Fire student Photograph: (Kanaknews)
କନକ ବ୍ୟୁରୋ: ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟିଣା ଘଟିଛି ରାଉରକେଲାର ଲାଞ୍ଜିବର୍ଣ୍ଣାରେ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି । ୯୦ ପ୍ରତିଶତ ପୋଡିଯାଇଥିବା ସୂଚନା । ତେବେ ଦେହରେ ଛାତ୍ରୀ ଜଣଙ୍କ ନିଜ ଦେହରେ କାହିଁକି ନିଆଁ ଲଗାଇଲେ କାରଣ ଏପର୍ଯ୍ୟନ୍ତ ଜାଣାପଡିନାହିଁ ।
ଅଧିକ ପଢନ୍ତୁ : ପାରାଦୀପ ବନ୍ଦରରେ ଅଘଟଣ: ଜାହାଜରେ ଲାଗିଲା ନିଆଁ
ଷ୍ଟୋରୀ ଅପଡେଟ୍ ହେଉଛି …
Follow Us