କଟକ ସାଲେପୁରର ମୁନସୀ ମେଲଣର ୧୦୦ ବର୍ଷ ପୂର୍ଣ୍ଣ, ମେଲଣରେ ଆଧୁନିକତା ସହ ପରମ୍ପରାର ଝଲକ

Advertisment

ଆଜକୁ ଶହେ ବର୍ଷ ହେବ ପରମ୍ପରା, ସଂସ୍କୃତି ସହ ଭାଇଚାରାର ଅତୁଟ ସମ୍ପର୍କକୁ ସାଉଁଟି ରଖିଆସୁଛି କଟକ ଜିଲ୍ଲା ସାଲେପୁରର ମୁନସୀ ମେଲଣ । ୧୯୨୬ରେ ସାଲେପୁରର ଜଣେ ପୁଲିସ୍‌ ଅଫିସର ସୀତାକାନ୍ତ ପଟ୍ଟନାୟକ ମାନସିକ କରିଥିଲେ । ତାଙ୍କ ମାନସିକ ପୂରଣ ହେବାରୁ ସେ ଏହି ମେଳଣ ଆରମ୍ଭ କରିଥିଲେ ।

Melana

Melana Photograph: (Kanak News)

କନକ ବ୍ୟୁରୋ : ଆଜକୁ ଶହେ ବର୍ଷ ହେବ ପରମ୍ପରା, ସଂସ୍କୃତି ସହ ଭାଇଚାରାର ଅତୁଟ ସମ୍ପର୍କକୁ ସାଉଁଟି ରଖିଆସୁଛି କଟକ ଜିଲ୍ଲା ସାଲେପୁରର ମୁନସୀ ମେଲଣ । ୧୯୨୬ରେ ସାଲେପୁରର ଜଣେ ପୁଲିସ୍‌ ଅଫିସର ସୀତାକାନ୍ତ ପଟ୍ଟନାୟକ ମାନସିକ କରିଥିଲେ । ତାଙ୍କ ମାନସିକ ପୂରଣ ହେବାରୁ ସେ ଏହି ମେଳଣ ଆରମ୍ଭ କରିଥିଲେ ।

ଅଧିକ ପଢନ୍ତୁ : କାହିଁକି ହନୁମାନ ନେଇଥିଲେ ପଞ୍ଚମୁଖୀ ରୂପ? ସଙ୍କଟମୋଚନଙ୍କ ପ୍ରତିଟି ମୁଖ କ’ଣ ସୂଚାଏ ? କେମିତି ଘରେ କରିବେ ପୂଜା ?

ସେ ସମୟରେ ପୁଲିସକୁ ମୁନସୀ କହୁଥିବାରୁ ଏହି ମେଲଣ ମୁନସୀ ମେଳଣ ନାଁରେ ପରିଚିତ । ଏହି ମେଳଣର ବିଶେଷତ୍ବ ହେଉଛି ଏଥିରେ ସାଲେପୁର ଥାନାର ଭାରପ୍ରାପ୍ତ ଅଧିକାରୀ ମେଳଣର ମୁଖ୍ୟ ହୋଇ ଠାକୁରଙ୍କୁ ଭୋଗ ଖୁଆନ୍ତି । ଏହାକୁ ଦେଖିବାକୁ ହଜାର, ହଜାର ଶ୍ରଦ୍ଧାଳୁ ଭିଡ଼ ଜମେ । ବିମାନରେ ରାଧାକୃଷ୍ଣ ମେଳଣ ପଡ଼ିଆକୁ ଯିବାବେଳେ ସଂସ୍କୃତି, ପରମ୍ପରା ସହ ଆଧୁନିକତାର ଝଲକ ଦେଖିବାକୁ ମିଳେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe