Election Results Live Updates : ହରିୟାଣାରେ ବିଜେପିର ହ୍ୟାଟ୍ରିକ । ଜାମ୍ମୁ-କାଶ୍ମୀରରେ ମେଣ୍ଟ ମ୍ୟାଜିକ ।

Advertisment

ଜାମ୍ମୁ-କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନର ରେଜଲ୍ଟ ଆଜି ପ୍ରକାଶ ପାଇଛି । ହରିୟାଣାରେ ସବୁ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି ।  ସରକାର ବିରୋଧୀ ହାୱା ଓ ମାଳ ମାଳ ପ୍ରସଙ୍ଗ ସତ୍ୱେ ଏଠାରେ ବିଜେପିକୁ ହରାଇ ପାରିନାହିଁ କଂଗ୍ରେସ । ବିଜେପି ପୁଣିଥରେ ରାଜ୍ୟରେ ହ୍ୟାଟ୍ରିକ ମାରିଛି ।

Updated On

ଜାମ୍ମୁ-କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନର ରେଜଲ୍ଟ ଆଜି ପ୍ରକାଶ ପାଇଛି । ହରିୟାଣାରେ ସବୁ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି ।  ସରକାର ବିରୋଧୀ ହାୱା ଓ ମାଳ ମାଳ ପ୍ରସଙ୍ଗ ସତ୍ୱେ ଏଠାରେ ବିଜେପିକୁ ହରାଇ ପାରିନାହିଁ କଂଗ୍ରେସ । ବିଜେପି ପୁଣିଥରେ ରାଜ୍ୟରେ ହ୍ୟାଟ୍ରିକ ମାରିଛି ।

ଅଦ୍ୟତନ ହୋଇଛି
òiþò\þò\þ

କନକ ବ୍ୟୁରୋ : ହରିୟାଣାରେ ସବୁ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି ।  ସରକାର ବିରୋଧୀ ହାୱା ଓ ମାଳ ମାଳ ପ୍ରସଙ୍ଗ ସତ୍ୱେ ଏଠାରେ ବିଜେପିକୁ ହରାଇ ପାରିନାହିଁ କଂଗ୍ରେସ । ବିଜେପି ପୁଣିଥରେ ରାଜ୍ୟରେ ହ୍ୟାଟ୍ରିକ ମାରିଛି ।  ମୋଟ ୯୦ ଆସନ ମଧ୍ୟରୁ ବିଜେପିକୁ ବହୁମତ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ମିଳିସାରିଛି । ବିଜେପି ୪୮ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୩୭ ଆସନରେ ଆଗୁଆ ଅଛି ।  ସ୍ୱାଧୀନ ଓ ଅନ୍ୟ ଦଳ ୫ ଆସନରେ ଆଗୁଆ ଅଛନ୍ତି ।  ଜେଜେପି ଓ ଆଇଏନଏଲଡି ଭଳି ଆଞ୍ଚଳିକ ଦଳ ମୂଳପୋଛ ହୋଇଯାଇଛି । 

  • Oct 08, 2024 08:25 IST

    କେଉଁଠି କିଏ କେତେ ସିଟରେ ଆଗୁଆ?

    ହରିୟାଣା (90/90) BJP  CONG  INLD OTH
    48 37 02 03
    ଜାମ୍ମୁକାଶ୍ମୀର (90/90) BJP CONG+ PDP OTH
    29 47 03 11

     

  • Oct 08, 2024 22:40 IST

    କାହିଁକି ହରିୟାଣାରେ ହାଟ୍ରିକ୍ ମାରିଲା ବିଜେପି ? କାମ ଦେଲା କି ମୁଖ୍ୟମନ୍ତ୍ରୀ ବଦଳାଇବା ଫର୍ମୂଲା ?

    କାହିଁକି ହରିୟାଣାରେ ହାଟ୍ରିକ୍ ମାରିଲା ବିଜେପି ? କାମ ଦେଲା କି ମୁଖ୍ୟମନ୍ତ୍ରୀ ବଦଳାଇବା ଫର୍ମୂଲା ? #HaryanaElectionResult #Congress #BJP

    Posted by Kanak News on Tuesday, October 8, 2024

  • Oct 08, 2024 17:46 IST

    ଲଗାତାର ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବାକୁ ଯାଉଛି ବିଜେପି

    ferfesfrsef

  • Oct 08, 2024 16:43 IST

    ଯଦି କଂଗ୍ରେସ କେଜ୍ରିୱାଲଙ୍କ ସହ ମେଣ୍ଟ କରିଥାନ୍ତା....

