Advertisment

Sunil Bhuyan

ଜବତ କଳା ଟଙ୍କା ବିରୋଧରେ ବିଜେପିର ଆନ୍ଦୋଳନ । ସଂସଦ ଭବନ ସାମ୍ନାରେ ସାଂସଦଙ୍କ ସହ ପ୍ରତିବାଦରେ ସାମିଲ ହେଲେ ବିଜେପି ସଭାପତି ଜେ.ପି ନଡ୍ଡା ।

ନୂଆ ନିୟମ ଲାଗୁ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର କଡା ଆଭିମୁଖ୍ୟ । ଚିରା, ଫଟା ପୋଷାକ ପିନ୍ଧିଥିବା ଭକ୍ତଙ୍କୁ ସିଂହଦ୍ୱାରରୁ ଫେରାଇ ଦେଲେ ପୋଲିସ ପ୍ରଶାସନ ଓ ସେବାୟତ ।

ଟି-୨୦ ବିଶ୍ୱକପରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ? ବିସିସିଆଇ ସଚିବ ଜୟ ଶାହ ଦେଲେ ବଡ ବୟାନ । 

ଧାନ କାଟିବାକୁ ଯାଇଥିଲେ ପରିବାର ଲୋକ, ଫେରିବା ବେଳକୁ କୂଅରେ ପଡି ୨ ଶିଶୁ ମୃତ । ଢେଙ୍କାନାଳରୁ ଆସିଲା ଅଭାବନୀୟ ଘଟଣା ।    

ଆମପଡାରେ ରେଞ୍ଜରଙ୍କୁ ଦଳିଦେଲା ଦନ୍ତା । ହାତୀ ଘଉଡାଇବାକୁ ଯାଇଥିବା ବେଳେ ଘଟିଲା ଅଘଟଣ ।

ହନୁମାନଙ୍କ ଭକ୍ତ ରିଙ୍କୁ ସିଂ, ପିଲାବେଳେ କାମୁଡିଥିଲା ମାଙ୍କଡ । କ୍ୟାମେରା ସାମ୍ନାରେ କହିଲେ କ୍ରିକେଟ କ୍ୟାରିୟରର କାହାଣୀ ।

ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମମତା ବାନାର୍ଜୀ । କହିଲେ, ମହୁଆଙ୍କ ସହ ଅନ୍ୟାୟ ହୋଇଛି, ଜନତା ନିଶ୍ଚୟ ଜବାବ ଦେବେ ।

ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ନିଆଗଲା କଡା କାର୍ଯ୍ୟାନୁଷ୍ଠାନ ।

୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲା, ୨ଜଣଙ୍କୁ ଗିରଫ କଲା ଇଓଡବ୍ଲୁ ।

ମଦ ବ୍ୟବସାୟୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ଘଟଣା । ସିବିଆଇ ତଦନ୍ତ ଦାବି କଲା ବିଜେପି, କହିଲା ଏତେ ଟଙ୍କା ଆସିଲା କେଉଁଠୁ?

ମଦ ବ୍ୟବସାୟୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ଘଟଣା । ସିବିଆଇ ତଦନ୍ତ ଦାବି କଲା ବିଜେପି, କହିଲା ଏତେ ଟଙ୍କା ଆସିଲା କେଉଁଠୁ?

Advertisment
ସବସ୍କ୍ରାଇବ କରନ୍ତୁ