Advertisment

କନକ ଏକ୍ସକ୍ଲୁସିଭ୍

ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ସମୟ ପରେ ପହଞ୍ଚିବେ ରାଜନାଥ ସିଂହ, ଭୂପିନ୍ଦର ଯାଦବ ।

ଆହୁରି ୫ ଦିନ ଯାଏଁ ଭୀଷଣ ଖରା । ପଶ୍ଚିମରେ ଅସମ୍ଭାଳ ତାତି ସାଙ୍ଗକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି । ଦିନ ୧୧ଟାରୁ ୩ଟା ଘରେ ରହିବାକୁ ପରାମର୍ଶ ।

'ସମ୍ବାଦ ଡିଜିଟାଲ୍‌’ ପକ୍ଷରୁ ସିବିଏସଇ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା । ମୁଖ୍ୟ ଅତିଥିଙ୍କ ଗୁରୁମନ୍ତ୍ର, ଆତ୍ମନିୟନ୍ତ୍ରଣ ଓ ଆତ୍ମବିଶ୍ବାସ ହିଁ ସଫଳତାର ଚାବିକାଠି

ଦିନେ ଥିଲେ କଂଗ୍ରେସରେ, ଏବେ ବିଜେପି ବିଜୟର ବାଜିଗର । ଅରୁଣାଚଳ ପ୍ରଦେଶରେ ପୁଣିଥରେ ବିଜେପି ସରକାର । ଜାଣନ୍ତୁ, କିଏ ଏହି ନେତା - ପେମା ଖାଣ୍ଡୁ ?

ନିଜ ଦଳ ବିରୋଧରେ ବିଦ୍ରୋହ କରି ଗଠନ କଲେ ନୂଆ ଦଳ, ଜେଲରୁ ଆସିବା ପରେ ହେଲେ ମୁଖ୍ୟମନ୍ତ୍ରୀ । ଏବେ ପୁଣିଥରେ ସିକ୍କିମରେ ଗଢିବାକୁ ଯାଉଛନ୍ତି ସରକାର । ଜାଣନ୍ତୁ, କିଏ ପ୍ରେମ ସିଂହ ତମାଙ୍ଗ?

ଉତ୍ତରପ୍ରଦେଶରେ ପୁଣି ଚାଲିବ ଏନଡିଏ ମ୍ୟାଜିକ । ୨୦୧୯ ତୁଳନାରେ ପାଇପାରେ ଅଧିକ ଆସନ, ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ବୁଥ ବାହୁଡା ମତରୁ ମିଳିଲା ବଡ ସଂକେତ ।

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ଜୋରଦାର ପ୍ରଚାର । ସର୍ମଥକଙ୍କ ସହ ବାଇକ ରାଲି କରି କରୁଛନ୍ତି ଭୋଟ ଭିକ୍ଷା ।

କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ, କେନ୍ଦ୍ରାପଡା ଓ ନବୀନଙ୍କ ସହ କରିଛନ୍ତି ବିଶ୍ୱାସଘାତକତା, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ କରୁଥିଲେ ଅପପ୍ରଚାର ।

ଯାଜପୁର ବରୀ ନିର୍ବାଚନ ମଣ୍ଡଳି ରାଜନୀତି ସରଗରମ ,ମଇଦାନରେ ତିନି ଦଳର ଟକ୍କର ।

ତୃତୀୟ ପର୍ଯ୍ୟାୟରେ ଭୋଟ ଦେଲା ଓଡ଼ିଶା । ଲୋକସଭାରେ ସମ୍ବଲପୁରରେ ସର୍ବାଧିକ ଭୋଟିଂ ଏବଂ ବିଧାନସଭାରେ ଆଠମଲ୍ଲିକରେ ସର୍ବାଧିକ ମତଦାନ ।

ସବସ୍କ୍ରାଇବ କରନ୍ତୁ