ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ କାମ କରିବା ପାଇଁ କିଏ ବା ନଚାହେଁ । ଏମିତିରେ ଯଦି କୌଣସିି ଅଭିନେତା ବା ଅଭିନେତ୍ରୀ ତାଙ୍କୁ ଅଣଦେଖା କରେ, ତେବେ କ’ଣ ହେବ ଆପଣ ଜାଣି ପାରୁଥିବେ । ନିକଟରେ ଏମିତି କିଛି ହୋଇଛି ଅଭିତାଭ ବଚ୍ଚନଙ୍କ ସହ । ବିଗତ କିଛି ଦିନ ପୂର୍ବରୁ ମସକଲି ଗର୍ଲ ସୋନମ କପୁରଙ୍କର ଜନ୍ମଦିନ ଥିଲା । ଏହି ଉପଲକ୍ଷେ ବିଗ୍ ବି ସୋନମଙ୍କୁ ମେସେଜ କରି ଅଭିନନ୍ଦନ ଜଣାଇଥିଲେ । କିନ୍ତୁ ସୋନମ ଏହାର କୌଣସି ପ୍ରତ୍ୟୁତ୍ତର ଦେଇ ନଥିଲେ ।
ଏଥିରେ ବିଗ୍ ବି ସୋନମଙ୍କ ଉପରେ ରାଗିଗଲେ । ଅମିତାଭ ନିଜର ରାଗ ଟ୍ୱିଟ ଜରିଆରେ ଜଣାଇଲେ । ସେ ଏହି ଟ୍ୱିଟରେ କହଥିଲେ, ପ୍ରିୟ ମୁଁ ଅଭିତାଭ ବଚ୍ଚନ, ମୁୁଁ ତୁମକୁ ଅଭିନ୍ଦନ ଜଣାଇଲି କିନ୍ତୁ ତୁମେ କିଛି ଉତ୍ତର ଦେଲ ନାହିଁ । ଯେତେବେଳେ ସୋନମଙ୍କ ବିଗ ବିଙ୍କ ଏହି ଟ୍ୱିଟ୍ ଦେଖିଲେ, ମୋର ବହୁତ ବଡ ଭୁଲ ହୋଇଯାଇଛି କହିଲେ ସୋନମ । ମୋତେ ଆପଣଙ୍କ ମେସେଜ ମିଳି ନଥିଲା । ସେଥିପାଇଁ ମୁଁ ଉତ୍ତର ଦେଇପାରିଲି ନାହିଁ । ଏଥିପାଇଁ ମୁଁ ବହୁତ ଦୁଃଖିତ ଓ ମୋତେ ଏଥିପାଇଁ ଆପଣ କ୍ଷମା କରି ଦିଅନ୍ତୁ ।
ଏହାସହ ଦେଖନ୍ତୁ -ଏହି ଅଭିନେତ୍ରୀଙ୍କ ପରି ଦେଖାଯାଆନ୍ତି ଦବଙ୍ଗ ଗର୍ଲ! ଜାଣନ୍ତୁ, କାହିଁକି ନିଜର ତୁଳନା ନେଇ ରାଗିଗଲେ ସୋନାକ୍ଷୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/collage11.jpg)