Advertisment

Anupama Rout

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଉଛନ୍ତି ଯଶୋଦା ମା’ ।

ରାଜ୍ୟରେ ଜାରି ରହିଛି ଶୀତର ଲହରି । ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା, ଜି. ଉଦୟଗିରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ।

ମାଟିରେ ମିଶିଲା ମାଓ କ୍ୟାମ୍ପ । ବୌଦ୍ଧ ମନମୁଣ୍ଡା ଜଙ୍ଗଲରେ ନକ୍ସଲ-ଏସଓଜି ମୁହାଁମୁହିଁ । ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ ।

ପ୍ରଥମଥର ପାଇଁ କ୍ୟାମେରା ଆଗରେ ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । କହିଲେ ଜବତ ଟଙ୍କା ସହ କଂଗ୍ରେସର ନାହିଁ କୌଣସି ସମ୍ପର୍କ  ।

ଜୁନ୍ ୩୦ ସୁଦ୍ଧା ପରିବହନ ଗାଡିରେ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ବାଧ୍ୟତାମୂଳକ । ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ।

ମଦ ବ୍ୟବସାୟୀଙ୍କ ଠିକଣାରେ ଆଇଟି ଚଢଉକୁ ନେଇ ରାଜନୀତି ଜୋର୍ । ବଲାଙ୍ଗୀର ସମେତ, ବିଭିନ୍ନ ସ୍ଥାନରେ ବିଜେପିର ବିକ୍ଷୋଭ ।

ଫ୍ରିଜ ଖୋଲି ଫ୍ରୁଟି ପିଇଲେ, ଲୁଟି ନେଲେ ସୁନା ଅଳଙ୍କାର । ଭୁବନେଶ୍ୱର ଗାଡ଼କଣରେ ୫ଟି ଫ୍ଲାଟରୁ ଲୁଟ୍ ।

ଚାଷୀଙ୍କୁ ସର୍ତ୍ତ ଅଡୁଆ । ନଳକୂପ ପାଇବା ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ ।

୧୫ ଡିଗ୍ରୀ ତଳେ ଟ୍ୱିନ ସିଟିର ପାରଦ । ସବୁଠୁ ଥଣ୍ଡା ସହର ଜି. ଉଦୟଗିରି । 

ଲଗାତାର ଦ୍ୱିତୀୟ ଦିନରେ ବଢ଼ିଲା ସେୟାର ମାର୍କେଟ । ୭୦ ହଜାର ଉପରେ ସେନସେକ୍ସ, ୨୧ ହଜାର ଉପରେ ନିଫ୍ଟି ।

ସବସ୍କ୍ରାଇବ କରନ୍ତୁ