Advertisment
Manini Pattanayak profile image

Manini Pattanayak

ମାମଲା ରଫାଦଫା ପାଇଁ ଧମକ !

ହୋମଗାର୍ଡଙ୍କ ଚାଞ୍ଚଲ୍ୟକର ବୟାନ । ମାମଲା ରଫାଦଫା କରିବାକୁ ଧମକ ମିଳୁଥିବା ଆଣିଲେ ଅଭିଯୋଗ ।

 ଡ଼ଙ୍ଗା ଚାଳକଙ୍କୁ ମିଳିବ ୫ ଲକ୍ଷର ବୀମା

ଯୋଗୀଙ୍କ ବଡ ଘୋଷଣା : ଡ଼ଙ୍ଗା ଚାଳକଙ୍କୁ ମିଳିବ ୫ ଲକ୍ଷର ବୀମା ।

ସିଏମ ଯୋଗୀଙ୍କ ବଡ ଘୋଷଣା ।

ସିଏମ ଯୋଗୀଙ୍କ ବଡ ଘୋଷଣା । ସଫେଇ କର୍ମଚାରୀଙ୍କୁ  ୧୦ ହଜାର ବୋନସ  ।

ମହାକୁମ୍ଭରେ ଶେଷ ସ୍ନାନ ।

ମହାଶିବରାତ୍ରୀରେ ମହାକୁମ୍ଭରେ ଶେଷ ସ୍ନାନ ।  ସଫେଇ କର୍ମଚାରୀଙ୍କୁ କରାଯିବ ସମ୍ମାନୀତ ।

ରାମଲାଲାଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରିବାର ସହ ଦର୍ଶନ କରି ନେଲେ ଆଶୀର୍ବାଦ ।

ଗଞ୍ଜେଇ ଚୋରା ଚାଲାଣ ପୂର୍ବରୁ ଚଢ଼ାଉ

ଗଞ୍ଜେଇ ଚୋରା ଚାଲାଣ ପୂର୍ବରୁ ପୋଲିସର ଅତର୍କିତ ଚଢ଼ାଉ ।  ୫ କୁଇଣ୍ଟାଲ ଗଞ୍ଜେଇ ଜବତ ।

ଜମି ବିବାଦରୁ ରକ୍ତପାତ

ଜମି ବିବାଦରୁ ରକ୍ତାକ୍ତ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ୭ ଗୁରୁତର, କଟକ ବଡ଼ ମେଡିକାଲ ସ୍ଥାନାନ୍ତର ।

୨ ହଜାର କର୍ମଚାରୀଙ୍କୁ ଛଟେଇ

ଆମେରିକାରେ ଟ୍ରମ୍ପ ସରକାରର ବଡ଼ ନିଷ୍ପତ୍ତି ।  ୨ ହଜାର କର୍ମଚାରୀଙ୍କୁ ଛଟେଇ ।

ଆଜି ପଙ୍କୋଦ୍ଧାର ଏକାଦଶୀ

ଆଜି ପଙ୍କୋଦ୍ଧାର ଏକାଦଶୀ । ଗମ୍ଭୀରାରୁ ପଙ୍କ ସଫା ହେବା ପରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହେବ ।

ବଲାଙ୍ଗୀର ସହରରେ ଅଭାବନୀୟ ଘଟଣା

ବଲାଙ୍ଗୀର ସହରରେ ଅଭାବନୀୟ ଘଟଣା ।  ବୋହୂର ଝୁଲନ୍ତା ମୃତଦେହ ଦେଖି ହୃଦଘାତରେ ଚାଲିଗଲା ଶାଶୁଙ୍କ ଜୀବନ ।

ସବସ୍କ୍ରାଇବ କରନ୍ତୁ