ଯାଜପୁରରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ପାଳିତ, ଶକ୍ତି ସ୍ୱରୂପିଣୀ କାର୍ଯ୍ୟକ୍ରମ ଆୟୋଜିତ

Advertisment

ଯାଜପୁର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡ଼ିୟମରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶକ୍ତି ସ୍ୱରୂପିଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ "ଅସ୍ମିତା" ପଦକ୍ଷେପ ଅଧୀନରେ ଆୟୋଜିତ କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

070326_6AM_NEWSA_01.06_25_12_07.Still001

Photograph: (kanaknews)

କନକ ବ୍ୟୁରୋ : ଯାଜପୁର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡ଼ିୟମରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶକ୍ତି ସ୍ୱରୂପିଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ "ଅସ୍ମିତା" ପଦକ୍ଷେପ ଅଧୀନରେ ଆୟୋଜିତ କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ଅଧିକ ପଢନ୍ତୁ : ଫୋନ୍ ବନ୍ଦ, ଝିଅ ନିଖୋଜ: ନିଆଳି ଆମ୍ବାପଡ଼ା ଗାଁର ମମତାଙ୍କୁ ଟିକେ ଖୋଜି ଦିଅନ୍ତୁ...

ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅତିଥି ଯୋଗ ଦେଇ ଶକ୍ତି ସ୍ୱରୂପିଣୀରେ ସାମୂହିକ ଯୋଗ ଶିବିର, ଜୁମ୍ବା, ଏରୋବିକ୍ସ ଦ୍ଵାରା କିଭଳି ଶାରୀରିକ ସୁସ୍ଥ ରହିବ ସେ ନେଇ ଗୁରୁତ୍ବରୋପ କରିଥିଲେ । ଏହି ଅବସରରେ ଜିଲାର ବିଭିନ୍ନ କୋଣ ଅନୁକୋଣ ରୁ ୫୦୦ରୁ ଉର୍ଦ୍ଧ ମହିଳା ଉପସ୍ଥିତ ରହି ଯୋଗାଭ୍ୟାସ କରିବା ସହ ଜୁମ୍ବା, ଏରୋବିକ୍ସରେ ଅଂଶ ଗ୍ରହଣ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe