ଜାତୀୟ ତଦନ୍ତ ଏଜେନ୍ସି-ଏନଆଇଏର ଦୁଇଦିନିଆ ଆତଙ୍କବାଦ ବିରୋଧୀ ସମ୍ମିଳନୀ,  ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Advertisment

ନୂଆ ରଣନୀତି ନେଇ ଆଲୋଚନା । ଦେଶର ସୁରକ୍ଷାକୁ ମଜଭୁତ କରିବା ପାଇଁ ମାନସମନ୍ଥନ

ନୂଆ ରଣନୀତି ନେଇ ଆଲୋଚନା । ଦେଶର ସୁରକ୍ଷାକୁ ମଜଭୁତ କରିବା ପାଇଁ ମାନସମନ୍ଥନ

Union Home Minister Amit Shah

Union Home Minister Amit Shah Photograph: (Google)

କନକ ବ୍ୟୁରୋ:  ଜାତୀୟ ତଦନ୍ତ ଏଜେନ୍ସି-ଏନଆଇଏ ପକ୍ଷରୁ ଆୟୋଜିତ ଦୁଇଦିନିଆ ଆତଙ୍କବାଦ ବିରୋଧୀ ସମ୍ମିଳନୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆତଙ୍କବାଦ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁସାରେ ଏହି ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ନୂଆ ରଣନୀତି ଓ ଜାତୀୟ ସୁରକ୍ଷା ଉପରେ  ଗୁରୁତ୍ବ ଦିଆଯାଉଛି ।

ଅଧିକ ପଢନ୍ତୁ:  ବିହାରରେ ଡେରା ପକାଇବେ ଅମିତ ଶାହା; ଗୋଟିଏ ବୟାନ ବଢାଇଲା ବିହାର ରାଜନୀତିର ପାରା

ବିଭିନ୍ନ ରାଜ୍ୟର ପୁଲିସ ଅଧିକାରୀ, କେନ୍ଦ୍ରୀୟ ଏଜେନ୍ସି ଓ ବିଶେଷଜ୍ଞମାନେ ଅଂଶଗ୍ରହଣ କରି ଆତଙ୍କବାଦୀଙ୍କ ଅର୍ଥବ୍ୟବସ୍ଥା ଭାଙ୍ଗିବା, ଡିଜିଟାଲ ଫରେନସିକ୍ସ ଓ ରାଡିକାଲାଇଜେସନ ଭଳି ବିଷୟରେ ଆଲୋଚନା  କରୁଛନ୍ତି । ଏହା ଦେଶର ସୁରକ୍ଷାକୁ ମଜଭୁତ କରିବ ବୋଲି ଆଶା କରାଯାଉଛି ।


 
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe