ବର୍ଷ ଆରମ୍ଭରୁ ଇସ୍ରୋକୁ ଝଟକା… ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିସନ୍‌ ଫେଲ୍‌

Advertisment

ବର୍ଷ ଆରମ୍ଭରୁ ଫେଲ୍ ମାରିଲା ଇସ୍ରୋ ମିସନ୍ । ମହାକାଶରେ ଦିଗହରା ହେଲା ପିଏସ୍‌ଏଲ୍‌ଭି ରକେଟ୍ । କକ୍ଷପଥରେ ପହଞ୍ଚି ପାରିଲାନାହିଁ ସାଟେଲାଇଟ୍ । ଯାନ୍ତ୍ରିକ ତ୍ରୁଟି ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଲଞ୍ଚିଂର ତୃତୀୟ ଚରଣରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି ।

ବର୍ଷ ଆରମ୍ଭରୁ ଫେଲ୍ ମାରିଲା ଇସ୍ରୋ ମିସନ୍ । ମହାକାଶରେ ଦିଗହରା ହେଲା ପିଏସ୍‌ଏଲ୍‌ଭି ରକେଟ୍ । କକ୍ଷପଥରେ ପହଞ୍ଚି ପାରିଲାନାହିଁ ସାଟେଲାଇଟ୍ । ଯାନ୍ତ୍ରିକ ତ୍ରୁଟି ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଲଞ୍ଚିଂର ତୃତୀୟ ଚରଣରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି ।

ISRO Mission Fails

ISRO Mission Fails Photograph: (Kanak News)

କନକ ବ୍ୟୁରୋ: ଅନ୍ବେଷା ଉତ୍‌କ୍ଷେପଣରେ ଯାନ୍ତ୍ରିକ ତ୍ରୁଟି । ବର୍ଷ ଆରମ୍ଭରୁ ଫେଲ୍ ମାରିଲା ଇସ୍ରୋ ମିସନ୍ । ମହାକାଶରେ ଦିଗହରା ହେଲା ପିଏସ୍‌ଏଲ୍‌ଭି ରକେଟ୍ । କକ୍ଷପଥରେ ପହଞ୍ଚି ପାରିଲାନାହିଁ ସାଟେଲାଇଟ୍ । ଯାନ୍ତ୍ରିକ ତ୍ରୁଟି ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଲଞ୍ଚିଂର ତୃତୀୟ ଚରଣରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି ।

ଭାରତର ଐତିହାସିକ ରେକର୍ଡ : ଦିନିକିଆରେ ୨୦ ଥର ୩୦୦ ପ୍ଲସ୍ ଲକ୍ଷ୍ୟ ହାସଲ

ବିଫଳ ହେଲା ମିସନ 'ଅନ୍ୱେଷା' ! 
ବର୍ଷ ଆରମ୍ଭରୁ ଇସ୍ରୋକୁ ଲାଗିଲା ଶକ୍ତ ଧକ୍କା
 PSLV-C62 ଉତକ୍ଷେପଣରେ ଦେଖାଦେଲା ତ୍ରୁଟି
କକ୍ଷପଥରେ ଅବସ୍ଥାପିତ ହୋଇପାରିଲାନି ଅନ୍ୱେଷା ସାଟେଲାଇଟ 
ଅନ୍ୟ ୧୪ଟି ସାଟେଲାଇଟ ମଧ୍ୟ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚି ପାରିଲାନି
ଆଜିର ଅଭିଯାନରେ ପ୍ରାୟ ୬ଟି ଦେଶର ସାଟେଲାଇଟ ସାମିଲ ଥିଲା
ଓଡ଼ିଶାର ସିଜିୟୁସାଟ୍-୧ ମଧ୍ୟ ମହାକାଶକୁ ଯାଇଥିଲା
ରକେଟର ତୃତୀୟ ପର୍ଯ୍ୟାୟ ଶେଷରେ ଉପୁଜିଲା ସମସ୍ୟା
 ସମସ୍ୟାର ବିସ୍ତୃତ ବିଶ୍ଳେଷଣ ଆରମ୍ଭ କଲା ଇସ୍ରୋ
 ଭୂପୃଷ୍ଠରୁ ୫୦୫ କିମି ଉଚ୍ଚତାରେ ଅବସ୍ଥାପିତ ହେବାର ଥିଲା ସାଟେଲାଇଟ
 ଉତକ୍ଷେପଣର ୩୮୦ ସେକେଣ୍ଡ ଯାଏଁ ସବୁକିଛି ଠିକ୍ ଚାଲିଥିଲା
 PSLVର ପ୍ରଥମ ୨ଟି ପର୍ଯ୍ୟାୟ ଠିକ୍ ଭାବେ କାର୍ଯ୍ୟ କରିଥିଲା
ତୃତୀୟ ପର୍ଯ୍ୟାୟ ଇନ୍ଧନ ପ୍ରଜ୍ଜ୍ଵଳନରେ ସମସ୍ୟା ଉପୁଜିଥିବା ସୂଚନା
ପ୍ରାୟ ୩୦୦ କିମି ଉଚ୍ଚତାରେ ନିର୍ଦ୍ଧାରିତ ଗତିପଥରୁ ବିଚ୍ୟୁତ ହେଲା ରକେଟ
ଲଗାତାର ୨ଟି PSLV ମିସନ୍ ବିଫଳ ହେଲା
ଗତବର୍ଷ ମେ ମାସରେ PSLV-C61 ବିଫଳ ହୋଇଥିଲା
- EOS-09 ସାଟେଲାଇଟ କକ୍ଷପଥରେ ଅବସ୍ଥାପିତ ହୋଇପାରିନଥିଲା
- କ୍ରମାଗତ ୨ଟି ଆର୍ଥ୍ ଅବଜର୍ଭେସନ ସାଟେଲାଇଟ ଅଭିଯାନରେ ଇସ୍ରୋକୁ ବିଫଳତା
- PSLVକୁ ଇସ୍ରୋର ୱାର୍କହର୍ସ୍ ବା ଭରସାଯୋଗ୍ୟ ରକେଟ କୁହାଯାଏ 
- PSLVର ସଫଳତା ହାର ୯୫%
- ଏହା ସତ୍ତ୍ୱେ କାହିଁକି କ୍ରମାଗତ ୨ ଥର ଦେଖାଦେଲା ତ୍ରୁଟି, ବଢିଲା ଚିନ୍ତା
- ଯାନ୍ତ୍ରିକ କିମ୍ବା ବୈଷୟିକ ତ୍ରୁଟି ନା ଏହା ପଛରେ ରହିଛି ଷଡ଼ଯନ୍ତ୍ର, ତାକୁ ନେଇ ଚର୍ଚ୍ଚା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe