କନକ ବ୍ୟୁରୋ : ଆଇଆରଏସ୍ ଅଫିସରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳରେ ଘଟିଛି ଛାତି ଥରାଇ ଦେଲା ଭଳି ଘଟଣା। IRS କ୍ବାଟର୍ସ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡଂ କରିଛନ୍ତି ଜଣେ ଆଇଆରଏଏସ ଅଫିସର ।
ଅଧିକ ପଢନ୍ତୁ : କେନ୍ଦ୍ରାପଡ଼ା ରାଜକନିକାରେ ଚାଞ୍ଚଲ୍ୟ , ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଚାରି ଶିକ୍ଷକଙ୍କ ଗଣଦୁଷ୍କର୍ମ ଅଭିଯୋଗ
ଏନେଇ ଥାନାରେ ଅଭିଯୋଗ ପରେ ରାଜଧାନୀରେ ହଚଳ ପଡିଛି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି । ଆଇଆରଏସଙ୍କ ବିରୋଧରେ ଦୁଷ୍କର୍ମ ଦଫା ଲଗାଇ ଛାନଭିନ୍ ଆରମ୍ଭ କରିଛି ପୁଲିସ ।
Follow Us