ଆଜି ମାଟ୍ରିକ ପରୀକ୍ଷାର ତୃତୀୟ ଦିନ ; ହିନ୍ଦୀ-ସଂସ୍କୃତ ପରୀକ୍ଷା, କଡ଼ା ସୁରକ୍ଷା ବ୍ୟବସ୍ଥା

Advertisment

ମାଟ୍ରିକ ପରୀକ୍ଷାର ଆଜି ହେଉଛି ତୃତୀୟ ଦିବସ । ଆଜି ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସକାଳ ୯ ଟାରୁ ଆରମ୍ଭ ହେବ ପରୀକ୍ଷା । ଏନେଇ ସକାଳ ସାଢେ ୭ଟାରୁ ପରୀକ୍ଷା କେନ୍ଦ୍ରରେ ଲାଗିଥିଲା ଛାତ୍ରଛାତ୍ରୀଙ୍କ ଗହଳି ।

ମାଟ୍ରିକ ପରୀକ୍ଷାର ଆଜି ହେଉଛି ତୃତୀୟ ଦିବସ । ଆଜି ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସକାଳ ୯ ଟାରୁ ଆରମ୍ଭ ହେବ ପରୀକ୍ଷା । ଏନେଇ ସକାଳ ସାଢେ ୭ଟାରୁ ପରୀକ୍ଷା କେନ୍ଦ୍ରରେ ଲାଗିଥିଲା ଛାତ୍ରଛାତ୍ରୀଙ୍କ ଗହଳି ।

Matric Exam

Photograph: (Kanak News)

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର ଆଜି ହେଉଛି ତୃତୀୟ ଦିବସ । ଆଜି ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସକାଳ ୯ ଟାରୁ ଆରମ୍ଭ ହେବ ପରୀକ୍ଷା । ଏନେଇ ସକାଳ ସାଢେ ୭ଟାରୁ ପରୀକ୍ଷା କେନ୍ଦ୍ରରେ ଲାଗିଥିଲା ଛାତ୍ରଛାତ୍ରୀଙ୍କ ଗହଳି । ଚଳିତବର୍ଷ ୫ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା, ମଧ୍ୟମା,  ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଦେଉଛନ୍ତି ।

ଅଧିକ ପଢନ୍ତୁ : ସପ୍ତାହ ପରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା; AI ନଜରରେ ରହିବ ପରିଚାଳନା ହବ୍

ପ୍ରଶ୍ନପତ୍ର ଭାଇରଲ ରୋକିବାକୁ ପ୍ରତି ପ୍ରଶ୍ନରେ କ୍ୟୁଆର କୋର୍ଡ ଏବଂ ୱାଟର  ମାର୍କ ବ୍ୟବସ୍ଥା କରାଯାଇଛି । ପ୍ରତି ପରୀକ୍ଷା କେନ୍ଦ୍ରରେ ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ରହିଛି । ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe