Browsing Category
କଂଗ୍ରେସ
ଭୋଟ୍ ଦେଇପାରିଲେନି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ମତଦାନ ସାବ୍ୟସ୍ତ କରିନପାରିବାରୁ କଲେ ଦୁଃଖପ୍ରକାଶ ।
କନକ ବ୍ୟୁରୋ : ଆଜି ୨୦୧୯ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଶେଷ ହୋଇଛି ଭୋଟ୍ ଗ୍ରହଣ । ଆଉ ଗଣତନ୍ତ୍ରର ଏହି ମହାପର୍ବରେ କଂଗ୍ରେସ ପ୍ରାର୍ଥୀ ତଥା ଦଳର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ଗଣତନ୍ତ୍ରର ପର୍ବରେ ତାଙ୍କର ମତ ସାବ୍ୟସ୍ତ କରିପାରିନାହାନ୍ତି । ଦିଗ୍ବିଜୟ ସିଂହ ଭୋଟ୍ ଦେଇ ନପାରିଥିବା…
Read More...
Read More...
୧୯ ଯୁଦ୍ଧର ଷଷ୍ଠ ପର୍ଯ୍ୟାୟରେ ଭୋଟ୍ ଦେଲା ଗାନ୍ଧି ପରିବାର । ମତଦାନ ସାବ୍ୟସ୍ତ କଲେ ସୋନିଆ, ରାହୁଲ, ପ୍ରିୟଙ୍କା ।
କନକ ବ୍ୟୁରୋ : ୨୦୧୯ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଆଜି ଭୋଟ୍ ଦେଉଛି ଭାରତ । ମୋଟ୍ ୫୯ଟି ଲୋକସଭା ଆସନରେ ଆଜି ମତଦାନ ପ୍ରକ୍ରିୟା ଜାରି ରହିଛି । ଆଉ ଏହି କ୍ରମରେ ଆଜି ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ଗାନ୍ଧି ପରିବାର । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଔରଙ୍ଗଜେବ ଲେନରେ ଥିବା ଏନପି…
Read More...
Read More...
ନିର୍ବାଚନରେ ମୋଦି ବିଜୟୀ ହେଲେ ତାହା ପାଇଁ କେବଳ ଦାୟୀ ରହିବେ କଂଗ୍ରେସ ଅଧ୍ୟକ୍ଷ : ଅରବିନ୍ଦ କେଜ୍ରିୱାଲ
କନକ ବ୍ୟୁରୋ : ଦିଲ୍ଲୀରେ ମେ’ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଗତକାଲି ସଂନ୍ଧ୍ୟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ତେବେ ପ୍ରଚାର ସମୟରେ ଏଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ନିର୍ବାଚନୀ ମାହୋଲକୁ ଆହୁରି ସରଗରମ କରିଥିଲା । ପୂର୍ବ ଦିଲ୍ଲୀରୁ…
Read More...
Read More...
ମୋଦିଙ୍କ ଉପରେ କଂଗ୍ରେସର ସାଙ୍ଘାତିକ ଆରୋପ । କହିଲା ‘ମେ’ ୨୩ରେ ଭାରତବାସୀଙ୍କୁ ଲାଗିବ ବଡ ଝଟକା, ୫-୧୦ ଟଙ୍କା…
କନକ ବ୍ୟୁରୋ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛି କଂଗ୍ରେସ । ଟୁଇଟ୍ କରି ମୋଦୀ ଏକ ବଡ଼ ଘୋଷଣା ନ କରି ଜନତାଙ୍କଠାରୁ ଲୁଚାଇ ରଖିଛନ୍ତି ବୋଲି କଂଗ୍ରେସର ପ୍ରବକ୍ତା ରଣଦୀପ୍ ସିଂହ ସୁରଜେଓ୍ଵାଲା ଆରୋପ ଲଗାଇଛନ୍ତି । ମେ ୨୩ ପରେ ପେଟ୍ରୋଲ-ଡିଜେଲ ଦର…
Read More...
Read More...
ଭାଇଙ୍କ ପାଇଁ ଭଉଣୀଙ୍କ କସରତ । ଆମେଠିରେ ସ୍ମୃତି ଓ ମୋଦିଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା, ଭାଇ ରାହୁଲଙ୍କ ପାଇଁ କଲେ…
କନକ ବ୍ୟୁରୋ : ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡିବ । ଆଉ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ସରଗରମ ହୋଇଛି ଉତ୍ତରପ୍ରଦେଶ ରାଜନୀତି । ଆଜି ଆମେଠିରେ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଭାଇ ରାହୁଲ ଗାନ୍ଧିଙ୍କ ସପକ୍ଷରେ ପ୍ରଚାର…
Read More...
