କନକ ବ୍ୟୁରୋ : ପାଟନା ଛାଡ଼ି ଦିଲ୍ଲୀ ଯିବେ ନୀତୀଶ କୁମାର । ବିହାରରେ ହୋଇପାରେ ବଡ଼ ରାଜନୈତିକ ପରିବର୍ତ୍ତନ । ରାଜ୍ୟସଭା ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ପୁଅ ନିଶାନ୍ତ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ । ବିଜେପି ହାତକୁ ଯାଇପରେ ମୁଖ୍ୟମନ୍ତ୍ରୀ ଆସନ । ଜେଡିୟୁ କାର୍ଯ୍ୟାଳୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଆଜି ନାମାଙ୍କନ ଦାଖଲ କରିବେ ନୀତିଶ କୁମାର । ବିଜେପି ଅଧ୍ୟକ୍ଷ ନୀତିନ ନବୀନ ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ । ପ୍ରାର୍ଥପତ୍ର ଦାଖଲ ସମୟରେ ଅମିତ ଶାହା ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତୀଶ ! ବିହାର ବଦଳରେ ଦିଲ୍ଲୀ ପାଇଁ ହେଲା ଡିଲ୍ !
ଗାଦି ଛାଡ଼ିବେ ୧୦ ଥର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ!
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯାଇପାରନ୍ତି ରାଜ୍ୟସଭା
ନୀତୀଶ ପାଟନା ଛାଡ଼ି ଦିଲ୍ଲୀ ଯିବା ଏକପ୍ରକାର ସ୍ପଷ୍ଟ
ଜେଡିୟୁ ସୂତ୍ରରୁ କୁହାଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
ନୀତୀଶଙ୍କ ନାମାଙ୍କନ ଦାଖଲ ପାଇଁ ସରିଛି ସବୁ ପ୍ରସ୍ତୁତି !
ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ !
ମାର୍ଚ୍ଚ ୧୬ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି
ପୁଅ ନିଶାନ୍ତ କୁମାର ହୋଇପାରନ୍ତି ବିହାର ଉପମୁଖ୍ୟମନ୍ତ୍ରୀ
ଜେଡିୟୁର ୨ୟ ଆସନରେ ରାଜ୍ୟସଭା ଯାଇପାରନ୍ତି ରାମନାଥ ଠାକୁର
ବିଜେପି ଅଧ୍ୟକ୍ଷ ନୀତିନ ନବୀନ ମଧ୍ୟ ନାମାଙ୍କନ ଦାଖଲ କରିବେ
ନାମାଙ୍କନ ସମୟରେ ଉପସ୍ଥିତ ରହିବେ ଗୃହମନ୍ତ୍ରୀ ଅମିତ ଶାହା
ନୀତିଶ ଇସ୍ତଫା ଦେଲେ ବିଜେପି ବାଛିବ ବିଧାୟକ ଦଳ ନେତା
ବିଜେପି ହାତକୁ ଯାଇପାରେ ବିହାର ମୁଖ୍ୟମନ୍ତ୍ରୀ ଆସନ
୮୯ ଆସନରେ ବିଜେପି, ୮୫ ଆସନରେ ଜେଡିୟୁ ନିର୍ବାଚନ ଜିତିଛି
ବିଜେପି ନେତା ମୁଖ୍ୟମନ୍ତ୍ରୀ ହେଲେ ବିହାର ରାଜନୀତିରେ ହେବ ବଡ଼ ପରିବର୍ତ୍ତନ
ନୀତିଶଙ୍କ ନିଷ୍ପତ୍ତିକୁ ଜେଡିୟୁ ସମର୍ଥନ କରିବ କହିଲେ ବରିଷ୍ଠ ନେତା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/05/nitish-kumar-2026-03-05-07-33-42.jpg)