Advertisment

Rasmita Nayak

ଭୋଟ୍ ଦେଉଛି ଓଡିଶା, ନେତା ବାଛୁଛନ୍ତି ଜନତା । ଅପରାହ୍ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ । ନୂଆପଡାରେ ସର୍ବାଧିକ ୫୮.୨୫ ପ୍ରତିଶତ ଭୋଟିଂ । post image

ଭୋଟ୍ ଦେଉଛି ଓଡିଶା, ନେତା ବାଛୁଛନ୍ତି ଜନତା । ଅପରାହ୍ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ । ନୂଆପଡାରେ ସର୍ବାଧିକ ୫୮.୨୫ ପ୍ରତିଶତ ଭୋଟିଂ ।

ଭୋଟ ଦେଉଛି ଓଡିଶା । କୋଟିଆରେ ରେକର୍ଡ ସଂଖ୍ୟକ ଭୋଟିଂ । ବ୍ରହ୍ମପୁରରେ ସବୁଠାରୁ କମ୍ ମତଦାନ । post image

ଭୋଟ ଦେଉଛି ଓଡିଶା । କୋଟିଆରେ ରେକର୍ଡ ସଂଖ୍ୟକ ଭୋଟିଂ । ବ୍ରହ୍ମପୁରରେ ସବୁଠାରୁ କମ୍ ମତଦାନ ।

ଲୋକସଭା ନିର୍ବାଚନ ପାଇଁ ଆଜି ହେଉଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସେପଟେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ମହିଳା କାର୍ଡ । ସୋସିଆଲ ମିଡିଆରେ ଜାରି କଲେ ଭିଡିଓ । post image

ଲୋକସଭା ନିର୍ବାଚନ ପାଇଁ ଆଜି ହେଉଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସେପଟେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ମହିଳା କାର୍ଡ । ସୋସିଆଲ ମିଡିଆରେ ଜାରି କଲେ ଭିଡିଓ ।

କଳାହାଣ୍ଡି କେସିଙ୍ଗାରେ ଭୋଟ୍ ବର୍ଜନ । ରାଜସ୍ୱ ଗାଁ ଘୋଷଣା ନକରାଇବାକୁ ନେଇ ମତଦାନ କେନ୍ଦ୍ରକୁ ଗଲେନି ବାହାଦୂରପଦର ଗ୍ରାମବାସୀ । ସେପଟେ ବିଭିନ୍ନ ସମସ୍ୟା ନେଇ କୋରାପୁଟ ଗ୍ରାମବାସୀ ଦେଲେନି ଭୋଟ । post image

କଳାହାଣ୍ଡି କେସିଙ୍ଗାରେ ଭୋଟ୍ ବର୍ଜନ । ରାଜସ୍ୱ ଗାଁ ଘୋଷଣା ନକରାଇବାକୁ ନେଇ ମତଦାନ କେନ୍ଦ୍ରକୁ ଗଲେନି ବାହାଦୂରପଦର ଗ୍ରାମବାସୀ । ସେପଟେ ବିଭିନ୍ନ ସମସ୍ୟା ନେଇ କୋରାପୁଟ ଗ୍ରାମବାସୀ ଦେଲେନି ଭୋଟ ।

ନବରଙ୍ଗପୁର ପ୍ରଶାସନ ତରଫରୁ ଭୋଟରଙ୍କ ପାଇଁ ତିଆରି ହେଇଛି ଇକୋ ଫ୍ରେଣ୍ଡଲି ବୁଥ୍ । ଖଜୁରୀ ଗଛରେ ତିଆରି ହେଇଛି ଛାଉଣୀ । ଝୁଲୁଛି ବାୟା ଚଢେଇ ବସା । post image

ନବରଙ୍ଗପୁର ପ୍ରଶାସନ ତରଫରୁ ଭୋଟରଙ୍କ ପାଇଁ ତିଆରି ହେଇଛି ଇକୋ ଫ୍ରେଣ୍ଡଲି ବୁଥ୍ । ଖଜୁରୀ ଗଛରେ ତିଆରି ହେଇଛି ଛାଉଣୀ । ଝୁଲୁଛି ବାୟା ଚଢେଇ ବସା ।

ଲୋକସଭା ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଆସନରେ ଭୋଟ । post image

ଲୋକସଭା ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଆସନରେ ଭୋଟ ।

ଚିକିଟି କଳାହାଡ ପଞ୍ଚାୟତ ମହିଷାଣପୁର ଗାଁରେ ନିର୍ବାଚନୀ ହିଂସା  । ଗୋଟିଏ ଗୋଷ୍ଠୀକୁ ଭୋଟ ଦେବାକୁ ଛାଡୁ ନାହାଁନ୍ତି ଅନ୍ୟଏକ ଗୋଷ୍ଠୀ  । post image

ଚିକିଟି କଳାହାଡ ପଞ୍ଚାୟତ ମହିଷାଣପୁର ଗାଁରେ ନିର୍ବାଚନୀ ହିଂସା । ଗୋଟିଏ ଗୋଷ୍ଠୀକୁ ଭୋଟ ଦେବାକୁ ଛାଡୁ ନାହାଁନ୍ତି ଅନ୍ୟଏକ ଗୋଷ୍ଠୀ ।

ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମତଦାନ କେନ୍ଦ୍ରରେ ପହଞ୍ଚିଲେ ନିର୍ବାଚନ କର୍ମଚାରୀ । ସମସ୍ତ ବୁଥରେ ହୋଇଛି ସୁରକ୍ଷିତ ମତଦାନ ବ୍ୟବସ୍ଥା । post image

ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମତଦାନ କେନ୍ଦ୍ରରେ ପହଞ୍ଚିଲେ ନିର୍ବାଚନ କର୍ମଚାରୀ । ସମସ୍ତ ବୁଥରେ ହୋଇଛି ସୁରକ୍ଷିତ ମତଦାନ ବ୍ୟବସ୍ଥା ।

ରାତି ପାହିଲେ ଭୋଟ । ପ୍ରେସମିଟରେ ଡିଜିପିଙ୍କ ସୂଚନା । ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପାଇଁ ସୁରକ୍ଷା କଡ଼ାକଡ଼ି । ବୁଥ ଉପରେ ନଜର ରଖିବ ସିସିଟିଭି post image

ରାତି ପାହିଲେ ଭୋଟ । ପ୍ରେସମିଟରେ ଡିଜିପିଙ୍କ ସୂଚନା । ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପାଇଁ ସୁରକ୍ଷା କଡ଼ାକଡ଼ି । ବୁଥ ଉପରେ ନଜର ରଖିବ ସିସିଟିଭି

କାଳବୈଶାଖୀ ବର୍ଷାରେ ବେହାଲ ସିଲଭର ସିଟି । ବିଭିନ୍ନ ଗଳିରେ ଜଳବନ୍ଦୀ । ପାଣି ନିଷ୍କାସନ ହେଉ ନଥିବାରୁ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି । post image

କାଳବୈଶାଖୀ ବର୍ଷାରେ ବେହାଲ ସିଲଭର ସିଟି । ବିଭିନ୍ନ ଗଳିରେ ଜଳବନ୍ଦୀ । ପାଣି ନିଷ୍କାସନ ହେଉ ନଥିବାରୁ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି ।

ସବସ୍କ୍ରାଇବ କରନ୍ତୁ