Advertisment

Dharmendra Pradhan

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ଷେପର ଜବାବ ରଖିଲା ବିଜେଡି । ସସ୍ମିତ କହିଲେ, ଓଡ଼ିଶାର ଚାଷୀଙ୍କୁ ପ୍ରତାରଣା କରିଛି ବିଜେପି ।

ସୁନ୍ଦରଗଡ ଜିଲ୍ଲାରେ ଧାନକିଣାରେ ବ୍ୟାପକ ଦୁର୍ନୀତି। ଚାଷ ନହୋଇ ମଧ୍ୟ କରାଯାଇଛି ପଞ୍ଜୀକରଣ।

ଯୁଦ୍ଧ ଜାହାଜ ଘଡିଆଳରେ ଚାଲିଛି ରୋଗୀ ଚିକିତ୍ସା। ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଲୋକଙ୍କୁ ମିଳିଛି ସ୍ୱାସ୍ଥ୍ୟସେବା।

ଟାଙ୍କି ଅଛି ହେଲେ ପାଣି ନାହିଁ। ନିଆଳି ନୂଆସାତଙ୍ଗ ମୋଟିଙ୍ଗା ଗାଁରୁ ଆସିଲା ପାଣି ସମସ୍ୟାର ଚିତ୍ର।

ମନରେଗାରେ ମହାଦୁର୍ନୀତି। ଟାଙ୍ଗରା ଭୂଇଁରେ ଫଳକ ଲଗାଇ ଟଙ୍କା ଲୁଟ୍, ୪ଟି ପ୍ରକଳ୍ପ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ!

ଅନାଥ ଶିଶୁକୁ ମିଳିଲା ନୂଆ ପରିଚୟ। ଇଟାଲୀ ଦମ୍ପତ୍ତି ହେଲେ ବାପା-ମା’

ଅସୁରକ୍ଷିତ ଚିଲିକା, ସକ୍ରିୟ ହେଲେଣି ପକ୍ଷୀ ଶିକାରୀ।

ପ୍ରଦୂଷଣ ବଳୟରେ ଯୋଡା ଖଣି ଅଞ୍ଚଳର ବାସିନ୍ଦା। ରାସ୍ତଘାଟ, ଗଛପତ୍ର ସବୁଆଡ଼େ ଖାଲି ଧୂଳି ଆଉ ଧୂଳି।

ଅର୍ଚ୍ଚନା ଲିଙ୍କରେ ଇଡିରେ ହାଜର ହେଲେ ଅମିୟ ଦାସ। ଲକ୍ଷାଧିକ ଟଙ୍କା ନେଣଦେଣ ନେଇ ପଚରାଉଚରା ଜାରି।

ଯୋରନ୍ଦା ମହିମା ଗାଦିରେ ଜବରଦଖଲ ଉଚ୍ଛେଦ। ଗାଦି ମନ୍ଦିରରେ ଉଚ୍ଛେଦକୁ ବିରୋଧ, ଉତେଜନା ରୋକିବାକୁ ୧୪୪ ଧାରା ଜାରି।

ଯୋରନ୍ଦା ମହିମା ଗାଦିରେ ଜବରଦଖଲ ଉଚ୍ଛେଦ। ଗାଦି ମନ୍ଦିରରେ ଉଚ୍ଛେଦକୁ ବିରୋଧ, ଉତେଜନା ରୋକିବାକୁ ୧୪୪ ଧାରା ଜାରି।

Advertisment
ସବସ୍କ୍ରାଇବ କରନ୍ତୁ