    ହରିୟାଣା ଫଳାଫଳକୁ ନେଇ ବରିଷ୍ଠ ସାମ୍ବାଦିକଙ୍କ ମତ । କହିଲେ, କଂଗ୍ରେସ ଅତ୍ୟଧିକ ଆତ୍ମବିଶ୍ୱାସ ହୋଇଗଲା । ଯଦି କଂଗ୍ରେସ କେଜ୍ରିୱାଲଙ୍କ ସହ ମେଣ୍ଟ କରିଥାନ୍ତା, ତେବେ କିଛି ଫାଇଦା ହୋଇପାରିଥାନ୍ତା । #Haryana #ElectionResults #Congress

    Posted by Kanak News on Tuesday, October 8, 2024

  • Oct 08, 2024 15:37 IST

    ବିଧାୟକ ହେବେ ଦେଶର ଧନୀ ମହିଳା ସାବିତ୍ରୀ ଜିନ୍ଦଲ

    evec

  • Oct 08, 2024 14:23 IST

    ବାଜି ମାରିଲେ ବିନେଶ୍

    ବାଜି ମାରିଲେ ବିନେଶ୍ । କୁସ୍ତି ପରେ ଏବେ ରାଜନୀତିରେ କଲେ  କମାଲ  । ଚିତପଟାଙ୍ଗ ହେଲେ ପ୍ରତିଦ୍ୱନ୍ଦ୍ୱି ଯୋଗେଶ ବୈରାଗୀ ।

    53vinesh

  • Oct 08, 2024 14:10 IST

     ଓମାର ଅବଦୁଲ୍ଲା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ !

     ଓମାର ଅବଦୁଲ୍ଲା, ଜମ୍ମୁ- କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ! ଦୃଢତାର ସହ ବିଜୟ ପଥରେ କଂଗ୍ରେସ , ଏନସି ଯୋଡି

    22--

  • Oct 08, 2024 13:00 IST

    ହରିୟାଣାରେ ବିଜେପି ମାରିବ କି ହାଟ୍ରିକ୍?

    କନକ ବ୍ୟୁରୋ: ହରିୟାଣାରେ ହାଟ୍ରିକ ମାରିବ କି ବିଜେପି? ପୁଣି ରାଜ୍ୟରେ ଗଢାହେବ କି ବିଜେପି ସରକାର? ହରିୟାଣା ନିର୍ବାଚନ ଫଳାଫଳ ନେଇ ଆସୁଥିବା ଟ୍ରେଣ୍ଡରେ ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ରହିଥିବାରୁ, ଏଭଳି କିଛି ଚର୍ଚ୍ଚା ଆରମ୍ଭ ହେଇଛି । ଖାଲି ସେତିକି ନୁହେଁ, ପୂର୍ବର ସବୁ ରେକର୍ଡକୁ କାଟି, ବିଜେପି ଏଥର ହରିୟାଣାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରେ ବୋଲି ମଧ୍ୟ କଥା ଉଠିଲାଣି । ପୂରା ଷ୍ଟୋରୀ ପଢିବା ପାଇଁ କ୍ଲିକ୍ କରନ୍ତୁ... haryana bjp

  • Oct 08, 2024 12:09 IST

    ଦେଶର ସବୁଠୁ ଧନୀ ମହିଳା ଭୋଟରେ ଆଗୁଆ

    efe

  • Oct 08, 2024 11:21 IST

    ଜାମ୍ମୁକାଶ୍ମୀର; ଟ୍ରେଣ୍ଡରେ ଏନସି-କଂଗ୍ରେସ ମେଣ୍ଟକୁ ବହୁମତ

  • Oct 08, 2024 10:53 IST

    ହରିୟାଣାରେ ବଦଳିଲା ଗଣିତ

    ହରିୟାଣାରେ ବଦଳିଲା ଗଣିତ; ଆଗେଇଲା ବିଜେପି, ପଛରେ ପଡିଲା କଂଗ୍ରେସ । ବିଜେପି ୪୭ ଆସନରେ ଆଗୋଉଥିବାବେଳେ ୩୫ ଆସନରେ ଆଗରେ କଂଗ୍ରେସ 
    l-13

  • Oct 08, 2024 10:18 IST

    କନକ ନ୍ୟୁଜ୍ LIVE

  • Oct 08, 2024 10:08 IST

    ୩୮ ଆସନରେ ଆଗଉଛି ବିଜେପି

    ହରିୟାଣାରେ ବର୍ତ୍ତମାନ ଟ୍ରେଣ୍ଡ୍ ଅନୁସାରେ ୩୮ ଆସନରେ ଆଗଉଛି ବିଜେପି, ୪୪ ଆସନରେ କଂଗ୍ରେସ ଆଗୁଆ , ୫ ଆସନରେ ଅନ୍ୟ ଦଳ ।

    5333

  • Oct 08, 2024 09:55 IST

    ବିଜେପିକୁ ଡବଲ୍ ଝଟକା!

    bjp double

  • Oct 08, 2024 09:49 IST

    ହରିୟାଣାରେ କଂଗ୍ରେସ ୪୪ ସିଟରେ ଆଗୁଆ

    ଆସୁଛି ଟ୍ରେଣ୍ଡ । ହରିୟାଣାରେ କଂଗ୍ରେସ ୪୪ ସିଟରେ ଆଗୁଆ, ବିଜେପି ୩୮ ସିଟରେ ଆଗୁଆ । ଅନ୍ୟାନ୍ୟ କେବଳ ୫ଟି ସିଟରେ ଆଗୁଆ 

    haryana updates

  • Oct 08, 2024 09:49 IST

    ହରିୟାଣାରେ ଧାଉଁଛି କଂଗ୍ରେସ

  • Oct 08, 2024 09:25 IST

    ହରିୟାଣାରେ ୭୩ ସିଟରେ କଂଗ୍ରେସ ଆଗୁଆ

    ହରିୟାଣାରେ ଜୋରସୋରରେ ଆଗୁଆ ଚାଲିଛି କଂଗ୍ରେସ । ଏବେଯାଏଁ ଟ୍ରେଣ୍ଡ ଅନୁସାରେ ୭୩ ସିଟରେ କଂଗ୍ରେସ ଆଗୁଆ, ପଛରେ ପଡିଛି ବିଜେପି ।

    c-22

  • Oct 08, 2024 08:57 IST

    ଜମ୍ମୁ-କାଶ୍ମୀରରେ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ୍

  • Oct 08, 2024 08:57 IST

    ହରିୟାଣାରେ ଆଗରେ କଂଗ୍ରେସ

    ହରିୟାଣାରେ ଆଗରେ କଂଗ୍ରେସ ; ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁସାରେ କଂଗ୍ରେସ ୫୪ ଆସନରେ ଆଗୁଆ ଥିବାବେଳେ ବିଜେପି ୨୧ ସିଟରେ ଆଗୁଆ
    34

  • Oct 08, 2024 08:34 IST

    ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ

    ଆରମ୍ଭ ହେଲା ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେନ୍ଦ୍ର ସିଂହ ହୁଡ୍ଡା ଆଗରେ । ହରିୟାଣାରେ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ।  

  • Oct 07, 2024 22:05 IST

    ସକାଳ ୯ଟା ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡ ଆସିବା ସମ୍ଭାବନା

  • Oct 07, 2024 21:53 IST

    ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ

    ଅକ୍ଟୋବର ୮ ତାରିଖ ସକାଳୁ ଭୋଟ୍ ଗଣତି ଆରମ୍ଭ ହେବ । ଆଉ ଧୀରେ ଧୀରେ ପ୍ରାରମ୍ଭିକ ଟ୍ରେଣ୍ଡ ଆସିବା ଆରମ୍ଭ ହେବ । ତେଣୁ ଏହି ଦୁଇ ବିଧାନସଭା ନିର୍ବାଚନର ଫଳାଫଳ ଜାଣିବା ପାଇଁ କନକ ନ୍ୟୁଜ୍ ସହ ଯୋଡି ହେଇ ରୁହନ୍ତୁ, ଆଉ ଦେଖନ୍ତୁ ଆମର ଲାଇଭ୍ ଅପଡେଟସ୍...

  • Oct 07, 2024 21:51 IST

    ଚମକେଇ ଦେଇଥିଲା ଏକଜିଟ୍ ପୋଲ୍

    ଏକଜିଟ୍ ପୋଲରେ ଏହି ଦୁଇ ବିଧାନସଭାର ରେଜଲ୍ଟ ସମସ୍ତଙ୍କୁ ଚମକେଇ ଦେଇଥିଲା । ଅଧିକାଂଶ ଏକଜିଟ୍ ପୋଲରେ ହରିୟାଣାରେ କଂଗ୍ରେସ ସରକାର ଗଢିବ ବୋଲି ପୂର୍ବାନୁମାନ କରୁଥିବାବେଳେ, ଜାମ୍ମୁକାଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟକୁ ବଡ ସଫଳତା ମିଳିବ ବୋଲି କୁହାଯାଇଛି । ତେଣୁ ଏକଜିଟ୍ ପୋଲ୍ ଏକଜାଟ୍ ପୋଲରେ ବଦଳୁଛି କି ନାହିଁ, ତା ଉପରେ ନିଶ୍ଚୟ ନଜର ରହିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe