ପାକିସ୍ତାନର ବଡ଼ ଧରଣର ବିସ୍ପୋରଣ,  ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ

ପଞ୍ଜାବ ପ୍ରଦେଶର ଫୈସଲାବାଦ ସ୍ଥିତ କାରଖାନାରେ ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ।

Faisalabad

Faisalabad Photograph: (Google)

କନକ ବ୍ୟୁରୋ: ପାକିସ୍ତାନରେ ବଡ଼ ଧରଣର ବିସ୍ପୋରଣ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ପାକିସ୍ତାନ ପଞ୍ଜାବ ପ୍ରଦେଶର ଫୈସଲାବାଦରେ ଏକ ବଡ଼ ବିସ୍ଫୋରଣ ଘଟିଛି । ଏଥିରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ବିସ୍ଫୋରଣ ଫଳରେ କୋଠା ଭୁଶୁଡ଼ି ପଡ଼ିଛି । 

ଭାରତର ଭୟ ବଢ଼ାଇଲା ପାକିସ୍ତାନ; ପାକିସ୍ତାନକୁ ୮ଟି ବୁଡ଼ାଜାହାଜ ଦେଉଛି ଚୀନ୍

ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୂଚନା ଅନୁସାରେ, ଗ୍ୟାସ୍ ଲିକ୍ ଯୋଗୁ ବିସ୍ଫୋରଣ ହୋଇଛି । ଗ୍ୟାସ୍ ଲିକ୍ ଯୋଗୁଁ ଗୋଟିଏ କାରଖାନାରେ ନିଆଁ ଲାଗି ଅନ୍ୟ କାରଖାନାଗୁଡ଼ିକୁ ବ୍ୟାପିଥିଲା ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe