Advertisment

Anupama Rout

ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ । ୫ଡିଗ୍ରୀରେ ଥରିଲା ଜି.ଉଦୟଗିରି । ଚଳିତ ବର୍ଷରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ।

ବୋହି ନେଲେ ବସ୍ତା ବସ୍ତା ଆଳୁ । କ୍ୱିଣ୍ଟାଲ ଆଳୁର ଦାମ୍ ମାତ୍ର ୩୦୦ ଟଙ୍କା ।

କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଭେଣ୍ଡିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୭ରୁ ଅଧିକ ଦୋକାନ ।

ହୋର୍ଡିଂ ପାଇଁ ତଣ୍ଡ ଗଣିଲା ବିମଳ ପାନ ମସଲା କମ୍ପାନୀ । ବିନା ଅନୁମତିରେ ଲଗାଇଥିଲା ବିଜ୍ଞାପନ ହୋର୍ଡିଂ ।

ଟ୍ରକରେ ପିଟିହେଲା ଆମ୍ବୁଲାନ୍ସ । ସୁନ୍ଦରଗଡ଼ ଟାଉନଥାନା ବିଜୁ ଏକ୍ସପ୍ରେସୱେ’ର ରାଣୀ ବଗିିଚା ବାଇପାସ୍ ନିକଟରେ ଏହି ଦୁର୍ଘଟଣା

ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ବଡ଼ ଝଟକା । ନିର୍ବାଚନ ଲଢ଼ିପାରିବେନି ଡୋନାଲ୍ଡ ଟ୍ରମ୍ପ । ଅଯୋଗ୍ୟ ଘୋଷଣା କଲେ ଆମେରିକା କୋର୍ଟ ।

ସିନ୍ଦଗ୍ଧ ଆତଙ୍କବାଦୀ ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ଆଣି ଖୋଳତାଡ଼ କରୁଛି ଏସଟିଏଫ୍ । ପ୍ରଶ୍ନବାଣରେ ଘାଇଲା ହେଉଛି ସୟଦ ବୁଖାରୀ ।

ଆଇପିଏଲ ନିଲାମୀରେ ବୋଲରଙ୍କ ରାଜୁତି । ମିଚେଲ ଷ୍ଟାର୍କଙ୍କୁ ୨୪କୋଟି ୭୫ ଲକ୍ଷରେ କିଣିଲା କୋଲକାତା ନାଇଟ ରାଇଡର୍ସ । ପାଟ୍ କମିନ୍ସଙ୍କୁ ୨୦କୋଟି ୫୦ ଲକ୍ଷରେ କିିଣିଲା ହାଇଦ୍ରାବାଦ ସନରାଇଜରର୍ସ ।

ପତ୍ନୀ ସରପଞ୍ଚ, ହେଲେ ସର୍ବେସର୍ବା ସରପଞ୍ଚଙ୍କ ସ୍ୱାମୀ । କଡ଼ା ଆଭିମୁଖ୍ୟ ଦେଖାଇଲା ପଞ୍ଚାୟତିରାଜ ବିଭାଗ । ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ।

I.N.D.I.A ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମଲ୍ଲିକାର୍ଜୁନ ଖଡଗେ । ବିରୋଧୀ ମେଣ୍ଟର ଚତୁର୍ଥ ବୈଠକରେ ନିଷ୍ପତ୍ତି । ସମର୍ଥନ ଜଣାଇଲେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ । ବିହାରରେ ବିରୋଧ ।

ସବସ୍କ୍ରାଇବ କରନ୍ତୁ