Browsing Category

ନିର୍ବାଚନ

ବଦଳିବାକୁ ଯାଉଛି କି ରାଜ୍ୟ ରାଜନୀତି ସମୀକରଣ । ବିଜେଡି ଓ ବିଜେପି ମେଂଟ ଚର୍ଚ୍ଚାକୁ ନେଇ ଜାରି ରହିଛି ସସପେନ୍ସ

କନକ ବ୍ୟୁରୋ : ୧୫ ବର୍ଷ ପରେ ପୁଣିଥରେ ୟୁ-ଟର୍ନ ନେବ କି ରାଜ୍ୟ ରାଜନୀତି । ୨୦୨୪ ନିର୍ବାଚନରେ ବିଜେଡି-ବିଜେପି ମେଂଟ ହେବା ସମ୍ଭାବନା ଦେଖାଦେଇଛି । ଗତକାଲିଠୁ ପଲ୍ଲୀରୁ ଦିଲ୍ଲୀ ଏହାକୁ ନେଇ ସରଗରମ ରହିଛି ରାଜନୀତି । ମୋଦୀଙ୍କ ଓଡ଼ିଶା ଗସ୍ତ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରସ୍ପରକୁ…
Read More...

ବିଜେପିରେ ଯୋଗ ଦେଲେ ପ୍ରେମାନନ୍ଦ ଓ ରାଜେନ୍ଦ୍ର । ଗତ କିଛି ଦିନ ପୂର୍ବେ ବିଜେଡିରୁ ଇସ୍ତଫା ଦେଇଥିଲେ ତେଲକୋଇ ବିଧାୟକ…

କନକ ବ୍ୟୁରୋ : ବିଜେପିରେ ଯୋଗ ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ନିଜ ସମର୍ଥକଙ୍କ ଗହଣରେ ଆସି ବିଜେପି ଦଳୀୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ତେଲକୋଇରୁ ୨୦୦୯ ଓ ୨୦୧୯ରୁ ବିଧାୟକ ହୋଇଥିଲେ ପ୍ରେମାନନ୍ଦ…
Read More...

ବିଜେଡି ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫାପତ୍ର, ଆସନ୍ତାକାଲି ବିଜେପିରେ…

କନକ ବ୍ୟୁରୋ : ବିଜେଡି ଛାଡିଲେ ଅରବିନ୍ଦ ଢାଲି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ଅରବିନ୍ଦ । ସାଧାରଣ ନିର୍ବାଚନ ପୂର୍ବରୁ ଅରବିନ୍ଦ ବିଜେଡି ଛାଡିଥିବା ବେଳେ ଆସନ୍ତାକାଲି ବିଜେପିରେ ସାମିଲ ହେବେ ବୋଲି କନକ…
Read More...

ବିଜେପିରେ ମିଶିଲେ ଦୁଇ ପୂର୍ବତନ ବିଧାୟକ । ପଦ୍ମ ଧରିଲେ ନବୀନ ନନ୍ଦ ଓ ଭାଦବ ହାଁସଦା ।

କନକ ବ୍ୟୁରୋ: ବିଜେପିର ମିଶ୍ରଣ ପର୍ବ । ବିଜେପିରେ ମିଶିଲେ ଦୁଇ ପୂର୍ବତନ ବିଧାୟକ । ଆଜି ବିରାଟ ପଟୁଆରରେ ଆସି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଏବଂ ସାରସକଣାର ପୂର୍ବତନ ବିଜେଡ଼ି ବିଧାୟକ ଭାଦବ ହାଂସଦା ଆଜି ବିରାଟ ପାଟୁଆରରେ ଆସି ବିଜେପିରେ ମିଶିଲେ । ସୁନ୍ଦରଗଡ ସାଂସଦ ଜୁଏଲ…
Read More...

ଏକାଠି ଲଢିବେ ଆପ୍-କଂଗ୍ରେସ । ଦିଲ୍ଲୀରେ ୪ ଆସନରେ ଲଢିବ ଆପ୍, ଗୋଆରେ ୨ ଆସନରେ ଲଢିବ କଂଗ୍ରେସ ।

କନକ ବ୍ୟୁରୋ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଏକାଠି ଲଢିବେ ଆପ-କଂଗ୍ରେସ । ଦିଲ୍ଲୀ ସମେତ ହରିୟାଣା, ଗୁଜୁରାଟ, ଗୋଆ ଓ ଚଣ୍ଡିଗଡରେ ମିଳିତ ଭାବେ ଲଢିବେ ଉଭୟ ଦଳ । ଏନେଇ ଆଜି ଦିଲ୍ଲୀରେ ଉଭୟ ଦଳ ପକ୍ଷରୁ ମିଳିତ ଭାବେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଇଣ୍ଡିଆ…
Read More...

