Browsing Category

ନିର୍ବାଚନ

ଏକାଠି ଲଢିବେ ଆପ୍-କଂଗ୍ରେସ । ଦିଲ୍ଲୀରେ ୪ ଆସନରେ ଲଢିବ ଆପ୍, ଗୋଆରେ ୨ ଆସନରେ ଲଢିବ କଂଗ୍ରେସ ।

କନକ ବ୍ୟୁରୋ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଏକାଠି ଲଢିବେ ଆପ-କଂଗ୍ରେସ । ଦିଲ୍ଲୀ ସମେତ ହରିୟାଣା, ଗୁଜୁରାଟ, ଗୋଆ ଓ ଚଣ୍ଡିଗଡରେ ମିଳିତ ଭାବେ ଲଢିବେ ଉଭୟ ଦଳ । ଏନେଇ ଆଜି ଦିଲ୍ଲୀରେ ଉଭୟ ଦଳ ପକ୍ଷରୁ ମିଳିତ ଭାବେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଇଣ୍ଡିଆ…
Read More...

ଏପ୍ରିଲ ୧୬ରେ ହୋଇପାରେ ନିର୍ବାଚନ! ଇସିଆଇ ପକ୍ଷରୁ ଆସିଲା ସମ୍ଭାବ୍ୟ ନିର୍ବାଚନ ତାରିଖ ।

କନକ ବ୍ୟୁରୋ: ଏପ୍ରିଲ ମାସରେ ହୋଇପାରେ ଲୋକସଭା ନିର୍ବାଚନ । ପୂର୍ବରୁ ଦିଲ୍ଲୀ ନିର୍ବାଚନ ଅଧିକାରୀଙ୍କ ଚିଠି ହୋଇଥିଲା ଭାଇରାଲ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବାରୁ ସ୍ପଷ୍ଟୀକରଣ ରଖିଲେ ଦିଲ୍ଲୀ ନିର୍ବାଚନ ଅଧିକାରୀ, ସୋସିଆଲ ମିଡ଼ିଆ ଏକ୍ସରେ କହିଛନ୍ତି ଯେ, ଜାତୀୟ ନିର୍ବାଚନ…
Read More...

ରାଜ୍ୟରେ ବଡ ଧରଣର ଆଇଟି ରେଡ୍ ଓଡିଶା ପାଇଁ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ।

କନକ ବ୍ୟୁରୋ: ଓଡିଶାରେ ଆଇଟି ରେଡ୍ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ, ସାରା ଦେଶରେ ଥରକେ ଏତେ ଟଙ୍କା ଜବତ ହେବା ପ୍ରଥମ ଘଟଣା । ଏହା ଓଡିଶା ସରକାରଙ୍କ ସ୍ୱଚ୍ଛତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘଟଣାରେ ସିବିଆଇ ତଦନ୍ତ…
Read More...

INDIA ବନାମ BHARAT ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି

"ଇଣ୍ଡିଆ ବନାମ ଭାରତ" ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି ଇଣ୍ଡିଆ କିମ୍ବା ଭାରତ ନାମ ସମ୍ବନ୍ଧରେ ରାଜନୈତିକ ଦଳଗୁଡିକ ଦୁଇ ଭାଗରେ ବିଭକ୍ତ ହେଇଯାଇଛନ୍ତି । ଗୋଟିଏ ପକ୍ଷ  ଭାରତ ନାମକୁ ସମର୍ଥନ କରୁଥିବାବେଳେ ଅନ୍ୟ ପକ୍ଷ ଏହାକୁ ସମ୍ବିଧାନ ବିରୋଧି ବୋଲି କହୁଛନ୍ତି । ତେବେ…
Read More...

ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପିକୁ ବହୁମତ, ମେଘାଳୟରେ ଝୁଲା ବିଧାନସଭା

କନକ ବ୍ୟୁରୋ : ଉତ୍ତର-ପୂର୍ବ ଟି ରାଜ୍ୟରେ ହୋଇଥିବା ବିଧାନସଭାର ଫଳାଫଳ ଆଜି ପ୍ରକାଶ ପାଇଛି । ଶେଷ ସୂଚନା ମୁତାବକ ତ୍ରିପୁରାରେ ବିଜେପିକୁ ବହୁମତ ମିଳିଛି । ଏଠାରେ ଦଳ ଏପର୍ଯ୍ୟନ୍ତ ୩୩ଟି ଆସନ ଜିତିଛି । ସେହିଭଳି ନାଗାଲାଣ୍ଡରେ ମଧ୍ୟଏନଡିପିପି ଓ ବିଜେପି ମେଣ୍ଟକୁ ମଧ୍ୟ ବହୁମତ ମିଳିଛି ।…
Read More...

