ନିଆଁ ପୋଡ଼ିଦେଇଛି ଶରୀର ,ହେଲେ ଭାଙ୍ଗିନାହାନ୍ତି ମନୋବଳ । ପିଲାଙ୍କୁ ଟ୍ୟୁସନ୍ କରି, ଦୋକାନ ଚଳାଇ ପୋଷୁଛନ୍ତି ପରିବାର ।

କନକ ବ୍ୟୁରୋ: କୁହାଯାଏ ନିଆଁ ପାଟିରେ ସବୁକିଛି ପୋଡ଼ି ପାଉଁଶ ହୋଇଯାଏ । ହେଲେ ଭୟଙ୍କର ଅଗ୍ନିର ଆଁରୁ ପୁନର୍ଜନ୍ମ ପାଇ ଏକ ନୂଆ ପରିଚୟ ସୃଷ୍ଟି କରିବା ହୁଏତ ଅନେକଙ୍କ ପାଖରେ ଅସମ୍ଭବ । ହେଲେ ଏମିତି ଜଣେ ଝିଅ ଯିଏ ନିଆଁକୁ ନାଲିଆଖି ଦେଖାଇ ସଂଘର୍ଷ କରି ସଫଳତାର ଏକ ପାହାଚ ଚଢ଼ିଛନ୍ତି, ଆଉ…

ଡ୍ୟାନ୍ସ ଦିୱାନେରେ କମାଲ କଲା ଓଡ଼ିଆ ପୁଅ ଆଦର୍ଶ । ନାଚ ଆଉ ଠାଣୀ ଦେଖି ଛିଡ଼ା ହୋଇ କରତାଳି ଦେଲେ ସୁନୀଲ ସେଟ୍ଟୀ ଓ…

କନକ ବ୍ୟୁରୋ: ନାଚିବାର ସ୍ୱପ୍ନ ଏବେ ଆଦର୍ଶକୁ ଦେଇଚି ନୂଆ ପରିଚୟ । କୁନି କୁନି ପାଦରେ ନାଚିବା ସହ ଏକ୍ସପ୍ରେସନ ତାଙ୍କୁ ସଫଳତାର ଗୋଟେ ପରେ ଗୋଟେ ସିଡ଼ି ଶୀର୍ଷକୁ ନେଇ ଚାଲିଛି । କଲର୍ସରେ ପ୍ରସାରିତ ରିଆଲିଟି ସୋ’ ଡ୍ୟାନ୍ସ ଦିୱାନେରେ ଟପ୍ ୧୮ରେ ସ୍ଥାନ ପାଇ ଓଡିଶା ପାଇଁ ଗର୍ବ ଆଣି…

ଗ୍ୟାଙ୍ଗଷ୍ଟରର ଔକାତ ୫୦ ପଇସା । ମୋଷ୍ଟ ୱାଣ୍ଟେଡ୍ ଅପରାଧୀର ମୁଣ୍ଡ ଉପରେ ୫୦ ପଇସା ପୁରସ୍କାର ରଖିଲା ପୋଲିସ ।

କନକ ବ୍ୟୁରୋ: ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଉପରେ ପୋଲିସ୍ ସବୁବେଳେ ଲୋଭନୀୟ ପୁରସ୍କାର ରାଶି ରଖିଥାଏ । ଅପରାଧୀକୁ ଗିରଫ କରିବା ପାଇଁ ହଜାର ହଜାର ବା ଲକ୍ଷ ଲକ୍ଷ ଟଙ୍କା ଗ୍ୟାଙ୍ଗଷ୍ଟରର ମୁଣ୍ଡ ଉପରେ ରଖିଥାଏ ପୋଲିସ । କିନ୍ତୁ ରାଜସ୍ଥାନ ପୋଲିସ ଜଣେ ଗ୍ୟାଙ୍ଗଷ୍ଟରକୁ ଗିରଫ କରିବା ପାଇଁ…

ସ୍ନେହ-ଆକଟ କରୁଛନ୍ତି । ବୁଝାଇ-ସୁଝାଇ ଖୁଆଇ ଦେଇ ସଜବାଜ କରିଦେଉଛନ୍ତି, ୧୦ ବର୍ଷ ଧରି ଶଯ୍ୟାଶାୟୀ ସ୍ତ୍ରୀର ସେବା କରି…

କନକ ବ୍ୟୁରୋ: ଏଇ ନିଅ ଦୁଇ ଚାମୁଚାଏ ଖାଇଦିଅ... ନଖାଇଲେ ମେଡିସିନ ଖାଇବ କେମିତି. ତମ ଦେହ ଭଲ ହେବ କେମିତି ଯେ? ତୁମେ ପେଟପୂରା ଖାଇଦିଅ, ମୁଁ ତମ ମୁଣ୍ଡ କୁଣ୍ଡାଇଦେଇ ସଜବାଜ କରେଇଦେବି । ସ୍ନେହ ପ୍ରେମ, ଶ୍ରଦ୍ଧାରେ ଏମିତି କିଛି ମିଠା କଥା କହି ଶଯ୍ୟାସାୟୀ ସ୍ତ୍ରୀର ସେବା କରୁଛନ୍ତି ବୃଦ୍ଧ…

କ୍ୟାନ୍ସର ସହ ଲଢ଼େଇ କରୁଛି ମେଧାବୀ ଝିଅ ଦେବକୀ । ଅର୍ଥ ଅଭାବରୁ ଅଧାରେ ଅଟକିଛି ଚିକିତ୍ସା, ସାହାଯ୍ୟ କଲେ ପାଇବ ନୂଆ…

କନକ ବ୍ୟୁରୋ: ଆଖିରେ ଲୁହ, ଛାତିରେ କୋହ । ତୁନି ପଡ଼ିଯାଉଥିବା ଓଠରେ ଝିଅର କଷ୍ଟକୁ ଚାପି ରଖି ହସ୍ପିଟାଲ ବାହାରେ ଲୁହ ଗଡ଼ାଉଛନ୍ତି ଅସହାୟ ମା’ । ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛି ବ୍ଲଡ୍ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଝିଅ । ଆଉ ଅର୍ଥ ବାଧକ ସାଜିଥିବାରୁ ଏବେ ଝିଅର…

ଦାୟିତ୍ୱ ନେଉ ନେଉ ବଡ଼ପଣ ଦେଖାଇଲେ କେନ୍ଦ୍ରାପଡ଼ାର ନୂଆ କଲେକ୍ଟର ।

କନକ ବ୍ୟୁରୋ: ଆଶୀର୍ବାଦ ଭରା ଶବ୍ଦ ୮୦ ବର୍ଷ ଅପେକ୍ଷାର ଅନ୍ତ ଘଟିବା ପରର । ପାଟିରୁ ମିଠା ମିଠା କଲ୍ୟାଣ କଲେକ୍ଟରଙ୍କ ଉପରେ ଅଜାଡ଼ି ଦେଲେ ସରକାରୀ ଯୋଜନାର ଲାଭାର୍ଥୀ ହୋଇଥିବା ଜଣେ ବୃଦ୍ଧା । ଘରେ ଟିକେ ବିଜୁଳୀ ଜାଳିବା ପାଇଁ ବର୍ଷ ବର୍ଷ ଧରି ଏ ଅଫିସରୁ ସେ ଅଫିସ, ଆକୁ ତାକୁ ଗୁହାରୀ…