କନକ ବ୍ୟୁରୋ: ୧୨ ଘଣ୍ଟା ପରେ ଭୁବନେଶ୍ବରରୁ ଉଡ଼ିଲା ଇଣ୍ଡିଗୋ ବିମାନ । ରିଫୁଏଲିଂ ପାଇଁ ଗତକାଲି ରାତିରେ ପହଂଚିଥିଲା । ବିଳମ୍ବ ପାଇଁ ହୋହଲ୍ଲା କରିଥିଲେ ଯାତ୍ରୀ । ବୁଝାସୁଝା ପାଇଁ ଯାଇଥିଲେ ଡିସିପି ଓ କମିସନର । ରନୱେରେ ଶୋଇପଡ଼ିବାକୁ ଧମକ ଦେଇଥିଲେ ଯାତ୍ରୀ ।
ଅଧିକ ପଢନ୍ତୁ: ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା ବନ୍ଦ କରିବ ଇଣ୍ଡିଗୋ
ସିକୁରିଟି ରୁମ୍ରେ ରାତି କଟାଇବା ପରେ ସକାଳୁ ସକାଳୁ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ ବିମାନବନ୍ଦର କତୃପକ୍ଷ । ସେପଟେ ଦିଲ୍ଲୀରୁ ଆଜି ଇଣ୍ଡିଗୋର ସବୁ ସମସ୍ତ ଉଡ଼ାଣ ବାତିଲ ହୋଇଛି । ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/05/indigo-flight-2025-12-05-13-25-59.jpg)