ସିମୁଳିଆରେ ଉଦ୍ୟାନ ବିଭାଗ ଫିଲ୍ଡ ଇନ୍‌ସପେକ୍ଟରଙ୍କ ଶୋଇଥିବା ଅବସ୍ଥାରେ ଅଚାନକ ମୃତ୍ୟୁ

Advertisment

ବାଲେଶ୍ବର ଜିଲ୍ଲା ସିମୁଳିଆ ଉଦ୍ୟାନ ବିଭାଗର ଫିଲ୍ଡ ଇନ୍‌ସପେକ୍ଟର ଡମ୍ବରୁଧର ନାୟକଙ୍କ ମୃତ୍ୟୁ । ୫୧ ବର୍ଷୀୟ ଡମ୍ବରୁଧର ଖାଇପିଇ ରାତିରେ ଘରେ ଶୋଇଥିଲେ । ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ବାଲେଶ୍ବର ଜିଲ୍ଲା ସିମୁଳିଆ ଉଦ୍ୟାନ ବିଭାଗର ଫିଲ୍ଡ ଇନ୍‌ସପେକ୍ଟର ଡମ୍ବରୁଧର ନାୟକଙ୍କ ମୃତ୍ୟୁ । ୫୧ ବର୍ଷୀୟ ଡମ୍ବରୁଧର ଖାଇପିଇ ରାତିରେ ଘରେ ଶୋଇଥିଲେ । ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

Death

Photograph: (Kanak News)

କନକ ବ୍ୟୁରୋ : ବାଲେଶ୍ବର ଜିଲ୍ଲା ସିମୁଳିଆ ଉଦ୍ୟାନ ବିଭାଗର ଫିଲ୍ଡ ଇନ୍‌ସପେକ୍ଟର ଡମ୍ବରୁଧର ନାୟକଙ୍କ ମୃତ୍ୟୁ । ୫୧ ବର୍ଷୀୟ ଡମ୍ବରୁଧର ଖାଇପିଇ ରାତିରେ ଘରେ ଶୋଇଥିଲେ । ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଅଧିକ ପଢନ୍ତୁ : ଲକ୍ଷ୍ମୀପୁରରେ ପ୍ରସୂତି ମୃତ୍ୟୁ , ଡାକ୍ତରଙ୍କ ଅବହେଳା ଅଭିଯୋଗ

ରାତିରେ ଶୋଇଥିବା ସମୟରେ ଅସୁସ୍ଥ ଅନୁଭବ କରିବା ସହିତ ବାନ୍ତି କରିଥିଲେ । ଅଧିକ ଅସୁସ୍ଥ ହେବାରୁ ପରିବାର ଲୋକେ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉଦ୍ୟାନ ବିଭାଗ କର୍ମଚାରୀ ଡମ୍ବରୁଧରଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe