Browsing Category

କନକ ଏକ୍ସକ୍ଲୁସିଭ୍

ହ୍ୱାଟସଆପ୍ ଆଣିଲା ନୂଆ ଫିଚର, ଏଣିକି ଗ୍ରୁପ୍ ଚାଟିଂ ସମୟରେ କରିପାରିବେ ପ୍ରାଇଭେଟରେ ରିପ୍ଲାଇ

ହ୍ୱାଟସଆପ୍ ଓ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଏକ ନୂଆ ବିଟା ଅପଡେଟ୍ ଆସିଯାଇଛି । ଏହି ଅପଡେଟ୍ ର ସହାୟତାରେ ଏବେ ୟୁଜର୍ସଙ୍କୁ ପ୍ରାଇଭେଟ୍ ରିପ୍ଲାଇର ଫିଚର୍ସ ମିଳିବ । କିନ୍ତୁ ଏହା କୌଣସି ବଡ ଫିଚର ନୁହେଁ । କାହିଁକିନା ଏହା ପୂର୍ବରୁ ହିଁ ଅନେକ ଇନଷ୍ଟାଣ୍ଟ ମେସେଜିଙ୍ଗ ସର୍ଭିସରେ ଆସି…
Read More...

ବୈଜୟନ୍ତଙ୍କୁ କ୍ଲିନଚିଟ ଦେଲା ଡିଜିସିଏ । କେବେ ପୁରୀ ଏସପି ଖୋଲିବେ ଇମ୍ଫାର ହ୍ୟାଙ୍ଗର?

ଚିଲିକା ଉପରେ ହେଲିକପ୍ଟର ଉଡାଇବା ବିବାଦରେ ଛନ୍ଦି ହୋଇଥିବା ବୈଜୟନ୍ତଙ୍କ ହେଲିକପ୍ଟରକୁ କ୍ଲିନଚିଟ୍ ଦେଇଛନ୍ତି ଡିଜିସିଏ । ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ, ଗତ…
Read More...

ମନ୍ତ୍ରୀ ହେବ ତ ଏମିତି! ନିରାଶ୍ରୟ ବୃଦ୍ଧାଙ୍କ ଶବ ୫ ଘଣ୍ଟା ପଡି ରହିବା ପରେ ମଧ୍ୟ କେହି ଦେଲେନି କାନ୍ଧ, କୋକେଇ ବୋହି…

କନକ ବ୍ୟୁରୋ: ମନ୍ତ୍ରୀ ହେବ ତ ଏମିତି । ଯେତେବେଳେ ନିଜର ଲୋକ ପଛଘୁଞ୍ଚା ଦେଇଥିଲେ ସେତେବେଳେ ଜଣେ ନିରାଶ୍ରୟ ବୃଦ୍ଧାଙ୍କର ଶେଷ ଯାତ୍ରାର ସାଥୀ ସାଜଥିଲେ ମନ୍ତ୍ରୀ । ଆଉ ଏଭଳି ଘଟଣା ଏବେ ବରଗଡରେ ଦେଖିବାକୁ ମିଳିଛି । ଜଣେ ନିରାଶ୍ରୟ ବୃଦ୍ଧାଙ୍କ ଶବକୁ କାନେ୍ଧଇ ନେବା ସହ ତାଙ୍କର ଅନ୍ତିମ…
Read More...

ଲୋକଙ୍କ ଲୁହ ଦେଖି ସମ୍ଭାଳି ପାରିଲେନି ବିଧାୟକ, ଛାତିଏ ପାଣିରେ ପଶି କୁନି କୁନି ଶିଶୁଙ୍କୁ ଉଦ୍ଧାର କରି ସମସ୍ତଙ୍କ…

କନକ ବ୍ୟୁରୋ : କଥାରେ ଅଛି, ଛବି କଥା କୁହେ । ଯେଉଁ କଥାକୁ ବେଳେ ବେଳେ ଶହ ଶହ ଶବ୍ଦରେ ବୟାନ କରି ହୁଏ ନାହିଁ ତାହାକୁ ଗୋଟିଏ ଫଟୋ ହିଁ ବଖାଣିଦିଏ । ଶୀର୍ଷକ ପରେ ପରେ ଥିବା ଚିତ୍ରଟି ଠିକ୍ ସେମିତି ଏକ କାହାଣୀ କହୁଛି । ଯେଉଁ କାହାଣୀ ବୁଝାଇବାକୁ ହେଲେ ହୁଏତ ଫର୍ଦ୍ଦ ଫର୍ଦ୍ଦ କାଗଜ ଲାଗିଯିବ…
Read More...

ତିତଲି ପରେ ତେଜିଲା ବିବାଦ ! ମୃତ୍ୟୁ ସଂଖ୍ୟାକୁ ନେଇ ସରକାର ମିଥ୍ୟା ତଥ୍ୟ ଦେଉଥିବା ବିରୋଧୀଙ୍କ ଅଭିଯୋଗ, ସତ ପରଖିଲା…

କନକ ବ୍ୟୁରୋ : ବାତ୍ୟା ତିତଲି ଚାଲିଯାଇଛି । ହେଲେ ମୃତ୍ୟୁ ସଂଖ୍ୟାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଜିରୋ କାଜୁଆଲିଟି ନେଇ ସରକାର ଯେଉଁ ଦମ୍ଭ ଦେଖାଉଥିଲେ, ତାକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ସରକାର ମଧ୍ୟ ମାନିଛନ୍ତି, ଗଜପତି ଜିଲ୍ଲା ବାରଘରରେ ପାହାଡ଼ ଅତଡ଼ା ଖସି ୧୫ ଜଣଙ୍କ…
Read More...

ବାବୁ ହେବ ତ ଏମିତି ! ବ୍ରହ୍ମପୁରବାସୀଙ୍କ ପାଇଁ ସଙ୍କଟ ବେଳର ସାଥୀ ହୋଇ ଛିଡା ହେଲେ ଯୁବ ଆଇଏଏସ ଅଫିସର ଚକ୍ରବର୍ତ୍ତୀ…

କନକ ବ୍ୟୁରୋ : ବାବୁ ହେବ ତ ଏମିତି । ଆମେ କହୁଛୁ ବ୍ରହ୍ମପୁର ମହାନଗର ନିଗମର କମିସନର ଚକ୍ରବର୍ତ୍ତୀ ସିଂ ରାଥୋରଙ୍କ କଥା । ଯାହାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଉ ଏହି ଫଟୋ ଏବେ ତାଙ୍କୁ ଚର୍ଚ୍ଚାର ପରିସରକୁ ଟାଣି ଆଣିଛି । ତିତଲି ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି…
Read More...

କେବିସି ସେଟରେ ମୁଖ୍ୟମନ୍ତ୍ରୀ । ଅମିତାଭଙ୍କ ସହ କ’ଣ କଥା ହେଲେ ନବୀନ, ଯେଉଁଥିପାଇଁ କରତାଳିରେ ଫାଟି ପଡିଲା ପୂରା…

କନକ ବ୍ୟୁରୋ : ଓଡିଶା ସମେତ ଏବେ ପୂରା ଦେଶରେ ହକି ଫିଭର । ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ଚାହିଁ ବସିଛନ୍ତି ହକି ପ୍ରେମୀ । ଏପରିକି ଏହି ଟୁର୍ଣ୍ଣାମେଣ୍ଟକୁ ବିଶ୍ୱରେ ସମସ୍ତ ହକି ପ୍ରେମୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜୋରଦାର କ୍ୟାମ୍ପେନ କରାଯାଉଛି । ଆଉ ଏସବୁ ଭିତରେ…
Read More...

ବୁଡ଼ିବ ନାହିଁ ଭାରତୀୟ ଜୀବନ ବୀମା ନିଗମ ! ଆପଣ ନିବେଶ କରିଥିବା ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ

କନକ ବ୍ୟୁରୋ : ବୁଡିବ ନାହିଁ ଭାରତୀୟ ଜୀବନ ବୀମା ନିଗମ । ଏପରିକି ଏହି ସଂସ୍ଥାରେ ଲୋକମାନେ ନିବେଶ କରିଥିବା ଟଙ୍କା ଆଦୌ ବୁଡିବ ନାହିଁ । ଏଲଆଇସିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦେଖା ଦେଇଥିବା ଦ୍ୱନ୍ଦ ଠିକ୍ ନୁହେଁ । ଏଲଆଇସି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ । ଏଲଆଇସି ଦୀର୍ଘ ୬୨ ବର୍ଷ ଧରି…
Read More...

ବାତ୍ୟା ପାଇଁ ସର୍ତକତା ! ରାତି ୧୦ଟା ପରେ ଗଡିବନି ଟ୍ରେନ, ସୂଚନା ଦେଲା ପୂର୍ବତଟ ରେଳବାଇ

କନକ ବ୍ୟୁରୋ : ଓଡିଶା ଉପକୂଳ ଆଡକୁ ମୁହାଁଉଛି ବାତ୍ୟା ତିତଲି । ଉପକୂଳ ଛୁଇଁବା ପରେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ ବୋଲି ସୂଚନା ମିଳିଛି । ଆସନ୍ତାକାଲି ସକାଳ ୫.୩୦ ମିନିଟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଉ ଏଭଳି ସମୟରେ ପୂର୍ବତଟ ରେଳବାଇ…
Read More...

ବିଗ୍ ବିଙ୍କୁ ଘାରିଲା ହକି ଫିଭର ! କେବିସି ମଞ୍ଚରୁ ଅମିତାଭ ଓ ସଚିନ ଭାରତୀୟ ହକି ଟିମକୁ ଜଣାଇଲେ ଶୁଭେଚ୍ଛା

କନକ ବ୍ୟୁରୋ : ଓଡିଶା ସମେତ ଏବେ ପୂରା ଦେଶରେ ହକି ଫିଭର । ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ଚାହିଁ ବସିଛନ୍ତି ହକି ପ୍ରେମୀ । ଏପରିକି ଏହି ଟୁର୍ଣ୍ଣାମେଣ୍ଟକୁ ବିଶ୍ୱରେ ସମସ୍ତ ହକି ପ୍ରେମୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜୋରଦାର କ୍ୟାମ୍ପେନ କରାଯାଉଛି । ଆଉ ଏସବୁ ଭିତରେ…
Read More...