ମତଦାନ । ବଡ଼ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷ ଭୋଟର post image

ରାତି ପାହିଲେ ଭୋଟ । ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭାରେ ମତଦାନ । ବଡ଼ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷ ଭୋଟର

ଦିନରେ ଲଣ୍ଠନ ଦେଖାଇବା ଡବଲ ଇଞ୍ଜିନ, ଲୋକଙ୍କ ସେବା କରିବା ନବୀନ ଇଞ୍ଜିନ । ବରଗଡରୁ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ୍ । ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ । post image

ଦିନରେ ଲଣ୍ଠନ ଦେଖାଇବା ଡବଲ ଇଞ୍ଜିନ, ଲୋକଙ୍କ ସେବା କରିବା ନବୀନ ଇଞ୍ଜିନ । ବରଗଡରୁ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ୍ । ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ ।

ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ: କହିଲେ, ୫୦ ହଜାର କୋଟି ରାଜସ୍ୱ ପାଉଛନ୍ତି ଆଉ କହୁଛନ୍ତି ରୟାଲ୍ଟି ପାଉନାହାନ୍ତି post image

ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ: କହିଲେ, ୫୦ ହଜାର କୋଟି ରାଜସ୍ୱ ପାଉଛନ୍ତି ଆଉ କହୁଛନ୍ତି ରୟାଲ୍ଟି ପାଉନାହାନ୍ତି

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନ : ‘ରଥଯାତ୍ରା ବନ୍ଦ କରିବାକୁ ଷଡଯନ୍ତ୍ର କିଏ ରଚିଥିଲା’? post image

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନ : ‘ରଥଯାତ୍ରା ବନ୍ଦ କରିବାକୁ ଷଡଯନ୍ତ୍ର କିଏ ରଚିଥିଲା’?

ବଙ୍ଗୋମୁଣ୍ଡାରୁ ପାଣ୍ଡିଆନଙ୍କ ଭବିଷ୍ୟବାଣୀ । ପ୍ରଥମ ପର୍ଯ୍ୟାୟରେ ୨୪ରୁ ଅଧିକ ଆସନରେ ଜିତିବ ବିଜେଡି । post image

ବଙ୍ଗୋମୁଣ୍ଡାରୁ ପାଣ୍ଡିଆନଙ୍କ ଭବିଷ୍ୟବାଣୀ । ପ୍ରଥମ ପର୍ଯ୍ୟାୟରେ ୨୪ରୁ ଅଧିକ ଆସନରେ ଜିତିବ ବିଜେଡି ।

ୱାର୍ଡମେମ୍ବର ନିର୍ବାଚନରେ ଜିତିପାରିଲେନି, ଜିଲ୍ଲା ପରିଷଦ ଜିତିପାରିଲେନି, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବାକୁ କିଏ ସାହସ ଦେଲା? ଧର୍ମେନ୍ଦ୍ରଙ୍କୁ ବାଣ ମାରିଲେ ପାଣ୍ଡିଆନ । post image

ୱାର୍ଡମେମ୍ବର ନିର୍ବାଚନରେ ଜିତିପାରିଲେନି, ଜିଲ୍ଲା ପରିଷଦ ଜିତିପାରିଲେନି, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବାକୁ କିଏ ସାହସ ଦେଲା? ଧର୍ମେନ୍ଦ୍ରଙ୍କୁ ବାଣ ମାରିଲେ ପାଣ୍ଡିଆନ ।

ବିଏସକେୱାଇ କାର୍ଡ-ଆୟୁଷ୍ମାନ ଯୋଜନା ଭିତରେ ଫରକ୍ ଦେଖାଇଲେ ଭିକେ ପାଣ୍ଡିଆନ୍: କହିଲେ, ବିଏସକେୱାଇ କାର୍ଡ ଏଟିଏମ ଭଳି କାମ କରୁଛି post image

ବିଏସକେୱାଇ କାର୍ଡ-ଆୟୁଷ୍ମାନ ଯୋଜନା ଭିତରେ ଫରକ୍ ଦେଖାଇଲେ ଭିକେ ପାଣ୍ଡିଆନ୍: କହିଲେ, ବିଏସକେୱାଇ କାର୍ଡ ଏଟିଏମ ଭଳି କାମ କରୁଛି

ସବସ୍କ୍ରାଇବ କରନ୍ତୁ