ପଦ୍ମପୁରରେ ଫୁଟିଲାନି ‘ପଦ୍ମ’: ପଲିଟିକ୍ସର ପରୀକ୍ଷାରେ କାହିଁକି ଫେଲ୍ ମାରିଲା ବିଜେପି?

କନକ ବ୍ୟୁରୋ: ଧାମନଗର ପରେ ପଦ୍ମପୁରରେ ଧିମେଇ ଗଲା ବିଜେପି । ପଦ୍ମପୁରରେ ହାଇଭୋଲଟେଜ୍ ପ୍ରଚାର ସତ୍ୱେ ଫୁଟି ପାରିଲାନି ‘ପଦ୍ମ’ । ମାଳ ମାଳ କେନ୍ଦ୍ରମନ୍ତ୍ରୀ, ସେଲିବ୍ରିଟି ପ୍ରଚାର କରିକି ବି ବ୍ୟାକଫୁଟରେ ରହିଗଲା ବିଜେପି ଟିମ୍ । ପରାଜୟ ପରେ ପୋଷ୍ଟମର୍ଟମ ହେବା ସ୍ୱାଭାବିକ, କିଏ,…
Read More...

ସବୁ ରାଉଣ୍ଡରେ ବିଜେଡି ଆଗରେ: ପାୱାର ଦେଖାଇ ପାରିଲାନି ପଦ୍ମ, ହାତ ଟେକିପାରିଲାନି ‘ହାତ’

କନକ ବ୍ୟୁରୋ: ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ଆଉ ଏବେ ଯାଏଁ ୧୮ ରାଉଣ୍ଡ ଭୋଟ ଗଣତି ଶେଷ ହୋଇସାରିଲାଣି । ସବୁ ରାଉଣ୍ଡରେ ବିଜେଡି ତାର ଦବାଦବା ଦେଖାଇଛି । ୧ରୁ ୧୮ ସବୁ ରାଉଣ୍ଡରେ ବିଜେଡି ଆଗୁଆ ରହିଛି । ଶଙ୍ଖର ଶକ୍ତି ଆଗରେ ନା କାମ କଲା ପଦ୍ମର ପାୱାର ନା ହାତେ ଟେକି ପାରିଲା…
Read More...

ଆସିଲା ୧୭ତମ ରାଉଣ୍ଡର ଟ୍ରେଣ୍ଡ: ୧୭ତମ ରାଉଣ୍ଡ ସୁଦ୍ଧା ୩୦ ହଜାର ୫୯ ଭୋଟରେ ବିଜେଡି ଆଗୁଆ 

କନକ ବ୍ୟୁରୋ: ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ପଦ୍ମପୁରରୁ ଆସିଲା ୧୭ତମ  ରାଉଣ୍ଡର ଟ୍ରେଣ୍ଡ । ୧ରୁ ୧୭ତମ ରାଉଣ୍ଡ ଯାଏଁ ବିଜେଡି ପ୍ରାର୍ଥୀ ଆଗୁଆ ରହିଆସିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ଏହି ରାଉଣ୍ଡରେ ୫୪୧ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି ।…
Read More...

ଅଷ୍ଟମ ରାଉଣ୍ଡର ଟ୍ରେଣ୍ଡ: ୨ ହଜାର ୯୯୩ ଭୋଟରେ ବିଜେଡି ଆଗୁଆ

କନକ ବ୍ୟୁରୋ: ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ପଦ୍ମପୁରରୁ ଆସିଲା ଅଷ୍ଟମ ରାଉଣ୍ଡର ଟ୍ରେଣ୍ଡ । ଅଷ୍ଟମ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ଏହି ରାଉଣ୍ଡରେ ୨,୯୯୩ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ଅଷ୍ଟମ…
Read More...

ଆସିଲା ତୃତୀୟ ରାଉଣ୍ଡର ଟ୍ରେଣ୍ଡ: ଏବେ ସୁଦ୍ଧା ବିଜେଡି ୫, ୭୬୬ ଭୋଟରେ ଆଗୁଆ

କନକ ବ୍ୟୁରୋ: ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ପଦ୍ମପୁରରୁ ଆସିଲା ତୃତୀୟ ରାଉଣ୍ଡର ଟ୍ରେଣ୍ଡ । ତୃତୀୟ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ଏହି ରାଉଣ୍ଡରେ ୨,୧୪୭ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ତୃତୀୟ…
Read More...