ଆମେରିକାର ରୋଡ ଆଇଲ୍ୟାଣ୍ଡର ବ୍ରାଉନ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ,  ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଗୁରୁତର

Advertisment

ଶନିବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପୁଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକର ଛାନଭିନ୍ ।

ଶନିବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପୁଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକର ଛାନଭିନ୍ ।

Brown University shooting

Brown University shooting Photograph: (Google)

କନକ ବ୍ୟୁରୋ:  ଆମେରିକାର ରୋଡ ଆଇଲ୍ୟାଣ୍ଡର ବ୍ରାଉନ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ । ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି । ଶନିବାର ରାତିରେ ଏଭଳି ଘଟଣା ଘଟିଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବା ବେଳେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।

ଅଧିକ ପଢନ୍ତୁ : କିଏ ଏହି ଭାଉ ଗ୍ୟାଙ୍ଗ୍ , ଯିଏ ଏଲଭିସଙ୍କ ଘରେ କରିଥିଲେ ଫାୟାରିଂ ? ସାମ୍ନାକୁ ଆସିଲା ଗୁଳିମାଡ଼ର ସିସିଟିଭି ଫୁଟେଜ

ସ୍ଥାନୀୟ ସମୟ ୪ଟା ୧୫ ସମୟରେ ଏହି ଗୁଳିକାଣ୍ଡ ଘଟିଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଜୋରଦାର ଛାନଭିନ୍ ଆରମ୍ଭ କରିଛନ୍ତି । ସନ୍ଧିଗ୍ଧ ଜଣକ କିପରି ବିଶ୍ୱବିଦ୍ୟାଳୟ ପଶି ଗୁଳିକାଣ୍ଡ କଲା ତାକୁ ନେଇ ତଦନ୍ତ ଜାରି ରହିଛି । 

ଷ୍ଟୋରୀ ଅପଡେଟ୍‌ ହେଉଛି ---

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe