କନକ ବ୍ୟୁରୋ; ବୋମା ଖାଇ ଗୁରୁତର ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଢେଙ୍କାନାଳ କପିଳାସ ହାତୀ ଚିକିତ୍ସା କେନ୍ଦ୍ରରେ ଗୁରୁତର ହାତୀର ଚିକିତ୍ସା ଚାଲିଥିଲା । ହାତୀ ଉଦ୍ଧାର ପାଇଁ ସ୍ବତନ୍ତ୍ର ଭାବେ ଡିଜାଇଲ ହୋଇଥିବା ଐରାବତ ରେସକ୍ୟୁ ଟ୍ରକ ଜରିଆରେ ହାତୀକୁ ସ୍ଥାନାନ୍ତର କରାଯାଇଥିଲା ।
ଅଧିକ ପଢନ୍ତୁ; କଟାଚାଲିଛି ଜଙ୍ଗଲ : ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀ ପଲ
ତେବେ ହାତୀର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ବୋମା ଖାଇ ଗୁରୁତର ହୋଇଥିବା ହାତୀଟିର ଛିଡ଼ା ହେବାକୁ ଶକ୍ତି ମଧ୍ୟ ପାଉନଥିଲା । ତେଣୁ କ୍ରେନ୍ ସାହାଯ୍ୟରେ ଐରାବତକୁ ଉଠାଯାଇଥିଲା । କିନ୍ତୁ ଶେଷ ରେ ହାତୀଟି ଆଖି ବୁଜିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/16/elephant-2026-01-16-09-22-19.jpg)