Advertisment

Anupama Rout

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀକୁ ଗଡିବ ସ୍ୱତନ୍ତ୍ର ବସ୍ । ୬୦ଟି ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବେ ଶ୍ରଦ୍ଧାଳୁ ।

ସାବାଡ ହେବେ ରୋଡ୍ ରୋମିଓ । ଏଥିପାଇଁ ପ୍ରସ୍ତୁତ ହୋଇଛି ପୁରୀ ପୋଲିସ ।

୪ ବର୍ଷର ପୁଅକୁ ମା’ ହତ୍ୟା କରିବା ଘଟଣା: ବାପା-ମା’ଙ୍କ ଝଗଡ଼ାରୁ ବଳିପଡ଼ିଥିଲା କୁନି ପୁଅ । ତକିଆରେ ଚାପି ଶ୍ୱାସରୁଦ୍ଧ କରି ମାରିଦେଇଥିଲା ମା’ ।

ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ଝୁଲନ୍ତା ମୃତଦେହ । ଦୁଷ୍କର୍ମ ପରେ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ।

ଶିକ୍ଷିୟତ୍ରୀଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ରାସ୍ତାରେ ଦେଲେ ଧାରଣା , ଢେଙ୍କାନାଳ କପିଳାସ ଯାତାୟାତ ବାଧାପ୍ରାପ୍ତ ।

କୃଷ୍ଣପ୍ରସାଦ ଅଞ୍ଚଳରେ ଆତଙ୍କ ଖେଳାଇଛି ଜଙ୍ଗଲୀ ବାରହା । ଜଙ୍ଗଲରେ ପୋଷ୍ଟର ମାରି ସଚେତନ କରାଉଛନ୍ତି ବନବିଭାଗ ଅଧିକାରୀ ।

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମକୁ ନେଇ ଚର୍ଚ୍ଚା । ୨୦୨୪ରେ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ଜୁଏଲ । ଚିନ୍ତନ ଶିବିରରେ ହୋଇଛି ବିଚାର ବିମର୍ଶ ।

ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଂଖ ଠାରେ ଦୁର୍ଘଟଣା । କଲଭର୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀ ମୃତ ।

କଟକ ବଡ଼ ମେଡିକାଲରେ ହେଲା ବିରଳ ପ୍ରତିରୋପଣ । ପ୍ରଥମ ଥର ପାଇଁ ଅସ୍ଥିମଜ୍ଜା ଟ୍ରାନ୍ସପ୍ଲାଣ୍ଟ ସଫଳ ।

ବନ ବିଭାଗର ଭଲ ପ୍ରୟାସ । ଚଣ୍ଡିଖୋଲ-ପାରଦୀପ ରାଜପଥ ପ୍ରଶସ୍ତିକରଣ ବେଳେ କଟାନଯାଇ ଅନ୍ୟତ୍ର ସ୍ଥାନାନ୍ତର ହେଉଛି ସାଢ଼େ ୩ ହଜାର ଗଛ ।

ସବସ୍କ୍ରାଇବ କରନ୍ତୁ