Browsing Category

କ୍ୟାମ୍ପସ ରାଜନୀତି

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୧୧ରେ ହେବ ନିର୍ବାଚନ, ଜାଣନ୍ତୁ କେଉଁ ତାରିଖରେ କଣ ହେବ?

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଅକ୍ଟୋବର ୧୧ ତାରିଖରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ହେବ ମତଦାନ । ଏନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗର ଏହି ଘୋଷଣା ପରେ କଲେଜ ଓ…
Read More...

ଆଇନ ପ୍ରବେଶିକା ପରୀକ୍ଷା ହଲରେ ଉତ୍ତେଜନା ! ୟୁଏଲସିରେ ପରୀକ୍ଷା ସମୟରେ ଛାତ୍ର ବିଜେଡି ଏବଂ ଏବିଭିପି ଛାତ୍ରଙ୍କ…

କନକ ବ୍ୟୁରୋ : ଗଣ୍ଡଗୋଳ ଏବଂ ମାରପିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ଉତ୍କଳ ବିଶ୍ୱବିଦ୍ୟାଳୟ । ଆଉ କିଛି ଦିନ ପରେ ଛାତ୍ରସଂସଦ ନିର୍ବାଚନ ହେବାକୁ ଯାଉଥିବା ବେଳେ ଉତ୍କଳ ଆଇନ ବିଶ୍ୱବିଦ୍ୟାଳୟରେ ଆଜି ଦେଖାଦେଇଛି ଉତ୍ତେଜନା ମୂଳକ ପରିସ୍ଥିତି । ମୁହାଁମୁହିଁ ହୋଇଛନ୍ତି ଦୁଇ…
Read More...

କ୍ୟାମ୍ପସ ପଲିଟିକ୍ସ ! ଏବେ ଠାରୁ କ୍ୟାମ୍ପସରେ ବାଜିଲାଣି ନିର୍ବାଚନୀ ହାୱା ।

ଛାତ୍ର ସଂସଦ ନିର୍ବାଚନକୁ ଆହୁରି ପାଖାପାଖି ୫ ମାସ ରହିଥିଲେ ସୁଦ୍ଧା ଏବେଠାରୁ କ୍ୟାମ୍ପସ ଗୁଡିକରେ ସୃଷ୍ଟି ହେଲାଣି ରାଜନୈତିକ ମାହୋଲ । ଚଳିତ ବର୍ଷ ଶିକ୍ଷାବର୍ଷ ପାଇଁ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡିକରେ ଆରମ୍ଭ ହୋଇଯାଇଛି ପ୍ରବେଶିକା ପରୀକ୍ଷା । ତେବେ ପ୍ରବେଶିକା ପରୀକ୍ଷା ଦେବାକୁ…
Read More...

ଛାତ୍ରସଂସଦ ନିର୍ବାଚନରେ ବାଜି ମାରିନେଲା ଛାତ୍ର ବିଜେଡି ! ବଦଳୁଛି କି ରାଜ୍ୟ ରାଜନୀତିର ମୁଡ୍? ଯୁବ ସମାଜର ଭୋଟ, କଣ…

କନକ ବ୍ୟୁରୋ : ପ୍ରକାଶ ପାଇଛି ଛାତ୍ର ସଂସଦ ନିର୍ବାଚନର ଫଳାଫଳ । କାହାର କେତେ ଦମ୍, କଲେଜ କ୍ୟାମ୍ପସରୁ ଆସିଛି ବାର୍ତ୍ତା । ଛାତ୍ର ସଂସଦ ନିର୍ବାଚନ ଫଳାଫଳ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ୯୫ ପ୍ରତିଶତ କଲେଜରେ  ବିଜେଡି ସମର୍ଥିତ ଛାତ୍ରନେତା ବାଜିମାତ କରିଥିବା ଦାବି କରିଛି ।…
Read More...

ନେତା ବାଛିବେ ଛାତ୍ରଛାତ୍ରୀ ! ୩୭୫ଟି କଲେଜରେ ଭୋଟିଂ ଶେଷ, ସଂଧ୍ୟା ସୁଦ୍ଧା ଫଳାଫଳ

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସକାଳ ୮ଟାରୁ ଦିନ ୨ଟା ଯାଏଁ ଭୋଟଗ୍ରହଣ ହୋଇଥିଲା । ଚଳିତବର୍ଷ ୩୭୫ଟି କଲେଜରେ ନିର୍ବାଚନ ହୋଇଛି । ଛାତ୍ର ସଂସଦ ନିର୍ବାଚନ ପାଇଁ କଲେଜ ଗୁଡିକରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଏହାରି ଭିତରେ ନିମାପଡା ସ୍ୱୟଂ ଶାସିତ…
Read More...

