ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ଏକ ସାଧାରଣ କଥା । ଏସବୁ ତାଙ୍କ ସମ୍ପର୍କର ମିଠାପଣକୁ କମ୍ କରିବା ପରିବର୍ତ୍ତେ ଓଲଟା ବଢାଇଥାଏ । କିନ୍ତୁ ଅନେକ ଥର ପରିସ୍ଥିତି ଏପରି ହୋଇଯାଏ ଲାଗେ ଆପଣଙ୍କ ସମ୍ପର୍କ ଏବେ ଭାଙ୍ଗିଯିବ ।

Advertisment

ଯଦି ଆପଣ ବି ଆଣଙ୍କ ସମ୍ପର୍କରେ ଏପରି କିଛି ଅନୁଭବ କରୁଛନ୍ତି, କିମ୍ବା ଆପଣଙ୍କ ଜୀବନସାଥି ଅପାଣଙ୍କ ଉପରେ ରାଗିଛନ୍ତି ତେବ ଚିନ୍ତା କରନ୍ତୁ ନାହିଁ । ତାଙ୍କୁ କେବଳ ଆପଣଙ୍କର ଏକ ଭଲପାଇବା ତଥା ପ୍ରେମଭରା ମାଲିସ ଦରକାର ।

ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେଉଁ ଦମ୍ପତି ଜଣେ ଜଣକୁ ମସାଜ ଦିଅନ୍ତି ତାଙ୍କର ସମ୍ପର୍କ ସବୁବେଳେ ସ୍ଥିରତା ରହେ ଓ ସେମାନଙ୍କ ଜୀବନରୁ ବିଷାଦ ଦୂରେଇ ଯାଏ । ଏକ ଅଧ୍ୟୟନ ଅନୁସାରେ ୩୮ ଜଣ ଲୋକ ୩ ସପ୍ତାହ ପର୍ଯ୍ୟନ୍ତ ମସାଜ ଦିଆଗଲା ।

ମସାଜ ପୂର୍ବରୁ ଓ ପରେ ଏହି ଲୋକମାନଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା । ଏହି ଲୋକଙ୍କ ଉତ୍ତରରୁ ଯାହା ଅନୁମାନ କରାଗଲା ଏହି ଲୋକଙ୍କୁ ମସାଜ ଦେବାପରେ ସେମାନଙ୍କର ବିଷାଦ ଦୂର ହୋଇଯାଇଛି ।

ଅଧ୍ୟୟନ ସମୟରେ କୁହାଗଲା କି ମସାଜ ସମୟରେ ସକରାତ୍ମକ ପ୍ରଭାବ ପଡିଥାଏ । ମସାଜ ସମୟରେ ଉଭୟେ ଭାବନାତ୍ମକ ରୂପରେ ଅଧିକ ମଜମୁତ ହୋଯାଆନ୍ତି । ଏହାସହ ତାଙ୍କ ପରିସ୍ଥିତି ସହ ଲଢିବାର କ୍ଷମତା ବି ବଢିବାରେ ଲାଗେ ।

ଏହାସହ ଦେଖନ୍ତୁ-ଧୂମ୍ରପାନ ପରି କୁଅଭ୍ୟାସକୁ ଦୂରେଇବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ କିଛି ଘରୋଇ ଉପା