Read More...
ବିବାଦୀୟ ବୟାନ୍ ଦେଇ ଅଡୁଆରେ ସିଦ୍ଧୁ । ତିନି ଦିନ ପାଇଁ କରି ପାରିବେନି ନିର୍ବାଚନ ପ୍ରଚାର, କଟକଣା ଲଗାଇଲେ ନିର୍ବାଚନ…
କନକ ବ୍ୟୁରୋ : କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପରେ ଲାଗିଲା କଟକଣା । ତିନି ଦିନ ପାଇଁ ଅର୍ଥାତ ୭୨ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରି ପାରିବେନି ସିଦ୍ଧୁ । ଏହି କଟକଣା ଳଗାଇଛନ୍ତି ନିର୍ବାଚନ କମିଶନ୍ । ଧର୍ମୀୟ ଆଧାରରେ ଭୋଟ୍ ମାଗିବା ନେଇ ଅଭିଯୋଗ ହେବା ପରେ ଏପରି କଟକଣା…
Read More...
Read More...
ରାଫେଲ୍ ପ୍ରସଙ୍ଗରେ ନିଜ ବୟାନ ନେଇ ଦୁଃଖ ପ୍ରକାଶ କଲେ ରାହୁଲ । ଦୁଃଖ ପ୍ରକାଶ କରି କହିଲେ ପ୍ରଚାର ବେଳେ ଭାବପ୍ରବଣ ହୋଇ…
କନକ ବ୍ୟୁରୋ : ରାଫେଲ ପ୍ରସଙ୍ଗରେ ଦେଇଥିବା ବୟାନ ପାଇଁ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି ରାହୁଲ । ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା ପୂର୍ବକ ସେ ଏପରି ବୟାନ ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି…
Read More...
Read More...
ଦିଲ୍ଲୀ ଦଖଲ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଶିଲାଙ୍କୁ ଦିଲ୍ଲୀ ଉତ୍ତର-ପୂର୍ବ ସଂସଦୀୟ କ୍ଷେତ୍ରର…
କନକ ବ୍ୟୁରୋ: ଦିଲ୍ଲୀ ଦଖଲ ପାଇଁ ସିପାହୀ ବାଛିଲା କଂଗ୍ରେସ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କୁ ଉତ୍ତର-ପୂର୍ବ ଲୋକସଭା କ୍ଷେତ୍ର ପାଇଁ ବାଛିଲା କଂଗ୍ରେସ । ଏନେଇ କଂଗ୍ରେସ ତରଫରୁ ୬ ଜଣିଆ ପ୍ରାର୍ଥୀ ତାଲିକାରେ ଶିଲାଙ୍କ ନାଁ ପ୍ରକାଶ କରିଛି କଂଗ୍ରେସ ସିଇସି କମିଟି ।…
Read More...
Read More...
ଅଡୁଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ! ନାଗରିକତାକୁ ନେଇ ଦେଖାଗଲା ବିବାଦ, ପ୍ରାର୍ଥିତ୍ୱକୁ ନେଇ ହେଲା ଚ୍ୟାଲେଞ୍ଜ
କନକ ବ୍ୟୁରୋ : ଉତ୍ତରପ୍ରଦେଶର ଆମେଥି ଏବଂ କେରଳର ୱାୟନାଡ଼ରୁ ଲୋକସଭା ନିର୍ବାଚନ ଲଢ଼ୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥିପତ୍ରକୁ ଆମେଥିରେ ସ୍ବାଧୀନ ପ୍ରାର୍ଥୀମାନେ ଚ୍ୟାଲେଂଜ କରିଛନ୍ତି। ଆଜି ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ରାହୁଲଙ୍କ ନାଗରିକତା ଏବଂ ଶିକ୍ଷାଗତ…
Read More...
Read More...
ସଙ୍କଟରେ ସିଦ୍ଧୁ ! ଧର୍ମୀୟ ରାଜନୀତିକୁ ନେଇ ଦେଇଥିଲେ ବୟାନ, ୨୪ ଘଣ୍ଟା ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ବାଚନ…
କନକ ବ୍ୟୁରୋ : ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଥରେ ଅଡୁଆରେ ପଡିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ୨୪ ଘଣ୍ଟା ଭିତରେ କାରଣ ଦର୍ଶାଇବାକୁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହରାଇବା ପାଇଁ ମୁସଲିମ୍ ସମୁଦାୟ ଏକ ହୋଇ କଂଗ୍ରେସକୁ ଭୋଟ୍…
Read More...
Read More...