ବୋମା ଖାଇ ଗୁରୁତର ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ,  ଚିକିତ୍ସା କେନ୍ଦ୍ରରେ ଗୁରୁତର ହାତୀର ଚିକିତ୍ସା ଚାଲିଥିଲା

Advertisment

ଐରାବତ ରେସକ୍ୟୁ ଟ୍ରକ ଜରିଆରେ ସ୍ଥାନାନ୍ତର । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ

ଐରାବତ ରେସକ୍ୟୁ ଟ୍ରକ ଜରିଆରେ ସ୍ଥାନାନ୍ତର । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ

elephant

elephant Photograph: (KanakNews)

କନକ ବ୍ୟୁରୋ;  ବୋମା ଖାଇ ଗୁରୁତର ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ  ଘଟିଛି ।  ଢେଙ୍କାନାଳ କପିଳାସ ହାତୀ ଚିକିତ୍ସା କେନ୍ଦ୍ରରେ ଗୁରୁତର ହାତୀର ଚିକିତ୍ସା ଚାଲିଥିଲା । ହାତୀ ଉଦ୍ଧାର ପାଇଁ ସ୍ବତନ୍ତ୍ର ଭାବେ ଡିଜାଇଲ ହୋଇଥିବା ଐରାବତ ରେସକ୍ୟୁ ଟ୍ରକ ଜରିଆରେ ହାତୀକୁ ସ୍ଥାନାନ୍ତର କରାଯାଇଥିଲା । 

ଅଧିକ ପଢନ୍ତୁ; କଟାଚାଲିଛି ଜଙ୍ଗଲ : ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀ ପଲ

ତେବେ  ହାତୀର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ବୋମା ଖାଇ ଗୁରୁତର ହୋଇଥିବା ହାତୀଟିର ଛିଡ଼ା ହେବାକୁ ଶକ୍ତି ମଧ୍ୟ ପାଉନଥିଲା । ତେଣୁ କ୍ରେନ୍ ସାହାଯ୍ୟରେ ଐରାବତକୁ ଉଠାଯାଇଥିଲା ।  କିନ୍ତୁ ଶେଷ ରେ ହାତୀଟି ଆଖି ବୁଜିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe