Browsing Category

କଂଗ୍ରେସ

କଂଗ୍ରେସ ପାଇଁ ଅଡୁଆ ବଢ଼ିଲା । ରାଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଂଶୁମାନଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ।

କନକ ବ୍ୟୁରୋ: କଂଗ୍ରେସ ପାଇଁ ଅଡୁଆ ବଢ଼ିଲା । ରାଜନଗର ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ଚରଣ ସାହୁ। ସେ ଏ ନେଇ ରିଟର୍ଣ୍ଣିଂ ଅଫିସର ତଥା କେନ୍ଦ୍ରାପଡ଼ା ଏଡିଏମ୍ ବସନ୍ତ କୁମାର ରାଉତଙ୍କ…
Read More...

ନିମାପଡା ଓ ବଡଚଣା ପାଇଁ ନୂଆ ପ୍ରାଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ ! ବଡଚଣା ପାଇଁ ଅଜୟ ସାମଲଙ୍କୁ ମିଳିଲା ଟିକେଟ,…

କନକ ବ୍ୟୁରୋ : ଆଉ ମାତ୍ର ଗୋଟିଏ ଦିନ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ୨୦୧୯ ମହାସମର ପାଇଁ ସୀପାହି ପ୍ରସ୍ତୁତ କରିସାରିଛନ୍ତି । ୨୦୧୯ରେ ଦେଖିବାକୁ ମିଳିବ ଜୋରଦାର ଲଢ଼େଇ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ନିର୍ବାଚନ ପ୍ରଚାର ।  ଗୋଟିଏ ପଟେ…
Read More...

‘ହାତ’ ଛାଡ଼ିଲେ କଂଗ୍ରେସ ସଭାନେତ୍ରୀ । ଟିକେଟ୍ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି କଂଗ୍ରେସକୁ ବାଏ ବାଏ କଲେ ସୁମିତ୍ରା…

କନକ ବ୍ୟୁରୋ: ମହିଳା କଂଗ୍ରେସ ଶିବିରକୁ ଝଟକା । ମହିଳାଙ୍କ ପାଇଁ ସ୍ୱର ଉଠାଉଥିବା ସଭାନେତ୍ରୀ ସୁମିତ୍ରା ଜେନାଙ୍କ ଇସ୍ତଫା । ଚଳିତ ନିର୍ବାଚନ ପାଇଁ ବାରମ୍ବାର ମହିଳାଙ୍କୁ ଟିକେଟ୍ ଦିଆଯାଉନି ବୋଲି ହାଇକମାଣ୍ଡଙ୍କୁ ଅଭିଯୋଗ କରୁଥିଲେ ସୁମିତ୍ରା । ଶେଷରେ ତାଙ୍କୁ ମଧ୍ୟ ଟିକେଟ୍ ତାଲିକାରୁ…
Read More...

ରାହୁଲ ଗାନ୍ଧିଙ୍କ କନ୍ଧମାଳ ଗସ୍ତ ବାତିଲ ! କାଲି ଆସିବେନି କଂଗ୍ରେସ ଅଧ୍ୟକ୍ଷ ।

କନକ ବ୍ୟୁରୋ : କାଲି ଆସିବେନି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆସନ୍ତାକାଲି ରାହୁଲ କନ୍ଧମାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଛି । ରାହୁଲଙ୍କ କନ୍ଧମାଳ ଗସ୍ତ ବାତିଲ ନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୯ ନିର୍ବାଚନକୁ ଆଉ ଦିନ…
Read More...

ବାଲେଶ୍ୱରରେ ବିଗ୍ ଫାଇଟ୍ । ବିଶାଳ ରାଲିରେ ଶକ୍ତି ପ୍ରଦର୍ଶନ କଲେ କଂଗ୍ରେସ ଲୋକସଭା ପ୍ରାର୍ଥୀ, ନାମାଙ୍କନ ଭରିଲେ…

କନକ ବ୍ୟୁରୋ: ବାଲେଶ୍ୱର ଲୋକସଭା ଆସନରେ ବିଗ୍ ଫାଇଟ୍ । ନାମାଙ୍କନ ଭରିଲେ ବାଲେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ବାଲେଶ୍ୱର ଜିଲ୍ଲାପାଳ କାର୍ଯ୍ୟାଳୟକୁ ନିଜର ସମର୍ଥକଙ୍କ ବିଶାଳ ରାଲି କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବଜ୍ୟୋତି ପଟ୍ଟନାୟକ । ତେବେ ପ୍ରଥମଥର…
Read More...

ନବରଙ୍ଗପୁର ଲୋକସଭା ପାଇଁ ଚାଲିଛି ତିନି ପ୍ରାର୍ଥୀଙ୍କ ପ୍ରଚାର ଲଢେଇ । ନବୀନଙ୍କ ବିକାଶ ନାରା ନେଇ ବିଜେଡି…

କନକ ବ୍ୟୁରୋ: ନବରଙ୍ଗପୁର ଲୋକସଭା ଆସନରେ ଯୋର ଧରିଛି ପ୍ରଚାର ଲଢେଇ । ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତିନି ଦଳର ହେଭିୱେଟ ପ୍ରାର୍ଥୀ । ଆସନ୍ତା ୧୧ ତାରିଖରେ ନବରଙ୍ଗପୁରରେ ଭୋଟ ଗ୍ରହଣ ହେବାକୁ ଥିବାରୁ ଜୋର ଧରିଛି ନିର୍ବାଚନ ପ୍ରଚାର । ନବରଙ୍ଗପୁର ଲୋକସଭା ଆସନ ପାଇଁ ବିଜେଡି ସାଂସଦ…
Read More...

ପ୍ରତ୍ୟେକ ପରିବାରକୁ ନିଶ୍ଚିତ ନିଯୁକ୍ତି ସହ ମାସିକ ମିଳିବ ୩ ହଜାର ଟଙ୍କା ! ଇସ୍ତାହାର ପ୍ରକାଶ କରି ୧୯ଟି ପ୍ରମୁଖ…

କନକ ବ୍ୟୁରୋ: କ୍ଷମତାକୁ ଆସିଲେ ରାଜ୍ୟ କଂଗ୍ରେସ ବେକାରଙ୍କୁ ମାସିକ ୩ ହଜାର ଟଙ୍କାର ବେକାରୀ ଭତ୍ତା  ଦେବ ।  ଆଜି ଏହି ଘୋଷଣା କରିଛି କଂଗ୍ରେସ । ଆଜି ଭୁବେଶ୍ୱରରେ  ଇସ୍ତାହାର ପ୍ରକାଶ କରି ଏହି ଘୋଷଣା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  । କଂଗ୍ରେସର ଏହି ଇସ୍ତାହର ପତ୍ରର…
Read More...

ଆସିଲା କଂଗ୍ରେସ ଟିକେଟ୍ । ୯ଟି ବିଧାନସଭା କ୍ଷେତ୍ର ପାଇଁ ସିପାହୀ ବାଛିଲେ ହାଇକମାଣ୍ଡ, ପ୍ରଥମଥର ଦୁଇଟି ଆସନରେ ଲଢ଼ିବେ…

କନକ ବ୍ୟୁରୋ: ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ମୋଟ୍ ୯ଟି ବିଧାନସଭା କ୍ଷେତ୍ର ପାଇଁ ଦିଲ୍ଲୀରୁ ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା । ତେବେ କଂଗ୍ରେସର ଏହି ପ୍ରାର୍ଥୀ ତାଲିକା ଅନୁସାରେ- ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨ଟି ଆସନରୁ…
Read More...

ଜଟଣୀରେ ବଡ ରାଲି କି ସମାବେଶ କରିବେନି ସୁର ରାଉତରାୟ ! ଜାଣନ୍ତୁ କ’ଣ ରହିଛି କାରଣ ।

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ପ୍ରଚାର ପ୍ରସାର ସେତିକି ବଢିବାରେ ଲାଗିଛି । ବିଶେଷ କରି, ପୋଷ୍ଟର ଏବଂ ବ୍ୟାନରରେ ଛାଉଣି ହୋଇଯାଇଛି ନିର୍ବାଚନୀ କ୍ଷେତ୍ର । ଆଉ ଏସବୁ ଭିତରେ ଜଟଣୀରୁ ସାମ୍ନାକୁ ଆସିଛି ଏକ ବଡ ଖବର । ଜଟଣୀ ଆସନରେ ମଇଦାନକୁ ଓହ୍ଲାଇଥିବା ବରିଷ୍ଠ…
Read More...

ପଦ୍ମଫୁଲ ଛାଡି ହାତ ଧରିଲେ ଅଭିନେତାରୁ ନେତା ବନିଥିବା ଶତ୍ରୁଘ୍ନ ସିହ୍ନା ! କହିଲେ, କଂଗ୍ରେସରେ ରହି ଲୋକଙ୍କ ପାଇଁ…

ଆଜି ଔପଚାରିକ ଭାବେ କଂଗ୍ରେସରେ ସାମିଲ ହେଲେ ଅଭିନେତାରୁ ନେତା ବନିଥିବା ଶତୃଘ୍ନ ସିହ୍ନା । ଶତୃଘ୍ନ କଂଗ୍ରେସରେ ସାମିଲ ହେବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଲାଗିରହିଥିଲା । କିନ୍ତୁ ଆଜି ସିହ୍ନା ଔପଚାରିକ ଭାବେ କଂଗ୍ରେସର ହାତ ଧରିଛନ୍ତି । କଂଗ୍ରେସରେ ମିଶିବା ପରେ ସିହ୍ନା କହିଛନ୍ତି…
Read More...