ନେତା ବାଛିବେ ଛାତ୍ରଛାତ୍ରୀ ! ଆଜି ୩୭୫ଟି କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ

କନକ ବ୍ୟୁରୋ: ଆଜି (ଶନିବାର) ଛାତ୍ର ସଂସଦ ନିର୍ବାଚନ । ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିବେ । ଏଥିପାଇଁ ସମସ୍ତ କ୍ୟାମ୍ପସରେ ପ୍ରସ୍ତୁତି ଶେଷ ହୋଇଛି । ଚଳିତବର୍ଷ ୪୧୬ଟି କଲେଜରେ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେଥିରୁ…
Read More...

ସରିଲା ପ୍ରଚାର, ଆଗକୁ ଭୋଟ୍ ! ଆଜି ହ୍ୱାଟ ଆଇ ଷ୍ଟାଂଣ୍ଡ ଫର ମିଟିଂ

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ ରାଜନୀତି । ଗତକାଲି କ୍ୟାମ୍ପେନିଂ ଶେଷ ହୋଇଥିବା ବେଳେ ଆଜି ହ୍ୱାଟ ଆଇ ଷ୍ଟାଣ୍ଡ ଫର ମିଟିଂ । ଭୋଟ ହାତେଇବାକୁ ଶେଷ ପ୍ରୟାସ କରିବେ ପ୍ରାର୍ଥୀ । ତାଙ୍କ ସପକ୍ଷରେ ଭୋଟ ଦେବାକୁ କଣ ପ୍ରତିଶୃତି ଦେବେ ସେ ନେଇ ଯୋଜାନ ପ୍ରସ୍ତୁତ କରିଛନ୍ତିି…
Read More...

ଅଶାନ୍ତ କ୍ୟାମ୍ପସ୍ ! ସୋସିଆଲ୍ ମିଡିଆରେ ଆପତ୍ତିଜନକ ପୋଷ୍ଟକୁ ନେଇ ମଧୁସୂଦନ ଲ’ କଲେଜରେ ଉତ୍ତେଜନା, ନିର୍ବାଚନ ବାତିଲ୍

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ନେଇ କଟକ ମଧୁସୂଦନ ଆଇନ୍ କଲେଜରେ ଉତ୍ତେଜନା । ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ବଦନାମ କରିବା ପାଇଁ ସୋସିଆଲ୍ ମିଡିଆରେ ଆପତ୍ତିଜନକ ପୋଷ୍ଟ ପରେ କଲେଜରେ ଅଶାନ୍ତି ବଢିଥିଲା । ଆଜି କଲେଜରେ ଉତ୍ତେଜନା ଦେଖାଯିବା ସହ ଭଙ୍ଗାରୁଜା କରିଛନ୍ତି ଛାତ୍ରଛତ୍ରୀ ।…
Read More...

ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ ! ଭଦ୍ରକ କଲେଜରେ ଛାତ୍ରଙ୍କୁ ଛୁରାମାଡ

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟଦାନ ତାରିଖ ଯେତେକି ପାଖେଇ ଆସୁଛି କଲେଜ କ୍ୟାମ୍ପସର ବାତାବରଣ ସେତିକି ଉଷ୍ମ ହେଉଛି । ଏପରିକି ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି । ପୂର୍ବରୁ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ କଲେଜରେ ବୋମାମାଡ ପାଇଁ ଛାତ୍ର ସଂସଦ…
Read More...

କାମାକ୍ଷାନଗର କଲେଜରେ ନିର୍ବାଚନୀ ହିଂସା ! ପ୍ରାର୍ଥୀ ପତ୍ର ନାକଚକୁ ନେଇ କଲେଜରେ ଭଙ୍ଗାରୁଜା, ସାଇନ-ଏ-ଡାଏ ଘୋଷଣା

କନକ ବ୍ୟୁରୋ: ଢେଙ୍କାନାଳ କାମାକ୍ଷାନଗର କଲେଜରେ ନିର୍ବାଚନୀ ହିଂସା । ପ୍ରାର୍ଥୀପତ୍ର ନାକଚକୁ ନେଇ କଲେଜ ଅଧ୍ୟକ୍ଷଙ୍କ କ୍ୟାବିନରେ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଛାତ୍ର । ଫଳରେ ନିର୍ବାଚନ ବାତିଲ କରାଯିବା ସହ କଲେଜରେ ସାଇନ-ଏ-ଡାଏ ଘୋଷଣା କରାଯାଇଛି । ତେବେ ଉତ୍ତେଜନା ପରେ ପୁଲିସ…
Read More...