କ୍ରିପ୍ଟୋ କାରବାର ଉପରେ ଲାଗିପାରେ ଟିକସ । ଉଚ୍ଚ ଟିକସ ହାର ଲାଗୁ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ

କନକ ବ୍ୟୁରୋ : କେନ୍ଦ୍ର ସରକାର ଆସନ୍ତା ବଜେଟ୍‌ରେ କ୍ରିପ୍ଟୋକରେନ୍ସି କାରବାର ଉପରେ ଟିକସ ଲଗାଇ ପାରନ୍ତି । କ୍ରିପ୍ଟୋର କିଣାବିକା ଉପରେ ଟିଡିଏସ୍‌/ଟିସିଏସ୍‌ ଭଳି ଶୁଳ୍କ ଲାଗିପାରେ। ପ୍ରଥମ ଥର ଲାଗି କ୍ରିପ୍ଟୋ କାରବାରକୁ ଆୟ ଭାବେ ବିଚାର କରି ତାହା ଉପରେ ୩୦% ଭଳି ଚଢ଼ା ଦରରେ ଟିକସ…

ସୁନା ଆମଦାନୀ ୨ ଗୁଣ ବଢିଲା । ଚୀନ ପରେ ଭାରତ ଦ୍ୱିତୀୟ ସ୍ଥାନରେ

କନକ ବ୍ୟୁରୋ : ଗତବର୍ଷର ଏପ୍ରିଲରୁ ଡିସେମ୍ବର ମାସ ଭିତରେ ଭାରତ ଦୁଇ ଗୁଣା ଅଧିକ ସୁନା ଆମଦାନୀ କରିଛି । ଏହି ୯ ମାସରେ ଦେଶକୁ ୩୮୦୦ କୋଟି ଡଲାର ପ୍ରାୟ ୨,୮୫,୦୦୦ କୋଟି ଟଙ୍କା ମୂଲ୍ୟର ସୁନା ଆମଦାନୀ ହୋଇଥିଲା । ୨୦୨୦ରେ ଆମଦାନି ହୋଇଥିବା ୧୬୭୮ କୋଟି ଡଲାର ପ୍ରାୟ ୧,୨୫,୮୫୦ କୋଟି…

ଭାରତରେ ଚାଲିବ ଟେସଲା କାର୍ । ଏଲନ୍ ମସ୍କଙ୍କୁ ପ୍ଲାଣ୍ଟ ବସାଇବାକୁ ତେଲେଙ୍ଗାନା, ମହାରାଷ୍ଟ୍ରର ପ୍ରସ୍ତାବ

କନକ ବ୍ୟୁରୋ : ମହାମାରୀ ସମୟରେ ବ୍ୟବସାୟ ପ୍ରସ୍ତାବ ଉପସ୍ଥାପନ କରିବାରେ ସୋସିଆଲ ମିଡିଆ ଏକ ପ୍ରମୁଖ ମାଧ୍ୟମରେ ପରିଣତ ହୋଇଛି । ଗତ ଦୁଇଦିନ ଭିତରେ ଆମେରିକୀୟ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କଙ୍କୁ ଭାରତର ରାଜ୍ୟଗୁଡ଼ିକ ଦେଉଥିବା ପ୍ରସ୍ତାବରୁ ଏହା ପ୍ରମାଣିତ…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ନୀତି : ରତ୍ନ ସିଂହ୍ନାସନରେ ତିନି ଠାକୁରଙ୍କ ହେବ ସୁନା ବେଶ

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ପୁଷ୍ୟାଭିଷେକ ନୀତି ହେଉଛି । ଆଜି ପୌଷ ପୂର୍ଣ୍ଣିମା ହୋଇଥିବାରୁ ଶ୍ରୀଜଗନ୍ନାଥଙ୍କ ନିତ୍ୟପୂଜା ପରେ ନୂଆବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦିଦ୍ୱାରା ଠାକୁରଙ୍କୁ ବେଶ କରାଯାଇ ଯାତ୍ରା ମଣ୍ଡପକୁ ନିଆଯାଇଥାଏ । ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ…

ରାଜ୍ୟରେ ଆଜି ୧୦ହଜାର ୪୮୯ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୨୯୩୪ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟରେ ୧୦ହଜାର ୪୮୯ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ଆଜି କମିଛି ଦୈନିକ କରୋନା ସଂକ୍ରମଣ । ସେହିପରି ଗତକାଲି ତୁଳନାରେ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ମଧ୍ୟ କମିଛି । ଶୂନରୁ ୧୮ବର୍ଷ ବର୍ଗର ୯୮୨ ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୬୦୮୨ ଆକ୍ରାନ୍ତ ଚିହ୍ନଟ…

ପରଲୋକରେ ପଦ୍ମଶ୍ରୀ ଶାନ୍ତିଦେବୀ : ୧୭ ବର୍ଷ ବୟସରୁ ସମାଜସେବା ଓ ଭୂଦାନ ଆନ୍ଦୋଳନରେ ଦେଇଥିଲେ ଯୋଗ

କନକ ବ୍ୟୁରୋ : ପରଲୋକରେ ପଦ୍ମଶ୍ରୀ ଶାନ୍ତିଦେବୀ । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇପଡିଥିଲେ । ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ପରୋପକାରୀ ମଣିଷ ଥିଲେ । ନିଜର…