୫ ଦିନିଆ ରିମାଣ୍ଡରେ ଯାଇପାରେ ସେକ୍ସ କିଙ୍ଗପିନ୍ ସୁନୀଲ ମେହେର

13

ଭୁବନେଶ୍ୱର: ସୁନିଲ ମେହରକୁ ଅଧିକ ଜେରା ପାଇଁ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ । ଏନେଇ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ୫ ଦିନିଆ ରିମାଣ୍ଡର ଆବେଦନ କରିବ କମିଶନରେଟ୍ ପୁଲିସ । ଗତକାଲି ସେକ୍ସ ଜଗତର ବେତାଜ ବାଦସାହା ସୁନିଲ ମେହରକୁ କୋଲକାତା ଏୟାରପୋର୍ଟରୁ ଗିରଫ କରାଯାଇଥିଲା । ପୁଲିସ ଆଖିରେ ଧୂଳିଦେଇ ଦୀର୍ଘଦିନ ହେବ ରାଜଧାନୀରେ ସେକ୍ସ ରାକେଟþ ଚଳାଇ ଆସୁଥିଲା ସୁନିଲ । ଶେଷରେ ସେ ପୁଲିସ ଜାଲରେ ପଡିଛି  ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.