Advertisment

ଜନାଦେଶ

ସରିଲା ତୃତୀୟ ପର୍ଯ୍ୟାୟ ଭୋଟ । ଅପରାହ୍ନ ୧ଟା ସୁଦ୍ଧା ୬୨ ପ୍ରତିଶତ ମତଦାନ, ୧୭୧ଟି ଜିଲ୍ଲା ପରିଷଦ ଆସନ ପାଇଁ ପଡିଲା ଭୋଟ ।

ଯାଜପୁର ଜିଲ୍ଲାପାଳଙ୍କ ଚେତାବନୀ । ସାମ୍ବାଦିକଙ୍କୁ ଆକ୍ରମଣ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂ । ୧୨ଟା ସୁଦ୍ଧା ୪୫% ମତଦାନ । ଯାଜପୁରର କିଛି ବୁଥରେ ମତଦାନ ବାଧାପ୍ରାପ୍ତ ।

ରାଜନଗର ଗୋଖଣିରେ ନିର୍ବାଚନୀ ହିଂସା । ପୋଲିସକୁ ନିସ୍ତୁକ ଛେଚିଲେ ଗ୍ରାମବାସୀ ।

କେଉଁଠି ସରପଞ୍ଚଙ୍କୁ ମାଡ, କେଉଁଠି ଭୋଟରଙ୍କୁ ମାଡ? ଖବର ସଂଗ୍ରହ ପାଇଁ ଯାଉଥିବା ସାମ୍ବାଦିକଙ୍କୁ ବି ମାରୁଛନ୍ତି ମାଡ, ପ୍ରଶ୍ନ ନିର୍ବାଚନ ବେଳେ ହିଂସାକାଣ୍ଡ ପାଇଁ ମତଉଛି କିଏ?

ଯାଜପୁରରେ ଭୋଟବାକ୍ସ ଉଠାଇ ନେଉଥିଲେ ଦୁବୃର୍ତ୍ତ, ଭିଡ଼ିଓ କରିବାରୁ ସାମ୍ବାଦିକଙ୍କୁ ମାରିଲେ ମାଡ । ମୋବାଇଲ ଛଡାଇ ନେଲେ, କାର ଭାଙ୍ଗିଲେ, ଗୋବର ପକାଇଲେ ।

ନିର୍ବାଚନ ବେଳେ ଭୋଟ୍ ପାଇଁ ଟଙ୍କା । ଗଜପତି ରାୟଗଡ଼ ବ୍ଳକରେ ଟଙ୍କା ବାଣ୍ଟିବାକୁ ଯାଇଥିବା ଦୁଇ ଜଣଙ୍କୁ କାବୁ କଲେ ଲୋକେ

ଆଜି ତୃତୀୟ ପର୍ଯ୍ୟାୟ ଭୋଟିଂ । ସକାଳ ୯ଟା ସୁଦ୍ଧା ୧୫% ମତଦାନ

ଭୋଟଗ୍ରହଣ ବେଳେ ବିଡ଼ିଓଙ୍କୁ ଆକ୍ରମଣ । କୋରେଇରେ ୪ଟି ବୁଥରେ ମତଦାନ ବନ୍ଦ ।

ବଢୁଛି ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣା । ଚାନ୍ଦବାଲିରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେଇ ନଥିବାରୁ କୋଦାଳ ବେଣ୍ଟ ଓ ପଥରରେ ଆକ୍ରମଣ । 

ସବସ୍କ୍ରାଇବ କରନ୍ତୁ