Advertisment

Sarbeswar Mohapatra

ଦେଶରେ ଡର ବଢାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ଫୋକସରେ ବିମାନ ବନ୍ଦର, ରେଳ ଷ୍ଟେସନ । ନୂଆ କଟକଣା ଜାରି କଲେ ବିଭିନ୍ନ ରାଜ୍ୟ ।

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨୦ ହଜାର ୪୭୧ । ଗତ ୨୪ ଘଂଟାରେ ୧୪୮୬ ନୂଆ ମାମଲା ଚିହ୍ନଟ, ୪୯ ଜଣଙ୍କ ମୃତ୍ୟୁ : ସେପଟେ ବିଶ୍ୱରେ ୨୪ ଲକ୍ଷ ୭୫ ହଜାର ୭୨୩ ଜଣ ଆକ୍ରାନ୍ତ ଚିହ୍ନଟ

୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା କଲେ ସରକାର । ତିନି ସଚିବସ୍ତରୀୟ ପ୍ରଶାସନିକ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟ ଶାସନ ସଚିବ

୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା କଲେ ସରକାର । ତିନି ସଚିବସ୍ତରୀୟ ପ୍ରଶାସନିକ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟ ଶାସନ ସଚିବ

କେତେ ସୁରକ୍ଷିତ ଏସ୍‌ସିବି ୱାର୍ଡ? କେବଳ ଅଗ୍ନିନିର୍ବାପକ ଯନ୍ତ୍ର ଭରସା

ତାଲାବନ୍ଦ ଭିତରେ ଏସସିବିରେ ଆରମ୍ଭ ହେଲା ୨୪ଘଂଟିଆ ଟେଲି ମେଡିସିନ ସେବା । ଫୋନରେ ଡାକ୍ତରଙ୍କଠୁ ପରାମର୍ଶ ନେଇପାରିବେ ରୋଗୀ

ପ୍ରାଇମ ଟାଇମ ବୁଲେଟିନ - ୨୨.୦୪.୨୦୨୦

ପ୍ରାଇମ ଟାଇମ ବୁଲେଟିନ - ୨୨.୦୪.୨୦୨୦

ସଂଖ୍ୟା ବଢୁଛି ଚିନ୍ତା ବଢୁଛି । ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୩୮ ବର୍ଷୀୟ ଯୁବକଙ୍କ ନମୂନା ଆସିଲା ପଜିଟିଭ, ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସ୍ପଷ୍ଟ କଲେ ସରକାର ।

ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୩୮ ବର୍ଷୀୟ ଯୁବକଙ୍କ ନମୂନା ଆସିଲା ପଜିଟିଭ, ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସ୍ପଷ୍ଟ କଲେ ସରକାର

ଆସିଲା ୧୩ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ବାଲେଶ୍ୱର, ଭଦ୍ରକ, ଯାଜପୁରର ୧୩ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ବାଲେଶ୍ୱରର ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ୫ ଜଣ । ଅଧାରୁ ଅଧିକଙ୍କର ରହିଛି କୋଲକାତା ଲିଙ୍କ ।

ଆସିଲା ୧୩ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ବାଲେଶ୍ୱର, ଭଦ୍ରକ, ଯାଜପୁରର ୧୩ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ବାଲେଶ୍ୱରର ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ୫ ଜଣ । ଅଧାରୁ ଅଧିକଙ୍କର ରହିଛି କୋଲକାତା ଲିଙ୍କ

ପ୍ରାଇମ ଟାଇମ ବୁଲେଟିନ : ୨୧/୦୪/୨୦୨୦

ପ୍ରାଇମ ଟାଇମ ବୁଲେଟିନ : ୨୧/୦୪/୨୦୨୦

ନିଲମ୍ବିତ ବଡଚଣା ଥାନା ଅଧିକାରୀଙ୍କୁ ନେଇ ଆସିଲା ନୂଆ ତଥ୍ୟ : ଚୋରା ଗାଡିରେ ଯାଇଥିଲେ ପୁରୀ, ବାରଣ ସତ୍ୱେ ପରିବାର ସହ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ଥାନା ବାବୁ

ପ୍ରାଇମ ଟାଇମ ବୁଲେଟିନ : ୨୦/୦୪/୨୦୨୦

କରୋନା ଯୋଦ୍ଧାରେ ସାମିଲ ଅଙ୍ଗନୱାଡି ଓ ଆଶା କର୍ମୀଙ୍କୁ ବି ମିଳିବ ସହାୟତା: ସେବା ଯୋଗାଇବାରେ ସାମିଲ ଅନ୍ୟ କର୍ମଚାରୀ ବି ସହାୟତା ପାଇବେ; ମୃତ୍ୟୁ ପରେ ମିଳିବ ୫୦ ଲକ୍ଷ ଟଙ୍କାର ସହାୟତା

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କରୋନା ଚିକିତ୍ସାରେ ନିୟୋଜିତ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କୁ ୫୦ ଲକ୍ଷର ବୀମା, ଜୀବନ ଗଲେ ଅବସର ଯାଏ ଦରମା, ଦିଆଯିବ ସହିଦର ସମ୍ମାନ

ଚିନ୍ତା ବଢାଇଲା ଓଡିଶା-ପଶ୍ଚିମବଙ୍ଗର ମାଳମାଳ ରାସ୍ତା । ୯୦ ବାଟ ଦେଇ ଆସିହେବ ଓଡିଶା, ଜାଣନ୍ତୁ କେଉଁ ରାସ୍ତା ଦେଇ ଆସିହେବ ଓଡିଶା?

ଚିନ୍ତା ବଢାଇଲା ଓଡିଶା-ପଶ୍ଚିମବଙ୍ଗର ମାଳମାଳ ରାସ୍ତା । ୯୦ ବାଟ ଦେଇ ଆସିହେବ ଓଡିଶା, ଜାଣନ୍ତୁ କେଉଁ ରାସ୍ତା ଦେଇ ଆସିହେବ ଓଡିଶା?

Advertisment
ସବସ୍କ୍ରାଇବ କରନ୍ତୁ