ଆସନ୍ତାକାଲି ଭୁବନେଶ୍ବର ଆସିବେ ମୁଖ୍ୟ ନିର୍ବାଚନ କମିଶନର, କାଲି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଯିବେ କୋଣାର୍କ

Advertisment

ରବିବାର ଦିନ ରଘୁରାଜପୁର, ଧଉଳି ଶାନ୍ତି ସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ । ସୋମବାର ଦିନ ବୁଥ୍‌ସ୍ତରୀୟ ଅଧିକାରୀଙ୍କ କରିବେ ସମ୍ବୋଧନ ।

ରବିବାର ଦିନ ରଘୁରାଜପୁର, ଧଉଳି ଶାନ୍ତି ସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ । ସୋମବାର ଦିନ ବୁଥ୍‌ସ୍ତରୀୟ ଅଧିକାରୀଙ୍କ କରିବେ ସମ୍ବୋଧନ ।

Gyanesh-Kumar

Gyanesh-Kumar Photograph: (Google)

କନକ ବ୍ୟୁରୋ:  ଆସନ୍ତାକାଲି ଭୁବନେଶ୍ବର ଆସିବେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ତିନି ଦିନିଆ ଗସ୍ତରେ ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ଏହାପରେ ପୁରୀରୁ ବାହାରି କୋଣାର୍କ ଯିବେ। ୨୮ତାରିଖ ରବିବାର ଦିନ ରଘୁରାଜପୁର, ଧଉଳି ଶାନ୍ତି ସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ସୋମବାର ଦିନ ବୁଥସ୍ତରୀୟ ଅଧିକାରୀଙ୍କ କରିବେ ସମ୍ବୋଧନ ।

ଅଧିକ ପଢନ୍ତୁ ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର । ରାଜୀବ କୁମାରଙ୍କ ନେବେ ସ୍ଥାନ ।

ମୁଖ୍ୟ ନିର୍ବାଚନ କମିଶନର ଡିସେମ୍ବର ୨୯ ତାରିଖ ସୋମବାର ଦିନ ଅପରାହ୍ନ ୩ଟା ବେଳେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରିବେ। ବୁଥ ସ୍ତରୀୟ ଅଧିକାରୀଙ୍କୁ ସମ୍ବୋଧନ କରିବେ ଏବଂ ସେହିଦିନ ରାତିରେ ଭୁବନେଶ୍ୱରରୁ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe