Advertisment
ବିଜେପିରେ ମିଶିଲେ ନିମାପଡା ବିଧାୟକ ସମୀର ଦାଶ । ଆଜି ବିଜେଡିରୁ ଦେଇଥିଲେ ଇସ୍ତଫା । post image

ବିଜେପିରେ ମିଶିଲେ ନିମାପଡା ବିଧାୟକ ସମୀର ଦାଶ । ଆଜି ବିଜେଡିରୁ ଦେଇଥିଲେ ଇସ୍ତଫା ।

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ । ୩ଟି ଜିଲ୍ଲାରେ କରିବେ ପ୍ରଚାର । କେନ୍ଦୁଝର, ଭଦ୍ରକ, ସମ୍ବଲପୁରରେ କାର୍ଯ୍ୟକ୍ରମ । post image

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ । ୩ଟି ଜିଲ୍ଲାରେ କରିବେ ପ୍ରଚାର । କେନ୍ଦୁଝର, ଭଦ୍ରକ, ସମ୍ବଲପୁରରେ କାର୍ଯ୍ୟକ୍ରମ ।

ବିଜେଡିରୁ ଇସ୍ତଫା ଦେଲେ ନିମାପଡା ବିଧାୟକ ସମୀର ଦାଶ । କହିଲେ ଦଳ ଛାଡିବାର କାରଣ post image

ବିଜେଡିରୁ ଇସ୍ତଫା ଦେଲେ ନିମାପଡା ବିଧାୟକ ସମୀର ଦାଶ । କହିଲେ ଦଳ ଛାଡିବାର କାରଣ

ଘଷିପୁରାରେ ଶକ୍ତି ଦେଖାଇଲେ ସୌମ୍ୟରଞ୍ଜନ । ୨ଶହ ଅଟୋ, ୫୦୦ ବାଇକ ସହ ୫ ହଜାର ଲୋକଙ୍କୁ ନେଇ ରାଲି post image

ଘଷିପୁରାରେ ଶକ୍ତି ଦେଖାଇଲେ ସୌମ୍ୟରଞ୍ଜନ । ୨ଶହ ଅଟୋ, ୫୦୦ ବାଇକ ସହ ୫ ହଜାର ଲୋକଙ୍କୁ ନେଇ ରାଲି

କାଲି ପୁଣି ଓଡ଼ିଶା ଆସୁଛନ୍ତି ମୋଦୀ, ସୋମବାର ପୁରୀରେ ରୋଡ୍ ସୋ’ । ଏପଟେ ମଇଦାନକୁ ଓହ୍ଲାଇବେ ନବୀନ । post image

କାଲି ପୁଣି ଓଡ଼ିଶା ଆସୁଛନ୍ତି ମୋଦୀ, ସୋମବାର ପୁରୀରେ ରୋଡ୍ ସୋ’ । ଏପଟେ ମଇଦାନକୁ ଓହ୍ଲାଇବେ ନବୀନ ।

ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ୨୦ ତାରିଖରେ ପଡିବ ଭୋଟ । ୩୦୫ ପ୍ରାର୍ଥୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବେ ୭୯ ଲକ୍ଷ ଭୋଟର post image

ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ୨୦ ତାରିଖରେ ପଡିବ ଭୋଟ । ୩୦୫ ପ୍ରାର୍ଥୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବେ ୭୯ ଲକ୍ଷ ଭୋଟର

ଭୋଟ୍ ଦେବା କିନ୍ତୁ ଭାଇଚାରା ଭାଙ୍ଗିବାନି । ନିର୍ବାଚନକୁ ହଁ କରିବା ନିର୍ବାଚନୀ ହିଂସାକୁ ନା କହିବା । post image

ଭୋଟ୍ ଦେବା କିନ୍ତୁ ଭାଇଚାରା ଭାଙ୍ଗିବାନି । ନିର୍ବାଚନକୁ ହଁ କରିବା ନିର୍ବାଚନୀ ହିଂସାକୁ ନା କହିବା ।

ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । କହିଲେ, ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ଅପମାନିତ କରିଛନ୍ତି, ଓଡ଼ିଶାବାସୀ ଜବାବ ଦେବେ । post image

ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । କହିଲେ, ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ଅପମାନିତ କରିଛନ୍ତି, ଓଡ଼ିଶାବାସୀ ଜବାବ ଦେବେ ।

‘ଚିଲିକା ସେତୁ ଗଲା କୁଆଡେ’? କୃଷ୍ଣପ୍ରସାଦରେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ୍ । post image

‘ଚିଲିକା ସେତୁ ଗଲା କୁଆଡେ’? କୃଷ୍ଣପ୍ରସାଦରେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ୍ ।

କେନ୍ଦ୍ରମନ୍ତ୍ରୀ ଯେଉଁ ରାଜ୍ୟକୁ ଯାଉଛନ୍ତି ସେ ରାଜ୍ୟକୁ ନମ୍ବର-୧ କରିବେ କହୁଛନ୍ତି । ପ୍ରଥମେ ସ୍ଥିର କରନ୍ତୁ କେଉଁ ରାଜ୍ୟକୁ ନମ୍ବର-୧ କରିବେ? ବ୍ରହ୍ମଗିରିରୁ ବିଜେପି ନେତାଙ୍କୁ ବାଣ ମାରିଲେ ପାଣ୍ଡିଆନ ।  post image

କେନ୍ଦ୍ରମନ୍ତ୍ରୀ ଯେଉଁ ରାଜ୍ୟକୁ ଯାଉଛନ୍ତି ସେ ରାଜ୍ୟକୁ ନମ୍ବର-୧ କରିବେ କହୁଛନ୍ତି । ପ୍ରଥମେ ସ୍ଥିର କରନ୍ତୁ କେଉଁ ରାଜ୍ୟକୁ ନମ୍ବର-୧ କରିବେ? ବ୍ରହ୍ମଗିରିରୁ ବିଜେପି ନେତାଙ୍କୁ ବାଣ ମାରିଲେ ପାଣ୍ଡିଆନ । 

ସବସ୍କ୍ରାଇବ କରନ୍ତୁ