Advertisment

Top 2

ଦିବ୍ୟାଙ୍ଗ ଝିଅର ଆଶାବାଡି ସାଜିଛନ୍ତି ବାପା । ପାଠ ପଢାଇ କରିଛନ୍ତି ବଡ ମଣିଷ । ବିଶ୍ୱ ପିତୃ ଦିବସରେ ପଢନ୍ତୁ, ଏହି ହୃଦୟଛୁଆଁ କାହାଣୀ... post image

ଦିବ୍ୟାଙ୍ଗ ଝିଅର ଆଶାବାଡି ସାଜିଛନ୍ତି ବାପା । ପାଠ ପଢାଇ କରିଛନ୍ତି ବଡ ମଣିଷ । ବିଶ୍ୱ ପିତୃ ଦିବସରେ ପଢନ୍ତୁ, ଏହି ହୃଦୟଛୁଆଁ କାହାଣୀ...

ବରଷକେ ଥରେ ଆସିଛି ରଜ, ଘେନି ନୂଆ ସଜବାଜ । ଏଥର ରଜ ଆସିଛି ଦୋଳିରେ, ରଜ ଆସିଛି ଆମ୍ବ ତୋଟାରେ, ପାନ ଆଉ ପୋଡ ପିଠାରେ । post image

ବରଷକେ ଥରେ ଆସିଛି ରଜ, ଘେନି ନୂଆ ସଜବାଜ । ଏଥର ରଜ ଆସିଛି ଦୋଳିରେ, ରଜ ଆସିଛି ଆମ୍ବ ତୋଟାରେ, ପାନ ଆଉ ପୋଡ ପିଠାରେ ।

ଅଭାବୀ ଘରର ଆଦିବାସୀ ଝିଅ ମାଟ୍ରିକ ପରୀକ୍ଷାରେ ରଖିଛନ୍ତି ୫୧୯ ମାର୍କ । ଇଚ୍ଛା ଅଛି ଆଗକୁ ପଢିବେ, ଡାକ୍ତର ହେବେ । ହେଲେ ଅର୍ଥ ସାଜିଛି ବଡ ବାଧକ । post image

ଅଭାବୀ ଘରର ଆଦିବାସୀ ଝିଅ ମାଟ୍ରିକ ପରୀକ୍ଷାରେ ରଖିଛନ୍ତି ୫୧୯ ମାର୍କ । ଇଚ୍ଛା ଅଛି ଆଗକୁ ପଢିବେ, ଡାକ୍ତର ହେବେ । ହେଲେ ଅର୍ଥ ସାଜିଛି ବଡ ବାଧକ ।

ପ୍ରେମର କାହାଣୀ ଉପରେ ମାଡିଗଲା କରମଣ୍ଡଳ । ଧକ୍କା ଖାଇ ଛିଟକି ପଡିଲା ପ୍ରୀତିର ଶେଷ ସନ୍ତକ । କ୍ଷତାକ୍ତ ଅବସ୍ଥାରେ ରେଳ ଧାରଣାରୁ ଉଦ୍ଧାର ଏ କବିତା କାହାର ? post image

ପ୍ରେମର କାହାଣୀ ଉପରେ ମାଡିଗଲା କରମଣ୍ଡଳ । ଧକ୍କା ଖାଇ ଛିଟକି ପଡିଲା ପ୍ରୀତିର ଶେଷ ସନ୍ତକ । କ୍ଷତାକ୍ତ ଅବସ୍ଥାରେ ରେଳ ଧାରଣାରୁ ଉଦ୍ଧାର ଏ କବିତା କାହାର ?

ବସ୍ତିରୁ ଭୁବନେଶ୍ୱର ଟପ୍ପର । ଶ୍ରମିକ କାମ କରି ବଡ ସଫଳତା । ଧନ ନୁହେଁ, ପାଠ ପାଇଁ ଦରକାର ପଡେ ମନ । ସଂଘର୍ଷ ଭିତରେ ସଫଳତା ପାଇଲେ ବର୍ଷା, ରାଣୀ ଆଉ ଶୁଭ୍ରଜିତ୍ । post image

ବସ୍ତିରୁ ଭୁବନେଶ୍ୱର ଟପ୍ପର । ଶ୍ରମିକ କାମ କରି ବଡ ସଫଳତା । ଧନ ନୁହେଁ, ପାଠ ପାଇଁ ଦରକାର ପଡେ ମନ । ସଂଘର୍ଷ ଭିତରେ ସଫଳତା ପାଇଲେ ବର୍ଷା, ରାଣୀ ଆଉ ଶୁଭ୍ରଜିତ୍ ।

ମଣିଷଙ୍କ ସହ କୋଠା ଘରେ ରହୁଛି, ପରିବାରର ସଦସ୍ୟଙ୍କ ପରି ଚଳୁଛି ବାଛୁରୀ ବଜରଙ୍ଗୀ... post image

ମଣିଷଙ୍କ ସହ କୋଠା ଘରେ ରହୁଛି, ପରିବାରର ସଦସ୍ୟଙ୍କ ପରି ଚଳୁଛି ବାଛୁରୀ ବଜରଙ୍ଗୀ...

ଥିଲାବାଲାଙ୍କ ପାଇଁ ନୁହେଁ, ନଥିଲା ବାଲାଙ୍କ ପାଇଁ ଟିଫିନ୍ ଷ୍ଟଲ୍ । ଯେଉଁଠି ଲାଗେ ଭୋକିଲା ପେଟଙ୍କ ଭିଡ । post image

ଥିଲାବାଲାଙ୍କ ପାଇଁ ନୁହେଁ, ନଥିଲା ବାଲାଙ୍କ ପାଇଁ ଟିଫିନ୍ ଷ୍ଟଲ୍ । ଯେଉଁଠି ଲାଗେ ଭୋକିଲା ପେଟଙ୍କ ଭିଡ ।

ମାଲକାନଗିରିରେ ସୁଟିଂ ସାରି ଫେରିଗଲା ପୁଷ୍ପା-୨ ଟିମ୍ । ଜୁନ ଶେଷ ଆଡକୁ ପୁଣି ହେବ ସୁଟିଂ, ଆସିପାରନ୍ତି ଅଲ୍ଲୁ ଅର୍ଜୁନ୍ ! post image

ମାଲକାନଗିରିରେ ସୁଟିଂ ସାରି ଫେରିଗଲା ପୁଷ୍ପା-୨ ଟିମ୍ । ଜୁନ ଶେଷ ଆଡକୁ ପୁଣି ହେବ ସୁଟିଂ, ଆସିପାରନ୍ତି ଅଲ୍ଲୁ ଅର୍ଜୁନ୍ !

ଭୁବନେଶ୍ୱର: ତାତି ଭିତରେ ରାତି ପାହି ସକାଳ ହେଲେ ନିଇତି ଫୁଲରେ ଗଭା ସଜାଉଛି ସହର । post image

ଭୁବନେଶ୍ୱର: ତାତି ଭିତରେ ରାତି ପାହି ସକାଳ ହେଲେ ନିଇତି ଫୁଲରେ ଗଭା ସଜାଉଛି ସହର ।

ସିଲେରୁ ନଦୀ କୂଳରୁ ଚନ୍ଦନ କାଠ ଚାଲାଣ କରିବ ପୁଷ୍ପା । ଖବର ପାଇ ମାଲକାନଗିରିର ଘଞ୍ଚ ଜଙ୍ଗଲରେ ପହଞ୍ଚିଲେ ଏସପି ଶେଖାୱତ । post image

ସିଲେରୁ ନଦୀ କୂଳରୁ ଚନ୍ଦନ କାଠ ଚାଲାଣ କରିବ ପୁଷ୍ପା । ଖବର ପାଇ ମାଲକାନଗିରିର ଘଞ୍ଚ ଜଙ୍ଗଲରେ ପହଞ୍ଚିଲେ ଏସପି ଶେଖାୱତ ।

ସବସ୍କ୍ରାଇବ କରନ୍ତୁ