କନକ ବ୍ୟୁରୋ: ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ ଏଭଳି ଏକ ଅଭାବନୀୟ ଘଟିଣା ଘଟିଛି ରାଉରକେଲାର ଲାଞ୍ଜିବର୍ଣ୍ଣାରେ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ  ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି । ୯୦ ପ୍ରତିଶତ ପୋଡିଯାଇଥିବା ସୂଚନା । ତେବେ ଦେହରେ ଛାତ୍ରୀ ଜଣଙ୍କ ନିଜ ଦେହରେ କାହିଁକି ନିଆଁ ଲଗାଇଲେକାରଣ ଏପର୍ଯ୍ୟନ୍ତ ଜାଣାପଡିନାହିଁ ।

Advertisment

ଅଧିକ ପଢନ୍ତୁ :  ପାରାଦୀପ ବନ୍ଦରରେ ଅଘଟଣ: ଜାହାଜରେ ଲାଗିଲା ନିଆଁ

 ଷ୍ଟୋରୀ ଅପଡେଟ୍‌ ହେଉଛି …