Advertisment

Sarbeswar Mohapatra

ନୋବେଲ ବିଜେତା ଲ୍ୟୁକ୍ ମୋଣ୍ଟେଗେନାରଙ୍କ ଚାଞ୍ଚଲ୍ୟକର ତଥ୍ୟ ! କହିଲେ ମଣିଷ ତିଆରି କରିଛି କରୋନା ଭାଇରସ୍, ଦୁର୍ଘଟଣାବଶତଃ ଚୀନର ଉହାନ ପରୀକ୍ଷାଗାରରୁ ଲିକ୍ ହୋଇଛି ଭୂତାଣୁ ।

ପ୍ରାଇମ ଟାଇମ ବୁଲେଟିନ -୧୯/୦୪/୨୦୨୦

କରୋନାକୁ ନେଇ କେନ୍ଦ୍ର ସରକାରଙ୍କ ଆଶ୍ୱସ୍ତିକର ଖବର । ଗତ ୧୪ ଦିନ ଭିତରେ ଦେଶର ୪୩ ଜିଲ୍ଲାରେ ଚିହ୍ନଟ ହୋଇନାହାନ୍ତି ଗୋଟିଏ ବି ଆକ୍ରାନ୍ତ, ସ୍ଥିତି ଆକଳନ ପରେ କଟକଣା କୋହଳ ନେଇ ନିଆଯିବ ନିଷ୍ପତି

କରୋନାକୁ ନେଇ କେନ୍ଦ୍ର ସରକାରଙ୍କ ଆଶ୍ୱସ୍ତିକର ଖବର । ଗତ ୧୪ ଦିନ ଭିତରେ ଦେଶର ୪୩ ଜିଲ୍ଲାରେ ଚିହ୍ନଟ ହୋଇନାହାନ୍ତି ଗୋଟିଏ ବି ଆକ୍ରାନ୍ତ, ସ୍ଥିତି ଆକଳନ ପରେ କଟକଣା କୋହଳ ନେଇ ନିଆଯିବ ନିଷ୍ପତି

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍ । ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ସୁପାରିସ୍ ।

ସୁପ୍ରିମକୋର୍ଟ କଲେଜିୟମର ସୁପାରିସ: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍

ବାଲେଶ୍ୱରରୁ ପ୍ରଥମ ଥର ପାଇଁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ । ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କ ନମୂନାରୁ ଆସିଲା ପଜିଟିଭ୍ । ଆକ୍ରାନ୍ତ ଜଣକ କାହା ସଂସ୍ପର୍ଶରେ ଆସିଥିଲେ କଣ୍ଟାକ୍ଟ ଟ୍ରେସିଂ ଜାରି...

ପ୍ରାଇମ ଟାଇମ ବୁଲେଟିନ -୧୮/୦୪/୨୦୨୦

ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ: ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା; ସେପଟେ ଆଜି ଗଂଜାମରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ଛୁଇଁଲା ୬୧, ସୁସ୍ଥ ହେଲେଣି ୨୪ ଜଣ ଆକ୍ରାନ୍ତ

ମାଡି ଆସିଲା କାଳବୈଶାଖୀ । ଥିଲା ଥିଲା ହଠାତ୍ ବର୍ଷିଲା, ଯୁଆଡେ ଦେଖିବ କେବଳ ଅନ୍ଧକାର ହିଁ ଅନ୍ଧକାର

ମାଡି ଆସିଲା କାଳବୈଶାଖୀ । ଥିଲା ଥିଲା ହଠାତ୍ ବର୍ଷିଲା, ଯୁଆଡେ ଦେଖିବ କେବଳ ଅନ୍ଧକାର ହିଁ ଅନ୍ଧକାର

ଗୋପନ ପରୀକ୍ଷଣ ଖବରକୁ ଖଣ୍ଡନ କଲା ଚୀନ । କହିଲା, ଆମେରିକା ଆଣିଥିବା ଅଭିଯୋଗ ଭିତ୍ତିହୀନ

ଗୋପନ ପରୀକ୍ଷଣ ଖବରକୁ ଖଣ୍ଡନ କଲା ଚୀନ । କହିଲା, ଆମେରିକା ଆଣିଥିବା ଅଭିଯୋଗ ଭିତ୍ତିହୀନ

ପ୍ରାଇମ ଟାଇମ ବୁଲେଟିନ - ୧୭/୦୪/୨୦୨୦

ପ୍ରାଇମ ଟାଇମ ବୁଲେଟିନ - ୧୭/୦୪/୨୦୨୦

ମୃତ୍ୟୁ ସଞ୍ଜିବନୀକୁ ମଦର ବିକଳ୍ପ ଭାବରେ ବ୍ୟବହାର କରୁଛନ୍ତି ଲୋକେ?? କେଉଁଠାରେ ମିଳୁଛି ଏହା !! ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର?

ମୃତ୍ୟୁ ସଞ୍ଜିବନୀକୁ ମଦର ବିକଳ୍ପ ଭାବରେ ବ୍ୟବହାର କରୁଛନ୍ତି ଲୋକେ?? କେଉଁଠାରେ ମିଳୁଛି ଏହା !! ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର?

ଶ୍ରୀମନ୍ଦିର ସେବାୟତଙ୍କୁ ୫ ହଜାର ଟଙ୍କା ।  ୨ ହଜାର ୧୩୦ ପରିବାରକୁ ୫ ହଜାର ମିଳିବ ଟଙ୍କା ।  ଲକଡାଉନ ପାଇଁ ଆର୍ଥିକ ସ୍ଥିତି ବିଗିଡିଥିବାରୁ ସେବାୟତଙ୍କୁ ଦିଆଯାଉଛି ସହାୟତା

ଶ୍ରୀମନ୍ଦିର ସେବାୟତଙ୍କୁ ୫ ହଜାର ଟଙ୍କା । ୨ ହଜାର ୧୩୦ ପରିବାରକୁ ୫ ହଜାର ମିଳିବ ଟଙ୍କା । ଲକଡାଉନ ପାଇଁ ଆର୍ଥିକ ସ୍ଥିତି ବିଗିଡିଥିବାରୁ ସେବାୟତଙ୍କୁ ଦିଆଯାଉଛି ସହାୟତା

Advertisment
ସବସ୍କ୍ରାଇବ କରନ୍ତୁ