Advertisment

Anupama Rout

ଓଡିଶାରେ ଲଢେଇ ପାଇଁ ଦିଲ୍ଲୀରେ ହେବ ରଣନୀତି । ଦିଲ୍ଲୀରେ ଆଜି ଖଡଗେ, ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିବେ ରାଜ୍ୟ କଂଗ୍ରେସ ନେତା । ମୋଦି, ଅମିତ ଶାହ ଓ ନଡ୍ଡାଙ୍କୁ ଭେଟି ଆଲୋଚନା କରିବେ ବିଜେପି ବିଧାୟକ ।

ରାଉରକେଲାକୁ ଘାରିଛି ହଇଜା ଡର । ଆଜି ରାଉରକେଲା ଯିବେ ସ୍ୱାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଗ୍ରାଉଣ୍ଡ ଜିରୋରେ କରିବେ ସ୍ଥିତି ଅନୁଧ୍ୟାନ ।

କୋଭିଡ ନୂଆ ସବ ଭ୍ୟାରିଆଣ୍ଟକୁ ନେଇ ବଢୁଛି ଚିନ୍ତା । ୯ ଦିନରେ ଦୁଇ ଗଣ ହେଲା ସଂକ୍ରମିତଙ୍କ ସଂଖ୍ୟା, ୭ ମୃତ । ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ।

ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେ ମଧ୍ୟ ଲୋକସଭାରୁ ନିଲମ୍ବିତ । କାଲିଠାରୁ ଆଜିଯାଏଁ ୧୪୧ ସାଂସଦ ନିଲମ୍ବିତ ।

୨୦୨୪ ପାଇଁ ପ୍ରସ୍ତୁତି । ଦିଲ୍ଲୀ ଗସ୍ତରେ ବିଜେପି ବିଧାୟକ । ବିଜୟ ପାଇଁ ଗୁରୁମନ୍ତ୍ର ଦେବେ ମୋଦୀ, ଶାହା ଓ ନଡ୍ଡା । ସେପଟେ କଂଗ୍ରେସର ୨୦ ଜଣିଆ ସଦସ୍ୟଙ୍କୁ ଦିଲ୍ଲୀ ଡାକରା ।

ରିମାଣ୍ଡରେ ଗଲା ସନ୍ଦିଗ୍ଧ ଆତଙ୍କୀ ବୁଖାରୀ । ଭୁବନେଶ୍ୱରରେ ଆଇବି ଟିମ୍ । ଏସଟିଏଫ୍ ଟିମ୍ ସହ ମିଶି କରିବ ଜେରା ।

ରାଉରକେଲାରେ ଝାଡାବାନ୍ତି ଆତଙ୍କ । ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ କରିବେ ଆଲୋଚନା ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି  । ଜାନୁଆରୀ ୧୭ ଯାଏଁ ହାଇକୋର୍ଟ ବଢାଇଲେ ଅନ୍ତରୀଣ ସୁରକ୍ଷା  ।

ରାଉରକେଲାରେ ଚାଲିଛି ଫଟା ପାଣିପାଇପ୍ ମରାମତି । ସୁସ୍ଥ ହୋଇ ଫେରୁଛନ୍ତି ରୋଗୀ । ମୁନିସପାଲ କର୍ପୋରେସନ୍ କମିଶନରଙ୍କ ସୂଚନା ।

ସାମ୍ବାଦିକଙ୍କ ପରିବାର ବଖାଣିଲେ ସନ୍ଦିଗ୍ଧ ବୁଖାରୀଙ୍କ ଗୁମର । କହିଲେ ସତ ପ୍ରକାଶ କଲେ ଦୁଷ୍କର୍ମ ଅଭିଯୋଗରେ ଫଶାଇଦେବାକୁ ମିଳିଥିଲା ଧମକ ।

ସବସ୍କ୍ରାଇବ କରନ୍ତୁ