ଏପ୍ରିଲ ୧୬ରେ ହୋଇପାରେ ନିର୍ବାଚନ! ଇସିଆଇ ପକ୍ଷରୁ ଆସିଲା ସମ୍ଭାବ୍ୟ ନିର୍ବାଚନ ତାରିଖ ।

କନକ ବ୍ୟୁରୋ: ଏପ୍ରିଲ ମାସରେ ହୋଇପାରେ ଲୋକସଭା ନିର୍ବାଚନ । ପୂର୍ବରୁ ଦିଲ୍ଲୀ ନିର୍ବାଚନ ଅଧିକାରୀଙ୍କ ଚିଠି ହୋଇଥିଲା ଭାଇରାଲ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବାରୁ ସ୍ପଷ୍ଟୀକରଣ ରଖିଲେ ଦିଲ୍ଲୀ ନିର୍ବାଚନ ଅଧିକାରୀ, ସୋସିଆଲ ମିଡ଼ିଆ ଏକ୍ସରେ କହିଛନ୍ତି ଯେ, ଜାତୀୟ ନିର୍ବାଚନ…
Read More...

ରାଜ୍ୟରେ ବଡ ଧରଣର ଆଇଟି ରେଡ୍ ଓଡିଶା ପାଇଁ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ।

କନକ ବ୍ୟୁରୋ: ଓଡିଶାରେ ଆଇଟି ରେଡ୍ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ, ସାରା ଦେଶରେ ଥରକେ ଏତେ ଟଙ୍କା ଜବତ ହେବା ପ୍ରଥମ ଘଟଣା । ଏହା ଓଡିଶା ସରକାରଙ୍କ ସ୍ୱଚ୍ଛତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘଟଣାରେ ସିବିଆଇ ତଦନ୍ତ…
Read More...

INDIA ବନାମ BHARAT ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି

"ଇଣ୍ଡିଆ ବନାମ ଭାରତ" ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି ଇଣ୍ଡିଆ କିମ୍ବା ଭାରତ ନାମ ସମ୍ବନ୍ଧରେ ରାଜନୈତିକ ଦଳଗୁଡିକ ଦୁଇ ଭାଗରେ ବିଭକ୍ତ ହେଇଯାଇଛନ୍ତି । ଗୋଟିଏ ପକ୍ଷ  ଭାରତ ନାମକୁ ସମର୍ଥନ କରୁଥିବାବେଳେ ଅନ୍ୟ ପକ୍ଷ ଏହାକୁ ସମ୍ବିଧାନ ବିରୋଧି ବୋଲି କହୁଛନ୍ତି । ତେବେ…
Read More...

ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପିକୁ ବହୁମତ, ମେଘାଳୟରେ ଝୁଲା ବିଧାନସଭା

କନକ ବ୍ୟୁରୋ : ଉତ୍ତର-ପୂର୍ବ ଟି ରାଜ୍ୟରେ ହୋଇଥିବା ବିଧାନସଭାର ଫଳାଫଳ ଆଜି ପ୍ରକାଶ ପାଇଛି । ଶେଷ ସୂଚନା ମୁତାବକ ତ୍ରିପୁରାରେ ବିଜେପିକୁ ବହୁମତ ମିଳିଛି । ଏଠାରେ ଦଳ ଏପର୍ଯ୍ୟନ୍ତ ୩୩ଟି ଆସନ ଜିତିଛି । ସେହିଭଳି ନାଗାଲାଣ୍ଡରେ ମଧ୍ୟଏନଡିପିପି ଓ ବିଜେପି ମେଣ୍ଟକୁ ମଧ୍ୟ ବହୁମତ ମିଳିଛି ।…
Read More...

ପଦ୍ମପୁରରେ ଫୁଟିଲାନି ‘ପଦ୍ମ’: ପଲିଟିକ୍ସର ପରୀକ୍ଷାରେ କାହିଁକି ଫେଲ୍ ମାରିଲା ବିଜେପି?

କନକ ବ୍ୟୁରୋ: ଧାମନଗର ପରେ ପଦ୍ମପୁରରେ ଧିମେଇ ଗଲା ବିଜେପି । ପଦ୍ମପୁରରେ ହାଇଭୋଲଟେଜ୍ ପ୍ରଚାର ସତ୍ୱେ ଫୁଟି ପାରିଲାନି ‘ପଦ୍ମ’ । ମାଳ ମାଳ କେନ୍ଦ୍ରମନ୍ତ୍ରୀ, ସେଲିବ୍ରିଟି ପ୍ରଚାର କରିକି ବି ବ୍ୟାକଫୁଟରେ ରହିଗଲା ବିଜେପି ଟିମ୍ । ପରାଜୟ ପରେ ପୋଷ୍ଟମର୍ଟମ ହେବା ସ୍ୱାଭାବିକ, କିଏ,…
Read More...