ଜାନୁଆରି ୨୮ରୁ କେନ୍ଦ୍ରୀୟ ବଜେଟ୍ ଅଧିବେଶନ: ୨୯ରେ ଉପସ୍ଥାପିତ ହେବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

Advertisment

ପ୍ରଥମ ଥର ପାଇଁ ରବିବାର ବଜେଟ ଉପସ୍ଥାପନ । ଜାନୁଆରୀ ୩୧ରେ ଗୃହରେ ଆସିବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ । ବୁଧବାର ବସିଥିବା ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୮ରୁ ଫେବ୍ରୁଆରି ୧୩ ପର୍ଯ୍ୟନ୍ତ ଚାଲିବ । 

Budget

Budget Photograph: (KanakNews)

କନକ ବ୍ୟୁରୋ: ଫେବ୍ରୁଆରି ପହିଲାରେ ଆଗତ ହେବ କେନ୍ଦ୍ରୀୟ ବଜେଟ୍ । ପ୍ରଥମ ଥର ପାଇଁ ରବିବାର ବଜେଟ ଉପସ୍ଥାପନ । ଜାନୁଆରୀ ୩୧ରେ ଗୃହରେ ଆସିବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ । ବୁଧବାର ବସିଥିବା ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୮ରୁ ଫେବ୍ରୁଆରି ୧୩ ପର୍ଯ୍ୟନ୍ତ ଚାଲିବ । 

ରାଜଧାନୀରେ ଫୁଟିଲା ବୋମା, ଛିଡ଼ିଲା ହାତ

ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଏପ୍ରିଲ୨ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୨୮ରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ବଜେଟ ଅଧିବେଶନ ଆରମ୍ଭ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ରବିବାରରେ ବଜେଟ ଉପସ୍ଥାପନ କରିବେ । ପ୍ରଥମ ଥର ପାଇଁ ରବିବାର ବଜେଟ ଉପସ୍ଥାପନ କରାଯିବ । ନିର୍ମଳା ସୀତାରମଣଙ୍କର ଏହା ଲଗାତାର ନବମ ବଜେଟ ହେବ । ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଅନୁଦାନ ଦାବି ଏବଂ ଅର୍ଥ ବିଲ୍ ଉପରେ ଆଲୋଚନା କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe