ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

Advertisment

ଆଜି ବସିବ ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ଚଳିତ ବର୍ଷ ୨୦୨୬-୨୦୨୭ର ଶ୍ରୀମନ୍ଦିର ବଜେଟ, ନୀତିକାନ୍ତି ଏବଂ ରତ୍ନଭଣ୍ଡାରରେ ଥିବା ସୁନା ଗହଣାର ମେଳକ ପ୍ରସଙ୍ଗ ଏବଂ ଚଳିତ ବର୍ଷ ତ୍ରୁଟି ଶୂନ୍ୟ ରଥଯାତ୍ରା କରିବାକୁ ରଥ କୋଡ-୧୯୮୩ରେ ଆବଶ୍ୟକ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି ।

Shree Mandira

Shree Mandira Photograph: (Kanak News)

କନକ ବ୍ୟୁରୋ : ଆଜି ବସିବ ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ଚଳିତ ବର୍ଷ ୨୦୨୬-୨୦୨୭ର ଶ୍ରୀମନ୍ଦିର ବଜେଟ, ନୀତିକାନ୍ତି ଏବଂ ରତ୍ନଭଣ୍ଡାରରେ ଥିବା ସୁନା ଗହଣାର ମେଳକ ପ୍ରସଙ୍ଗ ଏବଂ ଚଳିତ ବର୍ଷ ତ୍ରୁଟି ଶୂନ୍ୟ ରଥଯାତ୍ରା କରିବାକୁ ରଥ କୋଡ-୧୯୮୩ରେ ଆବଶ୍ୟକ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ଅଧିକ ପଢନ୍ତୁ : ୩ ରାଶିକୁ କଷ୍ଟରେ ଦେଖିପାରନ୍ତିନି ରାହୁ : ସଙ୍କଟରୁ ବଞ୍ଚାନ୍ତି , ଧନ-ସମ୍ପତ୍ତି ଦିଅନ୍ତି

ପରିବର୍ତ୍ତିତ ସ୍ଥିତିକୁ ଦେଖି ପ୍ରଚଳିତ ବିଧି ବ୍ୟବସ୍ଥାରେ ସଂଶୋଧନ କରାଯିବାକୁ ନିଷ୍ପତ୍ତି ହୋଇଛି । ତେବେ ଭିଡ଼ ପରିଚାଳନା, ରଥଟଣା, ସମନ୍ବୟ, ଶୃଙ୍ଖଳିତ ପହଣ୍ଡି ଉପରେ ଏହି ସଂଶୋଧନରେ ଗୁରୁତ୍ବ ଦିଆଯାଇଛି । ଏଥିରେ ରତ୍ନ ଭଣ୍ଡାର ଗଣତି ମଣତି ସହ ଏହି ସଂଶୋଧନ ପ୍ରସଙ୍ଗ ଓ ବଜେଟ ଉପସ୍ଥାପନ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe