Advertisment

Anupama Rout

ଶେଷ ହେଲା ଦିଲ୍ଲୀପଙ୍କ ଅନ୍ତିମ ସଂସ୍କାର । ଡିଏନଏ ରିପୋର୍ଟ ଆସିବା ପରେ ଗତକାଲି ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇ୍ଥିଲା ମୃତଦେହ ।

ସୁନ୍ଦରଗଡ଼ ବଣାଇ ରେଞ୍ଜରେ ହାତୀ ଉପଦ୍ରବ ନେଇ ତାତିଲେ ଲୋକେ । କ୍ଷତିପୂରଣ ଦାବିରେ ରାସ୍ତାରୋକ ସହ ବନ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ ।

ଘନ କୁହୁଡିରେ ଦିଶୁନି ନୀଳଚକ୍ର । ପତିତପାବନ ବାନା ଦର୍ଶନରୁ ବଞ୍ଚିତ ଭକ୍ତ । ଟ୍ୱିନ୍ ସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ।

ଚିନ୍ତା ବଢାଇଲା ଅନୁଗୁଳର ପ୍ରଦୂଷଣ । ଲଗାତାର ଦ୍ୱିତୀୟ ଦିନ ପାଇଁ ସାଂଘାତିକ ସ୍ତରରେ ଜିଲ୍ଲାର ସ୍ଥିତି । କୋଇଲା ଖଣି ମୁଖ୍ୟ କାରଣ ।

ରାତି ଅଧରେ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ । ଘର ମାଲିକ ନଥିବା ଦେଖି ଘରେ ଲଗାଇଦେଲେ ନିଆଁ ।

ପ୍ରଭୁ ଶ୍ରୀରାମଙ୍କ ପାଇଁ ବିକଳ ହେଉଛି ପ୍ରାଣ । ଦର୍ଶନ ପାଇଁ ବ୍ରହ୍ମପୁରରୁ ପାଦରେ ଚାଲିଚାଲି ଅଯୋଧ୍ୟା ଯାଉଛନ୍ତି ୫ ଯୁବକ ।

ବୋତଲ ପାଣି ପିଉଥିଲେ ସାବଧାନ । ୧ ଲିଟର ବୋତଲ ପାଣିରେ ୨ଲକ୍ଷ ୪୦ ହଜାର ନାନୋ ପ୍ଲାଷ୍ଟିକ୍‌ କଣିକା ଥିବା ପରୀକ୍ଷଣରେ ପ୍ରକାଶ ।

କଂସ ମହାରାଜାଙ୍କ ଅଟ୍ଟହାସ୍ୟରେ, କମ୍ପିଲା ଅଞ୍ଚଳ । ସୁବର୍ଣ୍ଣପୁର ତରଭାରେ ମୁକ୍ତ ମଞ୍ଚରେ ମଞ୍ଚସ୍ଥ ଶ୍ରୀକୃଷ୍ଣଙ୍କ ଲୀଳା ।

ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ ଅମାପ ଆୟବହିର୍ଭୁତ ସମ୍ପତ୍ତିି ଠାବ । ଲିଷ୍ଟ ଜାଣିଲେ ତାଜୁବ ହେବେ ।

ହାଇଟେକ୍ ଟ୍ରାଜେଡିରେ ତୃତୀୟ ମୃତକଙ୍କ ଆସିଲା ଡିଏନ୍ଏ ରିପୋର୍ଟ । ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ ସ୍ପଷ୍ଟ ।

ସବସ୍କ୍ରାଇବ କରନ୍ତୁ