ଅଣ୍ଡା ଦର ଶୁଣିଲେ ଲାଗୁଛି ଡର, ବଜାରରେ ଗୋଟା ଅଣ୍ଡାର ଦାମ ୯ ଟଙ୍କା

Advertisment

ଗୋଟା ଅଣ୍ଡାର ଦାମ ୯ଟଙ୍କା । କିଛି ଦିନ ତଳେ ଯେଉଁଠି ଦର ୭ ଟଙ୍କା ଥିଲା, ସେଠି ଦର ୨ ଟଙ୍କା ବୃଦ୍ଧି ପାଇବା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି ।

Updated On

ଗୋଟା ଅଣ୍ଡାର ଦାମ ୯ଟଙ୍କା । କିଛି ଦିନ ତଳେ ଯେଉଁଠି ଦର ୭ ଟଙ୍କା ଥିଲା, ସେଠି ଦର ୨ ଟଙ୍କା ବୃଦ୍ଧି ପାଇବା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଅଦ୍ୟତନ ହୋଇଛି
Egg price

Egg price Photograph: (KanakNews)

କନକ ବ୍ୟୁରୋ;  ଅଣ୍ଡା ଦର ଶୁଣିଲେ ଡର ଲାଗୁଛି । ବଜାରରେ ହୁ ହୁ ହୋଇ ବଢ଼ି ଚାଲିଛି ଅଣ୍ଡା ଦର । ଗୋଟା ଅଣ୍ଡାର ଦାମ ୯ଟଙ୍କା । କିଛି ଦିନ ତଳେ ଯେଉଁଠି ଦର ୭ ଟଙ୍କା ଥିଲା, ସେଠି ଦର ୨ ଟଙ୍କା ବୃଦ୍ଧି ପାଇବା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଅଧିକ ପଢନ୍ତୁ: ଚା’ ପତି ପାଣିରେ ବୁଡ଼ାଇ ବିକୁଛନ୍ତି ନକଲି ଅଣ୍ଡା, ଏମିତି ଚିହ୍ନନ୍ତୁ ଅସଲି ଏବଂ ନକଲି ଅଣ୍ଡା

 ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶଛୁଆଁ ହୋଇଛି ଦାମ । କେଉଁଠି ଗୋଟିଏ ପେଟିର ଦାମ ୧୬ଶହ ଟଙ୍କା ସହ କେଉଁଠି ୧୬ଶହ ୫୦ ଟଙ୍କା । ଅଣ୍ଡା ଟ୍ରେ’ର ଦାମ ୨୫୦ଟଙ୍କା ଉପରେ ରହିଛି । କଟକ, ଭୁବନେଶ୍ବର ସମେତ ଗାଁ ଗାଁରେ ଅଣ୍ଡା ଆଦୌ ମିଳୁନି । ବେପାରୀଙ୍କ କହିବା କଥା, ଫାର୍ମରେ ଅଣ୍ଡା ଅଭାବ ଦେଖା ଦେବାରୁ ବଜାର ଆବଶ୍ୟକତା ପୂରଣ ହୋଇପାରୁ ନାହିଁ । ତଥାପି ଆସନ୍ତାମାସ ବେଳ ବେଳକୁ ଦର ଖସି ଆସିବ ବୋଲି ଅନୁମାନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe