୧୨ ଘଣ୍ଟା ପରେ ଭୁବନେଶ୍ବରରୁ ଉଡ଼ିଲା ଇଣ୍ଡିଗୋ ବିମାନ, ରିଫୁଏଲିଂ ପାଇଁ ଗତକାଲି ରାତିରେ ପହଂଚିଥିଲା

Advertisment

ବିଳମ୍ବ ପାଇଁ ହୋହଲ୍ଲା କରିଥିଲେ ଯାତ୍ରୀ । ବୁଝାସୁଝା ପାଇଁ ଯାଇଥିଲେ ଡିସିପି ଓ କମିସନର ।

ବିଳମ୍ବ ପାଇଁ ହୋହଲ୍ଲା କରିଥିଲେ ଯାତ୍ରୀ । ବୁଝାସୁଝା ପାଇଁ ଯାଇଥିଲେ ଡିସିପି ଓ କମିସନର ।

Indigo Flight

Indigo Flight Photograph: (Google)

କନକ ବ୍ୟୁରୋ: ୧୨ ଘଣ୍ଟା ପରେ ଭୁବନେଶ୍ବରରୁ ଉଡ଼ିଲା ଇଣ୍ଡିଗୋ ବିମାନ । ରିଫୁଏଲିଂ ପାଇଁ ଗତକାଲି ରାତିରେ ପହଂଚିଥିଲା । ବିଳମ୍ବ ପାଇଁ ହୋହଲ୍ଲା କରିଥିଲେ ଯାତ୍ରୀ । ବୁଝାସୁଝା ପାଇଁ ଯାଇଥିଲେ ଡିସିପି ଓ କମିସନର । ରନୱେରେ ଶୋଇପଡ଼ିବାକୁ ଧମକ ଦେଇଥିଲେ ଯାତ୍ରୀ ।

 ଅଧିକ ପଢନ୍ତୁ: ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା ବନ୍ଦ କରିବ ଇଣ୍ଡିଗୋ

ସିକୁରିଟି ରୁମ୍‌ରେ ରାତି କଟାଇବା ପରେ ସକାଳୁ ସକାଳୁ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ ବିମାନବନ୍ଦର କତୃପକ୍ଷ । ସେପଟେ ଦିଲ୍ଲୀରୁ ଆଜି ଇଣ୍ଡିଗୋର ସବୁ ସମସ୍ତ ଉଡ଼ାଣ ବାତିଲ ହୋଇଛି । ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe