Advertisment

କନକ ଏକ୍ସକ୍ଲୁସିଭ୍

ବଦଳିଲା ଭୁବନେଶ୍ୱର ଆମ୍ରି ହସ୍ପିଟାଲର ନାମ ।ଏବେ ମଣିପାଲ ହସ୍ପିଟାଲ ନାମରେ ହେବ ପରିଚିତ । ଘୋଷଣା କଲେ ହସ୍ପିଟାଲର ଚିଫ ପିପୁଲ ଅଫିସର ।

ଅଧୁରା ରହିଲା ବିରାଟ କୋହଲିଙ୍କ ସ୍ୱପ୍ନ । ରାଜସ୍ଥାନଠାରୁ ହାରି ଆଇପିଏଲରୁ ବିଦା ହେଲା ବାଙ୍ଗାଲୋର । କ୍ୱାଲିଫାୟାର-୨ରେ ହାଇଦ୍ରାବାଦ ସହ ଟକ୍କର ।

ନିର୍ବାଚନ ବେଳେ ବାତ୍ୟା ଆଶଙ୍କା । ୨୨ରେ ଲଘୁଚାପ, ୨୪ରେ ନେଇପାରେ ଅବପାତର ରୂପ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ସ୍ପଷ୍ଟ ହେବ ଚିତ୍ର ।

‘କେନ୍ଦ୍ରମନ୍ତ୍ରୀ ୧୦ ବର୍ଷରେ ଗୋଟିଏ ରାସ୍ତା କରିପାରିଲେନି, ଲୋକଙ୍କୁ ବଡବଡ କଥା କହୁଛନ୍ତି’: ସମ୍ବଲପୁରରେ ଧମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ୍

କନକ ନ୍ୟୁଜକୁ ଅମିତ ଶାହାଙ୍କ Mega Exclusive Interview । କହିଲେ ଏଥର ଓଡିଶାରେ ବିଜେପି ସରକାର । ଓଡିଶାର ସବୁଠି ବୋହୁଛି ବିଜେପିର ଲହର ।

ଦିଲ୍ଲୀଠୁ ହାରିବା ପରେ ମଉଳିଲା ଲକ୍ଷ୍ନୌର ପ୍ଲେ-ଅଫ୍ ଆଶା । ପ୍ରଥମ ବ୍ୟାଟିଂ କରି ୨୦୯ ରନର ଟାର୍ଗେଟ ଦେଇଥିଲା ଦିଲ୍ଲୀ । ୧୯ ରନରେ ହାରିଲା ଏଲଏସଜି ।

‘ମହାପ୍ରଭୁ ବିଜେପି ନେତାଙ୍କୁ ଭଲ ବୁଦ୍ଧି ଦିଅନ୍ତୁ, ସେମାନେ ମିଛ କହିବାର ସୀମା ରଖନ୍ତୁ’: ପ୍ରଚାର ମଞ୍ଚରୁ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ୍ ।

ବିଜେପି ଫୋକସରେ ଓଡ଼ିଶା । ଆସନ୍ତା ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, କଟକ ଓ ଅନୁଗୁଳରେ କରିବେ ସଭା, ପୁରୀରେ କରିବେ ରୋଡ ସୋ’ ।

ପ୍ରତିଶ୍ରୁତିର ବିଜୁଳି: ଭୋଟ୍ ପାଇଁ ତିନି ରାଜନୈତିକ ଦଳ ଘୋଷଣା କରିଛନ୍ତି ମାଗଣା ବିଜୁଳି ସେବା । କିଏ ୧୦୦ ତ କିଏ ଦେଉଛି ୨୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶ୍ରୁତି ।

ଖରାପ ପ୍ରଦର୍ଶନକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସରେ ମତଭେଦ । ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ ବଢିଲା ଚର୍ଚ୍ଚା ।

ଖରାପ ପ୍ରଦର୍ଶନକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସରେ ମତଭେଦ । ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ ବଢିଲା ଚର୍ଚ୍ଚା ।

Advertisment
ସବସ୍କ୍ରାଇବ କରନ୍ତୁ