ଭୁବନେଶ୍ୱର: ସୁନିଲ ମେହରକୁ ଅଧିକ ଜେରା ପାଇଁ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ । ଏନେଇ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ୫ ଦିନିଆ ରିମାଣ୍ଡର ଆବେଦନ କରିବ କମିଶନରେଟ୍ ପୁଲିସ । ଗତକାଲି ସେକ୍ସ ଜଗତର ବେତାଜ ବାଦସାହା ସୁନିଲ ମେହରକୁ କୋଲକାତା ଏୟାରପୋର୍ଟରୁ ଗିରଫ କରାଯାଇଥିଲା । ପୁଲିସ ଆଖିରେ ଧୂଳିଦେଇ ଦୀର୍ଘଦିନ ହେବ ରାଜଧାନୀରେ ସେକ୍ସ ରାକେଟþ ଚଳାଇ ଆସୁଥିଲା ସୁନିଲ । ଶେଷରେ ସେ ପୁଲିସ ଜାଲରେ ପଡିଛି ।
୫ ଦିନିଆ ରିମାଣ୍ଡରେ ଯାଇପାରେ ସେକ୍ସ କିଙ୍ଗପିନ୍ ସୁନୀଲ ମେହେର
/kanak/media/post_attachments/wp-content/uploads/2016/04/Sunil.png)